Categories: ଟେକ୍

ଅଧା ଦାମରେ କିଣନ୍ତୁ ୫୦ ଇଞ୍ଚର ଏହିସବୁ ସ୍ମାର୍ଟ ଟିଭି, ମିଳୁଛି ଭାରି ଡିସକାଉଣ୍ଟ

ଯଦି ମହଙ୍ଗା ହେତୁ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସ୍ମାର୍ଟ ଟିଭି କିଣିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ । ଏହି ସେଲରେ, ଆପଣ ଅଧା ମୂଲ୍ୟରେ ବହୁତ ଫିଚର୍ସ ସହିତ ସ୍ମାର୍ଟ ଟିଭି କିଣିପାରିବେ । ଯଦି ଆପଣ ମଧ୍ୟ କମ ବଜେଟରେ ସ୍ମାର୍ଟ ଟିଭି କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ । ଆଜିକାଲି ଫ୍ଲିକାର୍ଟରେ ଏକ ବଡ ସେଲ ଚାଲିଛି, ଯେଉଁଥିରେ ବଡ଼ ସ୍ମାର୍ଟ ଟିଭି ମଧ୍ୟ ଭଲ ଡିସକାଉଣ୍ଟରେ ଉପଲବ୍ଧ । ଏହି ସେଲରେ ୫୦ ଇଞ୍ଚର ସ୍ମାର୍ଟ ଟିଭି ଅଧା ମୂଲ୍ୟରେ ଉପଲବ୍ଧ ।

-ଆପଣଙ୍କ ପାଇଁ ପ୍ରଥମ ବେଷ୍ଟ ଅପ୍ସନ ହେଉଛି Compaq 50 inch Ultra HD 4K LED ସ୍ମାର୍ଟ ଟିଭି । ଯଦିଓ ଏହି ଟିଭିର ମୂଲ୍ୟ ୪୩ ହଜାର ୯୯୯ ଟଙ୍କା, କିନ୍ତୁ ଆଜିକାଲି ଏହା ଫ୍ଲିପକାର୍ଟରେ ୨୨ ହଜାର ୯୯୦ ଟଙ୍କାରେ ବିକ୍ରି ହେଉଛି । ବ୍ୟାଙ୍କ ଅଫର ସହିତ ଆପଣ ଏହାକୁ ଆହୁରି ଶସ୍ତାରେ ମଧ୍ୟ କିଣି ପାରିବେ । Compaq ଏହି ସ୍ମାର୍ଟ ଟିଭି ୨ GB RAM, ଡଲବି ଅଡିଓ, ବେଜେଲ୍ ଲେସ ସ୍କ୍ରିନ୍, WCG + ଭଳି ଫିଚର ସହିତ ଆସିଥାଏ । ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଡିସକାଉଣ୍ଟ, ୧୫୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ଏବଂ ୩୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସକାଉଣ୍ଟ ଉପରେ ଏହା ଉପଲବ୍ଧ ।

-ଦ୍ୱିତୀୟ ଅପ୍ସନ ହେଉଛି Thomson 50 inch Ultra HD (4K) ସ୍ମାର୍ଟ ଗୁଗୁଲ୍ ଟିଭି । ଥମସନଙ୍କ ଏହି ସ୍ମାର୍ଟ ଟିଭି ୨୪ ହଜାର ୯୯୯ ଟଙ୍କାରେ କିଣାଯାଇପାରିବ, ଯାହା ୪୦ ପ୍ରତିଶତ ଡିସକାଉଣ୍ଟରେ ଉପଲବ୍ଧ । ଏହା ବ୍ୟତୀତ ଆପଣ ଏହାକୁ ବ୍ୟାଙ୍କ ଅଫରରେ ଆହୁରି ଶସ୍ତାରେ କିଣିପାରିବେ । ଏହି ଥମସନ ଟିଭିର ସବୁଠାରୁ ବଡ ଫିଚର ହେଉଛି ଅଲଟ୍ରା HD (4K) 3840×2160 ପିକ୍ସେଲ ରେଜୋଲୁସନ ଏବଂ 40W ସ୍ପିକର । ଆପଣ ଏହା ଉପରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ପାଇପାରିବେ ।

-ଆପଣଙ୍କ ପାଖରେ ଥିବା ତୃତୀୟ ଅପ୍ସନ ହେଉଛି Kodak 50 inch Ultra HD (4K) ସ୍ମାର୍ଟ ଗୁଗୁଲ୍ ଟିଭି । ଫ୍ଲିପକାର୍ଟର ଏହି ସେଲରେ ଏହା ୨୫ ହଜାର ୪୯୯ ଟଙ୍କାରେ ବିକ୍ରି ହେଉଛି । ଏହି ଟିଭି HDR10 + ଏବଂ Dolby Atmos ସହିତ ଆସିଥାଏ ।

Srujanika Panda

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

2 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

4 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

22 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

47 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

51 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

53 mins ago