Categories: ଟେକ୍

ଶ୍ରେଷ୍ଠ ୧୦ଟି କାର୍ଯ୍ୟସ୍ଥଳୀ ସୂଚୀରୁ ଆଉଟ୍‌ ହେଲା ଫେସବୁକ୍‌, ଜାଣନ୍ତୁ ଚଳିତବର୍ଷ କେତେ ରହିଛି ଏହାର ରେଟିଙ୍ଗ୍‌

ଫେସବୁକ୍‌ ସର୍ବଶ୍ରେଷ୍ଠ ୧୦ଟି କାର୍ଯ୍ୟସ୍ଥଳୀ ସୂଚୀରୁ ବାହାରକୁ ବାହାରି ଯାଇଛି । ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ନେଟଓ୍ଵାର୍କ କମ୍ପାନୀ ଗ୍ଳାସଡୋରର ୨୦୨୦ ସୂଚୀରେ ତଳକୁ ଖସିଆସି ୨୩ସ୍ଥାନରେ ପହଁଚି ଯାଇଛି ଫେସବୁକ୍‌ । ଗତବର୍ଷ ଫେସବୁକ୍‌ ୭ମ ସ୍ଥାନରେ ରହିଥିଲା । କମ୍ପାନୀର ସ୍ଥାନ ତଳକୁ ଖସିବା ପଛରେ ସବୁଠାରୁ ବଡ କାରଣ ଫେସବୁକ୍‌ ବିପକ୍ଷରେ ଚାଲୁଥିବା ବେନିମୟ ଯାଞ୍ଚ ପ୍ରକ୍ରିୟା।

ଚଳିତ ବର୍ଷ ଫେସବୁକ୍‌କୁ ୫ ରୁ ୪.୪ରେଟିଙ୍ଗ୍‌ ମିଳିଛି । ଯାହା ଗତବର୍ଷ ୪.୫ ରହିଥିଲା। କର୍ମଚାରୀମାନେ ଫେସବୁକ୍‌ ର ଶୀର୍ଷ ନେତୃତ୍ୱ ଏବଂ କାର୍ଯ୍ୟ ଜୀବନ ସନ୍ତୁଳନ ଆଧାର ଉପରେ କମ୍‌ ରେଟିଙ୍ଗ୍‌ ଦେଇଛନ୍ତି । ଗ୍ଳାସଡୋର ସୂଚୀ ମୁତାବକ ସଫ୍ଟଓ୍ଵୟାର କମ୍ପାନୀ ହବସ୍ପୋର୍ଟ ଶୀର୍ଷ ୧୦୦ କାର୍ଯ୍ୟସ୍ଥଳୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସିଲ୍‌ କରିଛି । ଅନ୍ୟପଟେ ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟ୍‌ ଇଙ୍କ୍‌ ୧୧ତମ ସ୍ଥାନରେ ରହିଥିବାବେଳେ ଆପଲ୍‌ ଇଙ୍କ୍‌ ସୂଚୀରେ ୮୪ ତମ ସ୍ଥାନରେ ରହିଛି ।

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

20 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

27 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

43 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

49 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago