ଟେକ୍

Google ବନ୍ଦ କଲା ନିଜର ଲୋକପ୍ରିୟ ଆପ୍‌, ୨୦୧୧ରେ ହୋଇଥିଲା ଆରମ୍ଭ

Google ଦୀର୍ଘ ଦିନ ପରେ Google Play Musicକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ YouTube Music ଆରମ୍ଭ କରିବାବେଳେ ଏହା ବିଷୟରେ ଜଣାପଡ଼ିଯାଇଥିଲା। Google Play Music କୁ ୮ବର୍ଷ ତଳେ ୨୦୧୧ମସିହାରେ ଲଞ୍ଚ କରାଯାଇଥିଲା। କିଛି ସମୟ ଯାଏଁ ଏହାକୁ ଭିଟାରେ ରଖାଯାଇଥିଲା ଏବଂ ଏହା ପରେ ୨୦୧୧ମସିହାର ନଭେମ୍ବରରେ ଏହାକୁ ଫାଇନାଲ୍ ଲଞ୍ଚ କରାଯାଇଥିଲା।

ସୂଚନାଯୋଗ୍ୟ, ଏବର୍ଷ ଅଗଷ୍ଟରେ ଗୁଗଲ୍ କହିଥିଲା ଯେ, କମ୍ପାନୀ ଏବେ Google Play Musicକୁ ଧୀରେ ଧୀରେ ବନ୍ଦ କରିବ। ଅକ୍ଟୋବର ଆସି ସାରିଛି ଏବଂ କମ୍ପାନୀ କମ୍ପାନୀ ନିଜ ପ୍ରତିଶୃତି ମୁତାବକ ଏହାକୁ YouTube Music ରୁ ରିପ୍ଲେସ୍ କରୁଛି। ଏବେ Google Play Music କୁ ଅଫିସିଆଲି ସଟ୍ ଡାଉନ୍ କରାଯାଉଛି। Google Play Music ଆପ୍ ଓପନ କରିବା ମାତ୍ରେ ଏହି ସର୍ଭିସ୍ ଶଟ୍ ଡାଉନ୍ କରାଯିବାର ମେସେଜ ଦିଆଯାଉଛି।

Google Play Music ରୁ YouTube Musicରେ ଟ୍ରାକସକୁ ମାଇଗ୍ରେଟ୍ କରି ପାରିବେ। ଆପ୍ ଓପନ କରିବା ମାତ୍ରେ Google Play Music No longer Available ବଡ଼ ଶବ୍ଦରେ ଲେଖାଯାଇଛି। ଏଠାରୁ Google Play Musicର କଣ୍ଟେଣ୍ଟକୁ YouTube Musicରେ ଟ୍ରାନ୍ସଫର କରିପାରିବେ। ଏଠାରେ Manage your data ର ଅପସନ୍ ମଧ୍ୟ ଦିଆଯାଇଛି। ଏହା ଅନୁସାରେ Google Play Music ରେ ଆପଣଙ୍କ ଲାଇବ୍ରେରୀ ଡାଉନଲୋଡ ହୋଇପାରିବ।

ଏଠାରୁ ଆପଣ ରିକମେଣ୍ଡେସନ ହିଷ୍ଟ୍ରି ବି ଚାହିଁଲେ ଡିଲିଟ୍ କରିପାରିବେ। YouTube Music ରେ ଆପଣଙ୍କ ପାଖରେ ସବସ୍କ୍ରିପ୍ସନ ଅପ୍ସନ୍ ରହିଛି। ଟଙ୍କା ଦେଇ ଆପଣ ସବସ୍କ୍ରିପ୍ସନ୍ ନେଇପାରିବେ। ଗୀତ ଇଣ୍ଟରନେଟରୁ କନେକ୍ଟ କରି ଆପଣ ମାଗଣାରେ ଶୁଣି ପାରିବେ କିନ୍ତୁ ଫ୍ରି ଭର୍ସନରେ କୌଣସି ଫିଚର ମିଳେ ନାହିଁ।

Swagatika

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

3 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

9 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

39 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

46 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago