ଟେକ୍

ଫେସ୍‌ବୁକ୍‌ରେ ଫଟୋ କ୍ଲାରିଟି ବଢ଼ାଇବାକୁ ଆସିଲା ନୂଆ ଫିଚର, ଏବେ ୨ଡି ଫଟୋକୁ ବି କରିହେବ ୩ଡି

ୟୁଜରଙ୍କ ପସନ୍ଦ ତଥା ସୁବିଧାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ସବୁବେଳେ କିଛି ନା କିଛି ପରିବର୍ତ୍ତନ କରୁଛି। ଏବେ ପୁଣି ଥରେ ୟୁଜରଙ୍କ ଲାଗି ଏକ ନୂଆ ଫିଚର ଲଞ୍ଚ୍‌ କରିଛି ଫେସ୍‌ବୁକ୍‌। ଏହି ନୂଆ ଫିଚରରେ ୟୁଜର ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ। ଏହି ଫିଚର ଆସିବା ପରେ ୟୁଜରଙ୍କୁ ଆଉ ୩ଡି ଫଟୋ ପୋଷ୍ଟ କରିବାକୁ ପୋଟ୍ରେଟ୍‌ ମୋଡ୍‌ରେ ଫଟୋ ନେବାର ଆବଶ୍ୟକତା ପଡ଼ିବ ନାହିଁ। ଏନେଇ ଗତ ସପ୍ତାହରେ ଫେସ୍‌ବୁକ୍‌ ସୂଚନା ଦେଇଥିଲା।

ଏହି ନୂଆ ଟେକ୍ନୋଲୋଜି ସାହାଯ୍ୟରେ ସିଙ୍ଗଲ ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ୍‌ରେ ମଧ୍ୟ ୩ ଡି ଫଟୋ ପୋଷ୍ଟ କରିପାରିବେ। ତେବେ ବର୍ତ୍ତମାନ ଏହି ଟେକ୍ନୋଲୋଜି କେବଳ ଦୁଇଟି କ୍ୟାମେରା ସେଟ୍‌ଅପ୍‌ ଥିବା ଫୋନ୍‌ରେ ସପୋର୍ଟ କରୁଛି। ଫେସ୍‌ବୁକ୍‌ ନିଜ ଆପ୍‌କୁ ଅପ୍‌ଡେଟ୍‌ କରିବା ପରେ ୟୁଜର ଏହି ନୂଆ ଫିଚରର ଲାଭ ଉଠାଇପାରିବେ। ଏହି ଟେକ୍ନୋଲୋଜି ସାହାଯ୍ୟରେ ବହୁ ପୁରୁଣା ଫଟୋକୁ ମଧ୍ୟ କନଭର୍ଟ କରାଯାଇପାରିବ।

ଏମିତି କରନ୍ତୁ ବ୍ୟବହାର:

  • ଏହି ଫିଚରକୁ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଫେସ୍‌ବୁକ୍‌ର ଲାଟେଷ୍ଟ ଭର୍ସନ ଅପଡେଟ୍‌ କରନ୍ତୁ।
  • ଏବେ ନ୍ୟୁଜ୍‌ ଫିଡ୍‌ରେ ଯାଇ ଯେଉଁଠାରେ Write something ଲେଖାଯାଇଛି, ସେଠାରେ କ୍ଲିକ୍‌ କରନ୍ତୁ।
  • ଏହା ପରେ ସ୍କ୍ରଲ ଡାଉନ୍‌ କରି ତଳକୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ୩ଡି ଫଟୋର ଅପ୍‌ସନ୍‌ ମିଳିବ।
WCW 11

Recent Posts

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

33 mins ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

1 hour ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

1 hour ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

1 hour ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

1 hour ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

2 hours ago