ଟେକ୍

ଫ୍ଲିପକାର୍ଟରେ ଚାଲିଛି ସେଲ, ଭାରି ଡିସକାଉଣ୍ଟ ପରେ ବହୁତ ଶସ୍ତା ଦାମରେ କିଣନ୍ତୁ iPhone

ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ପ୍ଲାନ କରୁଛନ୍ତି କି, ତାହେଲେ ଫ୍ଲିପକାର୍ଟ ସେଲର ଫାଇଦା ଉଠାଇପାରିବେ । ପ୍ଲାଟଫର୍ମରେ ନୂଆ ସେଲ ଆରମ୍ଭ ହୋଇଯାଇଛି । ଏଥିରେ ଆପଣଙ୍କୁ ବିଭିନ୍ନ ସ୍ମାର୍ଟଫୋନ୍ସ ଏବଂ ଆହୁରି ଅନେକ ପ୍ରଡକ୍ଟସ ଉପରେ ଭାରି ଡିସକାଉଣ୍ଟ ପାଇପାରିବେ । ସେଲରେ ଆପଣ ଆଇଫୋନ୍‌ ୧୩କୁ ବହୁତ ବଢ଼ିଆ ଡିସକାଉଣ୍ଟରେ କ୍ରୟ କରିପାରିବେ ।

ଆପଲ ବହୁତ ଜଲଦି ଭାରତରେ ନିଜର ପ୍ରଥ ମ ଷ୍ଟୋର ଖୋଲିବାକୁ ଯାଉଛି । କମ୍ପାନୀ ଦୁଇଟି ଷ୍ଟୋର ଭାରତରେ ଖୋଲିବ, ଯେଉଁଥିରେ ପ୍ରଥମ ମୁମ୍ବାଇରେ ଏବଂ ଦ୍ୱିତୀୟଟି ଦିଲ୍ଲୀରେ ହେବ । ଏହି ଷ୍ଟୋରକୁ ଖୋଲିବା ପୂର୍ବରୁ ଆଇଫୋନ୍‌ ୧୩ ଉପରେ ମିଳୁଛି ଆକର୍ଷଣୀୟ ଅଫର । ଏହି ଅଫର ଫ୍ଲିପକାର୍ଟରେ ମିଳୁଛି । ଯେଉଁଠି ଆପଣ ଏହି ଫୋନକୁ ବହୁତ ଶସ୍ତା ଦାମରେ କିଣିପାରିବେ ।

ଆପଲର ଅଫିସିଆଲ େଓ୍ଵବସାଇଟରେ ଏହି ସ୍ମାର୍ଟଫୋନ ପ୍ରାୟ ୭୦ ହଜାର ଟଙ୍କା ଦାମରେ ଉପଲବ୍ଧ । ଫ୍ଲିପକାର୍ଟରେ ଆପଣ ଏହି ହ୍ୟାଣ୍ଡସେଟକୁ ଡିସକାଉଣ୍ଟ ସହ ବହୁତ କମ୍‌ ଦାମରେ କିଣିପାରିବେ । ଆସନ୍ତୁ ଜାଣିବା ଏହି ଫୋନରେ ମିଳୁଥିବା ଅଫର୍ସ ଏବଂ ଅନ୍ୟ ଡିଟେଲ୍ସ ବିଷୟରେ ।

ଆପଲ ଆଇଫୋନ୍‌ ୧୩ର ଦାମ୍‌ ୬୯,୯୦୦ ଟଙ୍କା । କିନ୍ତୁ ଆପଣ ଏହାକୁ ଫ୍ଲିପକାର୍ଟରୁ ୫୭,୯୯୯ ଟଙ୍କାରେ କିଣିପାରିବେ । ଫ୍ଲିପକାର୍ଟରେ ଚାଲୁଛି । ୧୩ ଏପ୍ରିଲ ଠାରୁ ଆରମ୍ଭ ହେଉଥିବା ଏହି ସେଲ ୧୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ଆପଣ ଅନେକ ଅଫର୍ସର ଫାଇଦା ଉଠାଇପାରିବେ ।

ସ୍ମାର୍ଟଫୋନ ଫ୍ଲିପକାର୍ଟରେ ୫୮,୯୯୯ ଟଙ୍କା ଲିଷ୍ଟରେ ରହିଛି । ଏହି ଦାମ୍‌ ୧୦,୯୦୧ ଟଙ୍କାର ଡିସକାଉଣ୍ଟ ପରେ ରହିଛି । ସେହିପରି କଞ୍ଜ୍ୟୁମର୍ସର୍ଙ୍କୁ ୧୦୦୦ ଟଙ୍କାର ଡିସକାଉଣ୍ଟ ଆକ୍ସିସ୍‌ ବ୍ୟାଙ୍କ କାର୍ଡରେ ମିଳୁଛି । ଏହି ଦାମ୍‌ ଫୋନର ୧୨୮ଜିବି ଷ୍ଟୋରେଜ ଭ୍ୟାରିୟଣ୍ଟ ଉପରେ ରହିଛି । ଆପଣ ଏହାକୁ ଏକ୍ସଚେଞ୍ଜ ଅଫର ସହିତ ମଧ୍ୟ କିଣିପାରିବେ ।

ସ୍ପେସିଫିକେସନ୍ସ

ଆପଲ ଆଇଫୋନ୍‌ ୧୩ରେ ଆପଣଙ୍କୁ ୬.୧ ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ମିଳିଥାଏ । ଏଥିରେ A15 Bionic ଚିପସେଟ ଦିଆଯାଇଛି । ଏହି ପ୍ରୋସେସରକୁ ହିଁ ଆଇଫୋନ୍‌ ୧୪ ସିରିଜରେ ମଧ୍ୟ ୟୁଜ୍‌ କରାଯାଇଛି । ଆଇଫୋନ୍‌ ୧୪ ଏବଂ ଆଇଫୋନ୍‌ ୧୪ ପ୍ଲସ ଉଭୟରେ ହିଁ A15 Bionic ଚିପସେଟ ଦିଆଯାଇଛି । ସ୍ମାର୍ଟଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ମିଳିଥାଏ । ଯାହାର ମେନ ଲେନ୍ସ ୧୨ଏମପି ।

ସେହିପରି ଦ୍ୱିତୀୟ ଲେନ୍ସ ୧୨ଏମପିର ଅଲଟ୍ରା ଓ୍ଵାଇଡ ଆଙ୍ଗଲ ଲେନ୍ସରେ ରହିଛି । ଫ୍ରଣ୍ଟରେ କମ୍ପାନୀ ୧୨ଏମପିର ସେଲଫି କ୍ୟାମେରା ଦିଆଯାଇଛି । ଫୋନରେ ଡୁଆଲ ସିମର ମଧ୍ୟ ଅପ୍ସନ ମିଳିଥାଏ । ଯେଉଁଥିରେ ଏକ ନାନୋ ସିମ ଏବଂ ଦ୍ୱିତୀୟରେ ହାଇବ୍ରିଡ ସିମ୍‌ ରହିବ । କମ୍ପାନୀ ଦାବି କରିଛି ଯେ ଫୋନ୍‌ ୧୯ ଘଣ୍ଟାର ଭିଡିଓ ପ୍ଲେ ବ୍ୟାକ ଟାଇମ ସହିତ ଆସିଥାଏ ।

Pritiparna

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

3 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

4 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

5 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

7 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

8 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

8 hours ago