ଫେଷ୍ଟିଭ୍ ସିଜନରେ ଆସସ୍ ନିଜର ଫ୍ଲାଗସିପ ଲାପଟପ Asus Zenbook Pro Duoକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ZenBook Pro Duo (UX581)କୁ ୨,୦୯,୯୯୦ ଲକ୍ଷ ଟଙ୍କା ଏବଂ ZenBook Duo (UX481) ୮୯,୯୯୦ ହଜାର ଟଙ୍କା ଦାମରେ ଲଞ୍ଚ ହୋଇଛି। Asus ZenBook Pro Duoକୁ ମାର୍କେଟରେ ଫୁଲ୍-ଲେଙ୍ଗଥ୍ ଆସସ୍ ସ୍କ୍ରୀନପ୍ୟାଡ୍ ପ୍ଲସ ସହିତ ଲଞ୍ଚ କରାଯାଇଛି। ଯାହା 4K UHD OLED ଡିସପ୍ଲେରେ କାମ କରୁଛି। ସେହିପରି ଏଥିରେ ୧୯୨୦p ASUSScreenPad Plus ଦିଆଯାଇଛି ଏବଂ ମେନ୍ 1080p FHD LCD ଡିସପ୍ଲେ ସହିତ କାମ କରୁଛି।
ଜେନବୁକ୍ ପ୍ରୋ ଡୁଓରେ 4K UHD NanoEdge OLED HDR ଡିସପ୍ଲେ ମିଳିଥାଏ ଏବଂ ଏଥିରେ ଫ୍ରେମଲେସ୍ ଡିଜାଇନ୍ ରହିଛି, ଏହାସହିତ ଲାପଟପ୍ ଅଲଟ୍ରା-ସ୍ଲିମ ରହିଛି। ଅନ୍ୟପଟରେ ଜେନବୁକ ଡୁଓ 1080p full HD NanoEdge display , ୪ ସାଇଡ୍ ଫ୍ରେମଲେସ୍ ଡିଜାଇନ୍ ରହିଛି। ଏହି ଦୁଇ ସ୍କ୍ରୀନ ମଧ୍ୟରୁ ଗୋଟିଏ ସ୍କ୍ରୀନ ଲାରପଟପର କିବୋର୍ଡ ପାଖରେ ରହିଛି। ଏହି ସ୍କ୍ରୀନ ଗୋଟିଏ ଏଜରୁ ଅନ୍ୟ ଏଜ ପର୍ଯ୍ୟନ୍ତ ରହିଛି।
ଏହାସହ ପଢନ୍ତୁ : TikTokକୁ ଟକ୍କର ଦେବ ଗୁଗଲର ଏହି ଆପ୍, ଏବେ ଆଉ ୧୫ ନୁହେଁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ବନାଇପାରିବେ ଭିଡିଓ
ଏହାଛଡା କମ୍ପାନୀ ନିଜର ଲାଇନ୍-ଅପକୁ ଇଣ୍ଟେଲ ଜେନେରେସନ କୋର ପ୍ରସେସର ସହିତ ରିଫ୍ରେସ କରିଛି। ZenBook 13 (UX334), ZenBook 14 (UX434) ଏବଂ ZenBook 15 (UX534) ର ଦାମ୍ କ୍ରମଶଃ ଏବଂ ୧,୨୪,୯୯୦ ଲକ୍ଷ ଟଙ୍କା ରହିଛି। ଏହାଛଡା ଆସସ୍ VivoBook S431 ୫୪,୯୯୦ ଟଙ୍କାରେ ଏବଂ ୬୯,୯୯୦ VivoBook S532 ଟଙ୍କାରେ ମଧ୍ୟ ଲଞ୍ଚ କରିଛି।
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…