Categories: ଟେକ୍

୧ହଜାର ଟଙ୍କାରୁ ଆହୁରି କମ୍‌ ଦମରେ କିଣନ୍ତୁ ଏହି ସାନଦାର ମୋବାଇଲ, ଦମଦାର ବ୍ୟାଟେରୀ ସହିତ ମିଳିବ ଜବରଦସ୍ତ ଫିଚର୍ସ

ଆଜିର ଦୁନିଆ ସ୍ମାର୍ଟଫୋନର ଦୁନିଆ। ଏବେ ଅଧିକାଂଶ ଟେକ୍‌ କମ୍ପାନୀ ଖାସ୍‌ ଫିଚର୍ସ ଦ୍ୱାରା ଲେସ୍‌ କରାଯାଇଥିବା ସ୍ମାର୍ଟଫୋନକୁ ବଜାରରେ ପ୍ରବେଶ କରୁଛନ୍ତି। ଲୋକମାନେ ବି ଏହି ଡିଭାଇସେଜକୁ ଖୁବ ପସନ୍ଦ କରୁଛନ୍ତି। ଆଜିକାଲି ଲୋକମାନେ ଫିଚର ବିଶିଷ୍ଟ ଫୋନ କିଣିବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ କମ୍ପାନୀ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଫିଚର ବିଶିଷ୍ଟ ଫୋନ। ଆଜି ଆମେ ଆପଣଙ୍କୁ ଫିଚର ଫୋନ ପ୍ରେମୀଙ୍କ ପାଇଁ ୧,୦୦୦ ଟଙ୍କାରୁ କମ୍‌ ଦାମରେ ଫିଚର ବାଲା ଫୋନ ନେଇ ଆସିଛୁ, ଯେଉଁଥିରେ ତାଙ୍କୁ ବଡ ବ୍ୟାଟେରୀ ସହିତ ଭଲ କ୍ୟାମେରା ଭଳି ଫିଚର୍ସ ମିଳିବ। ଆସନ୍ତୁ ଦେଖିବା ପୂରା ଲିଷ୍ଟ।

Micromax X516

ଏହି ଫୋନର ଦାମ ୭୭୯ ଟଙ୍କା। ଏଥିରେ ଆପଣଙ୍କୁ ଆଣ୍ଟି ଥେଫ୍ଟ, ଡିଜିଟାଲ କ୍ୟାମେରା, ଟର୍ଚ୍ଚ ଏବଂ ଡୁଆଲ ସିମ୍‌ ଭଳି ଫିଚର୍ସ ମିଳିବ। ଏହାଛଡା ଏହି ଫୋନରେ ୧,୭୫୦ ମାହ ବ୍ୟାଟେରୀ ଦିଆଯାଇଛି।

InFocus Hero Play M1

ଏହି ଫୋନର ଦାମ ୭୪୦ ଟଙ୍କା। ଏଥିରେ ମଧ୍ୟ ୩୨ ରାମ ଏବଂ ୩୨ ଏମବି ଷ୍ଟୋରେଜ ମିଳିଥାଏ। ଏଥିରେ ୧.୮ ଇଞ୍ଚର ଡିସପ୍ଲେ ରହିଛି ଏବଂ ୧ ମେଗାପିକ୍ସେଲର ରିୟର କ୍ୟାମେରା ମଧ୍ୟ ରହିଛି। ଏହି ଫିଚର ଫୋନରେ ୧୮୦୦ ବ୍ୟାଟେରୀ ରହିଛି ଏବଂ ଏହି ଫୋନ ୪ଜି ଫୋନ ନୁହେଁ।

Karbonn K2 Boom Box

କମ୍ପାନୀର ଏହି ଫୋନର ଦାମ ୭୪୯ ଟଙ୍କା। କାର୍ବନର ଏହି ଫୋନରେ ୩୨MB ରାମ ସହିତ ୩୨ ଏମବି ଷ୍ଟୋରେଜ ଅଛି ଯାହା ୮ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଏଥିରେ ୧.୮ ଇଞ୍ଚର ଡିସପ୍ଲେ, ଡୁଆଲ ସିମ୍‌ ସପୋର୍ଟ, ୦.୩MPର ରିୟର କ୍ୟାମେରା ଏବଂ 1000mAhବ୍ୟାଟେରୀ ମିଳିଥାଏ। ଏଥିରେ ରେଡିଓ ମଧ୍ୟ ମିଳିବ।

Micromax X412

ଏହି ଫୋନର ଦାମ ୬୮୨ ଟଙ୍କା। ଏଥିରେ ଡୁଆଲ ସିମ୍‌ ପାଇଁ ବ୍ୟବସ୍ଥା ରହିଛି, ୩୨MB ରାମ, ୧.୭୭ ଇଞ୍ଚର ଡିସପ୍ଲେ ଏବଂ ୮୦୦ ବ୍ୟାଟେରୀ ରହିଛି।

Detel D4 Prime

ଏହି ଫୋନର ଦାମ ୬୭୫ ଟଙ୍କା। ଏହି ଫୋନରେ ୧.୮ ଇଞ୍ଚର ଡିସପ୍ଲେ, ୧୬ ଜିବି ଷ୍ଟୋରେଜ୍‌, ଡୁଆଲ ସିମ୍‌ ସପୋର୍ଟ, ୬୫୦ ବ୍ୟାଟେରୀ ଏବଂ ଗୋଟେ ବର୍ଷର ଓ୍ଵାରେଣ୍ଟୀ ମିଳୁଛି।

Adcom J1

ଏହି ଫୋନର ଦାମ ୫୯୯ ଟଙ୍କା। ଏହି ଫୋନରେ ଆପଣଙ୍କୁ ୧.୮ ଇଞ୍ଚ ଡିସପ୍ଲେ, ୧,୦୫୦ mAh ବ୍ୟାଟେରୀ, ବ୍ଲୁଟୁଥ୍‌ ଏବଂ ଡିଜିଟାଲ କ୍ୟାମେରା ଭଳି ଫିଚର୍ସ ମିଳିବ।

Pritiparna

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

5 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

15 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

18 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

51 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

53 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago