Categories: ସ୍ପେଶାଲ

ଏକ ଏମିତି ଶିବଲିଙ୍ଗ ଯାହା କ୍ଷଣି କ୍ଷଣି ବଦଳୁଛି ନିଜର ସ୍ବରୂପ , ଜାଣନ୍ତୁ କେଉଁଠି ରହିଛି ଭୋଳାନାଥଙ୍କ ଏହି ଚମତ୍କାରୀ ମନ୍ଦିର

ଆଜି ପର୍ଯ୍ଯନ୍ତ ଆପଣ ଅନେକ ମନ୍ଦିର ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ। ଯେଉଁଠି ବହୁତ ପ୍ରକାର ଚମତ୍କାର ହେଉଥିବାର ଦେଖାଯାଇଥାଏ। ଯାହା ବିଷୟରେ ଆଜି ପର୍ଯ୍ଯନ୍ତ ଜାଣିପାରି ନାହାନ୍ତି। ଆଜି ଆମେ ଆପଣଙ୍କୁ ଏକ ଏମିତି ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ। ଆମେ ଏମିତି ଶିବଲିଙ୍ଗ ବିଷୟରେ ଜଣାଇବୁ ଯାହାଙ୍କ ମହିମାକୁ ଦେଖି ଆସ୍ଥାରେ ନତମସ୍ତକ ହୋଇଯାଇଥାଏ। ଆମେ ଆପଣଙ୍କୁ ସୀତାପୁରର ନୈମିଷାରଣ ଭୁତ୍ତେଶ୍ବର ନାଥ ମନ୍ଦିର ବିଷୟରେ ଜଣାଇବୁ ଯେଉଁଠି ପ୍ରତି ବର୍ଷ ଲୋକଙ୍କର ମେଳା ଲାଗି ରହିଥାଏ।

କୁହାଯାଏଯେ ଏହି ମନ୍ଦିରର ସ୍ଥାପନା ସ୍ବୟଂ ବ୍ରହ୍ମାଦେବ କରିଥିଲେ। ଏହି ମନ୍ଦିରର ଶିବଲିଙ୍ଗର ସ୍ବତନ୍ତ୍ର କଥା ଏହା ହେଉଛି ଯେ ଏହା ତିନି ଥର ଆପେ ଆପେ ରଙ୍ଗ ବଦଳାଇଥାଏ। ଏହି ମନ୍ଦିରକୁ ନୈମିଷାରଣ୍ୟର ସୁରକ୍ଷା କର୍ମୀ ବୋଲି ମଧ୍ୟ କୁହାଯାଏ। କୁହାଯାଇଥାଏଯେ ନିମିଷାରଣ୍ୟରେ ୮୮ ହଜାର ଋଷିମାନେ ତପସ୍ୟା କରିଥିଲେ।

ଏହା ସହ ପଢ଼ନ୍ତୁ : ବିବ୍ଲେଶ୍ବରନାଥ ଶିବ ମନ୍ଦିର, ଯେଉଁଠି ହୋଇଥିଲା ରାବଣ ଏବଂ ମନ୍ଦୋଦରୀଙ୍କ ପ୍ରଥମ ଦେଖା

ଏହା ପରେ ନିଜେ ବ୍ରହ୍ମାଦେବ ଆସି ଋଷି ମାନଙ୍କୁ ଦୁଷ୍ଟ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ଏହି ମନ୍ଦିର ତିଆରି କରିଥିଲେ କୁହାଯାଇଥାଏଯେ ଏହି ଶିବଲିଙ୍ଗ ଦିନରେ ଆପେ ଆପେ ହିଁ ରଙ୍ଗ ବଦଳାଇଥାଏ। ଏଠାକାର ମନ୍ଦିରର ପୂଜାରୀଙ୍କର କହିବାନୁଯାୟୀ ସବୁ ଶିବଲିଙ୍ଗଙ୍କର ନିରୂପାକାର ଦର୍ଶନ ହୋଇଥାଏ କିନ୍ତୁ ଏଠାରେ ଭଗବାନ ଶିବଙ୍କର ସ୍ବରୂପାକାର ଦର୍ଶନ ହୋଇଥାଏ। କୁହାଯାଏଯେ ଏଠାକାର ସକାଳ ସମୟ ବାଲ୍ୟକାଳ ହୋଇଥାଏ।

ଦ୍ବିପ୍ରହର ୧୨ଟା ସମୟରେ ଶିବଙ୍କର ପ୍ରତିମାର ରୂପ ରୂଦ୍ରରୂପ ହୋଇଯାଏ ଏବଂ ସନ୍ଧ୍ୟା ସମୟରେ ଦୟାଳୁ ରୂପରେ ପରିବର୍ତ୍ତନ ହୋଇଯାଏ। କୁହାଯାଏଯେ ଯେଉଁ ଲୋକ ଭଗବାନଙ୍କର ତିନୋଟି ରୂପର ଦଶର୍ନ କରିଥାଏ ସେ ସମସ୍ତ ପାପରୁ ମୁକ୍ତି ପାଇଥାଏ। ଯେଉଁ କାରଣରୁ ପ୍ରତି ବର୍ଷ ଶ୍ରଦ୍ଧାଳୁଙ୍କର ଭିଡ ରହିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago