Categories: ଟେକ୍

Apple Watch ବଞ୍ଚାଇଲା ଜଣେ ଡାକ୍ତରଙ୍କ ଜୀବନ, ଜାଣନ୍ତୁ କେମିତି

ଆପଲ ଓ୍ଵାଚ୍‌ କମାଲ କରି ଦେଖାଇଛି। ଆମେରିକାର ରହୁଥିବା ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇଛି ଆପଲ ଓ୍ଵାଚ୍‌। ୭୯ ବର୍ଷିୟ ଏହି ବ୍ୟକ୍ତି ପେଶାରେ ଜଣେ ପଶୁ ଚିକିତ୍ସକ। ଆପଲର ଏହି ଓ୍ଵାଚରେ ଥିବା ହାର୍ଟ ରେଟ୍‌ ସେନସର ଡା ରେ ଏମରସନଙ୍କୁ ଏଟ୍ରିଏଲ ଫିବ୍ରିଲେସନ ହୋଇଥିବାର ନୋଟିଫିକେସନ ଦେଖାଇଲା। ଯାହାପରେ ବ୍ୟକ୍ତି ଜଣଙ୍କ ତୁରନ୍ତ ଡାକ୍ତରଙ୍କ ପାଖରେ ପହଁଚିଲେ ଏବଂ ଇକେଜି (ଇସିଜି) କରାଇଲେ। ରିପୋର୍ଟ ଆସିବା ପରେ ତାଙ୍କର ସର୍ଜରୀ କରାଗଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଟ୍ରିଏଲ ଫିବ୍ରିଲେସନ ହେଲେ ହାର୍ଟର ଉପର ଚ୍ୟାମ୍ବରରେ ଅନିୟମିତ ପପିଂ ହେବାକୁ ଲାଗିଥାଏ ଏବଂ ଏହାଦ୍ୱାରା ଜୀବନ ମଧ୍ୟ ଯାଇପାରେ। ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଏହାକୁ ବହୁତ ଶସ୍ତାରେ କିଣିଥିଲେ ଏବଂ ଏହା ତାଙ୍କୁ ପ୍ରାଇସଲେସ୍‌ ବୋଲି ଲାଗୁଥିଲା।

ଆପଲ ଓ୍ଵାଚ୍‌ ଦ୍ୱାରା ନୋଟିଫିକେସନ ଆସିବା ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଆପଲ ଓ୍ଵାଚ୍‌ ଜରିଆରେ ଲୋକଙ୍କ ଜୀବନ ବଞ୍ଚି ଯାଇପାରୁଛି। ଏହା ପୂର୍ବରୁ ମଧ୍ୟ ଏହି ଆପଲ ଓ୍ଵାଚ ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ହସପିଟାଲ ନିଆଗଲା ଏବଂ ତାଙ୍କର ଜୀବନ ରକ୍ଷା କରାଯାଇପାରିଲା।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

7 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

15 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

21 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

29 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

32 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

39 mins ago