ପାରାଦୀପ(କେନ୍ୟୁଜ୍): ରାସ୍ତା ମଝିରେ ଭାରସାମ୍ୟ ଭାରସାମ୍ୟ ହରାଇ ଓଲଟିପଡ଼ିଲା ପାରାଦୀପ ମାଛଧରା ବନ୍ଦରରୁ ଦୀଘା ଯାଉଥିବା ମାଛ ଭର୍ତ୍ତି ପିକଅପ୍ ଭ୍ୟାନ୍। ରାସ୍ତାର ବିଛାଡ଼ି ହୋଇ ପଡିଲେ ମାଛ। କିନ୍ତୁ ମାଛ ଗାଡିକୁ ଉଦ୍ଧାର କରିବା ପରିବର୍ତ୍ତେ ବାଟରେ ଯାଉଥିବା ଲୋକ ଯିଏ ଯେତେ ପାରିଲେ ବୋହିନେଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଗଡ଼ ନିକଟରେ ।
ଗାଡିଟିରେ ପାଖାପାଖି ୪ ଲକ୍ଷ ଟଙ୍କାର ମାଛଥିବାର ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଲା ବେଳେକୁ ସେଠାକାର ସ୍ଥାନୀୟ ଲୋକ ଗାଡିଟିରୁ ଅଧା ମାଛ ବୋହିନେଇଥିବାର ଦେଖିବାକୁ ମିଳିଛି। ପରେ ମାଛ ବ୍ୟବସାୟୀ ପହଞ୍ଚି ବଳକା ମାଛ ଗୁଡ଼ିକୁ ପ୍ୟାକିଂ କରି ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଦୀଘା ପଠାଇଛି ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…