Categories: ଟେକ୍

ଏବେ ଗୁଗୁଲ ଦେବ ବନ୍ଯାର ପୂର୍ବସୂଚନା, ଆରମ୍ଭ ହେଲା ବନ୍ଯା ଅଲର୍ଟ ମ୍ଯାପ୍

ନୂଆଦିଲ୍ଲୀ : ଦେଶରେ କେରଳ ରାଜ୍ଯରେ ଐତିହାସିକ ବନ୍ଯା ହୋଇଥିବା ବେଳେ ଏବେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛୁ ଅଭାବନୀୟ ପରିସ୍ଥିତ। ଏନେଇ ଜନସାଧାରଣଙ୍କ ସାହାଯ୍ଯ କରିବା ପାଇଁ ଗୁଗୁଲ ଆରମ୍ଭ କରିଛି ଏକ ଅଭିନବ ଉପାୟ। ଗୁଗୁଲ ଭାରତରେ ବନ୍ଯାର ପୂର୍ବାନୁମାନ ଲଗାଇବା ପାଇଁ ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ AI-ପାୱାର ଫ୍ଳଡ଼ ଅଲର୍ଟର ଲଞ୍ଚ କରିଛି। ଏହା ଦ୍ବାରା ବହୁତ ଭଲ ଫୋରକାଷ୍ଟ ମଡ଼େଲକୁ ପ୍ରସ୍ତୁତ କରାଯାଉଛି ଯାହା ବନ୍ଯା ଆସିବା ସମୟରେ ଗୁଗୁଲ ପବ୍ଲିକ୍ ଅର୍ଲଟ ଜରୀଆରେ ଲୋକଙ୍କୁ ସୂଚନା ପ୍ରଦାନ କରିବ।

ଏହି ମଡ଼େଲକୁ ପ୍ରସ୍ତୁତ କରିବା ପାଇଁ ଗୁଗୁଲ ନଦୀର ସ୍ଥିତି ସହିତ ପାହାଡ଼ିଆ ଅଞ୍ଚଳର ଉଚ୍ଚତା ଆଦିକୁ ଏଥିରେ ସାମିଲ କରାଯାଇଛି। ଏହି ମଡ଼େଲରେ ଦେଖାଯାଉଥିବା ମ୍ଯାପ ହଜାର ସିମ୍ଯୁଲେସନରେ ଉପରେ ଆଧାରିତ କରାଯାଇଛି। ଏଥିରେ ବାସ୍ତବରେ ଯେତେବେଳେ ବନ୍ଯା ଆସିବ ସେତେବେଳେ ହିଁ ଏହା ଅଲର୍ଟ ଦେବ। କମ୍ପାନି ଅନୁଯାୟୀ ଏହା ଅଧିକ ରିଜୋଲ୍ଯୁସନ ସହ ସଠିକ୍ ସୂଚନା ପ୍ରଦାନ କରିବ।

ସହଜରେ ଜଣାପଡ଼ିବ କିପରି ବଢ଼ିଛୁ ବନ୍ଯାର ପାଣି

ଗୁଗୁଲ କହିବା ଅନୁଯାୟୀ ଗୋଟିଏ ଲୋକେସନକୁ ହଜାର ହଜାର ସିମ୍ଯୁଲେସନ୍ସରେ ନେଇ ପ୍ରସ୍ତୁତ କରାଯାଇଛି।ଏହା ଦ୍ବାରା ବନ୍ଯା କେଉଁଠାରୁ ଆସିଛି ଏବଂ କେଉଁ ଆଡ଼େ ଯାଉଛି ତାହାର ସୂଚନା ଦେଇଥାଏ। ଏଥିସହ ପାଣି କେଉଁ ମାତ୍ରାରେ ଏବଂ କେତେ ବଢ଼ୁଛି ତାହା ମଧ୍ୟ ଏଥିରେ ଜଣାପଡ଼ିବ। ଏପରିକି ଘଟଣାଟି କେତେ ଗମ୍ଭୀର ତାହା ଜାଣିବାରେ ମଧ୍ୟ ଏହା ସାହାଯ୍ଯ କରିବ।

କମ୍ପାନିର କହିବା ଅନୁଯାୟୀ, AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ ବହୁତ ଭଲ ଟେକ୍ନୋଲୋଜି କୁହାଯାଉଛି। ଏହାର ସାହାଯ୍ଯ ଦ୍ବାରା ସରକାରଙ୍କୁ ସଠିକ୍ ଦିଗରେ ନିଜର ବ୍ଯବସ୍ଥା ପହଞ୍ଚାଇବା ପାଇଁ ତଥା ପ୍ଲାନ ପ୍ରସ୍ତୁତ କରିବା ପାଇଁ ସୁବିଧା ହେବ। ଆଗକୁ ଆସିବାକୁ ଥିବା ସୁନାମୀ, ବନ୍ଯା, ସୁଖେ ଏବଂ ଜଙ୍ଗଲରେ ନିଆଁ ଆଦିକୁ ନିୟନ୍ତ୍ରିତ କରିବାରେ ସହାୟକ ହେବ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago