ଟେକ୍

WhatsApp Chat ଓ Status ରେ ଅକ୍ଷରର ରଙ୍ଗ ବଦଳାଇବାକୁ ଆପଣାନ୍ତୁ ଏହି ଟ୍ରିକ୍

ଏଇ କିଛି ଦିନ ହେଲା ପ୍ରାଇଭେସି ଇସ୍ୟୁକୁ ନେଇ ହ୍ଵାଟ୍ସଆପ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଏବେ ବି ଏହି ଆପ୍ଲିକେସନ ୟୁଜରଙ୍କ ପ୍ରଥମ ପସନ୍ଦ ହିଁ ରହିଛି। ତେବେ ୟୁଜରଙ୍କ ପସନ୍ଦକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଅନେକ ନୂଆ ନୂଆ ଫିଚର୍ ଲଞ୍ଚ କରାଯାଉଛି। ସବୁଥର ଭଳି ଏଥରକ ମଧ୍ୟ ହ୍ଵାଟ୍ସଆପ ସେଭଳି ଏକ ମଜାଦାର ଫିଚର୍ ନେଇ ଆସିଛି। ଏହି ନୂଆ ଫିଚରରେ ୟୁଜର ନିଜ ଇଚ୍ଛା ମୁତାବକ ଅକ୍ଷରର ରଙ୍ଗ ମଧ୍ୟ ବଦଳାଇପାରିବେ। ୟୁଜର ନିଜ ପସନ୍ଦ ଅନୁସାରେ ଅକ୍ଷରକୁ Bold କିମ୍ବା Italic ମଧ୍ୟ କରିପାରିବେ।

Whatsapp ରେ ଅକ୍ଷର ରଙ୍ଗ ବଦଳାଇବାକୁ ବ୍ୟବହାର କରନ୍ତୁ ଏହି App:

ହ୍ଵାଟ୍ସଆପରେ ଅକ୍ଷରର ରଙ୍ଗ ବଦଳାଇବାକୁ ଆପଣଙ୍କୁ ଥାର୍ଡ ପାର୍ଟି ଆପ୍ଲିକେସନ ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ ପ୍ଲେ ଷ୍ଟୋରରର ଏକାଧିକ ଆପ୍ ରହିଛି। ଅକ୍ଷରର ରଙ୍ଗ ପରିବର୍ତ୍ତନ କରିବା ପାଇଁ ‘Color Texting Messenger’, ‘Cool Fonts For WhatsApp And Text’ କିମ୍ବା ‘WhatsBlue Text’।

ଏମିତି ବଦଳାନ୍ତୁ WhatsApp Messageର ରଙ୍ଗ:

  • ପ୍ରଥମେ ଏହି App ରେ Text ମେସେଜ ଟାଇପ୍ କରନ୍ତୁ।
  • ଏହା ପରେ ନିଜ ପସନ୍ଦର Style ଓ ରଙ୍ଗ ଚୟନ କରନ୍ତୁ।
  • ଏବେ ଆପଣଙ୍କୁ ଏହି ଆପ୍ ଆପଣଙ୍କ ମନ ପସନ୍ଦର ରଙ୍ଗ ବାଛିବାକୁ କହିବ।
  • ଏବେ ‘WhatsApp’ ଅପସନ ଉପରେ କ୍ଲିକ କରନ୍ତୁ।
  • ଏବେ ଯାହାକୁ ମେସେଜ ପଠାଇବାକୁ ଚାହୁଁଛନ୍ତି ତାଙ୍କୁ ପଠାନ୍ତୁ।

ଏମିତି ବଦଳାନ୍ତୁ WhatsApp Status ରଙ୍ଗ:

WhatsApp Status Textର ରଙ୍ଗ ବଦଳାଇବାକୁ ‘WhatsBlue Text’ ଆପ୍ ବ୍ୟବହାର କରିପାରିବେ। ଉପରେ ଦିଆଯାଇଥିବା ସୂଚନା ମୁତାବକ ଯେଉଁଭଳି ଭାବେ ଆପଣ ହ୍ଵାଟ୍ସଆପ ଅକ୍ଷରର ରଙ୍ଗ ବଦଳାଇବେ ଠିକ ସେହି ଉପାୟରେ ଆପଣ Statusର ରଙ୍ଗ ମଧ୍ୟ ବଦଳାଇ ପାରିବେ। ଅର୍ଥାତ, ଆପଣଙ୍କୁ ‘My Status’ ଉପରେ କ୍ଲିକ କରିବାକୁ ହେବ। ଏହି ଉପାୟରେ ଆପଣ ନିଜ whatsapp status କୁ ଅଧିକ କଲରଫୁଲ କରିପାରିବେ।

WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

25 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

27 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago