ଟେକ୍

ହ୍ଵାଟ୍ସଆପ୍‌ ଫଟୋ ଓ ଭିଡିଓରେ ଯଦି ସ୍ମାର୍ଟ ଫୋନ ମେମୋରୀ ଫୁଲ ହୋଇଯାଉଛି, ଜାଣନ୍ତୁ କେମିତି କରିବେ ମ୍ୟାନେଜ

ନୂଆଦିଲ୍ଲୀ : ଏବେ ହ୍ଵାଟ୍ସଆପ୍‌ ସର୍ବାଧିକ ବ୍ୟବହାର କରାଯାଉଥିବା ଇନଷ୍ଟାଣ୍ଟ ମେସେଜ ଆପ୍‌ । ଏହା ୟୁଜର୍ସଙ୍କୁ ଫଟୋ, ଭିଡ଼ିଓ, ଡକ୍ୟୁମେଣ୍ଟସ ଓ ମୀମ୍ସ ମେସେଜ ଆଦି ପଠାଇବା ଓ କଲ କରିବାର ସୁବିଧା ଦେଉଛି । ଯାହାକି ସ୍ମାର୍ଟ ଫୋନର ଅଧିକ ଇଣ୍ଟରନାଲ ମେସେଜ ନେଇଥାଏ । ଯେତେବେଳେ ଆପଣଙ୍କ ଫୋନ୍‌ର ଇଣ୍ଟରନାଲ ମେସେଜ ପୂର୍ଣ୍ଣ ହୋଇଯାଏ ତେବେ ଫୋନର ସ୍ପିଡ୍‌ କମିଯାଇଥାଏ । ଆମେ ଆପଣଙ୍କୁ ଏବେ କହିବୁ କିପରି ଇଣ୍ଟରନାଲ ମେସେଜ ଖାଲି କରିବେ ।

ଏପରି କରିବେ ଷ୍ଟୋରେଜ ଖାଲି-

ପ୍ରଥମେ ଆପଣଙ୍କ ଫୋନରେ ହ୍ଵାଟ୍ସଆପ ଖୋଲନ୍ତୁ ଓ ସେଟିଂକୁ ଯାଆନ୍ତୁ ।

.  ଏବେ ଷ୍ଟୋରେଜ ଓ ଡାଟା ଉପରେ ଟ୍ୟାପ୍‌ କରନ୍ତୁ ।

.  ଏହା ପରେ ମ୍ୟାନେଜ ଷ୍ଟୋରେଜ ଉପରେ ଟ୍ୟାପ କରନ୍ତୁ । ଏଠାରେ ଏକ ନୂଆ ମ୍ୟାନେଜ ଷ୍ଟୋରେଜ ପେଜ ଖୋଲିବ ଯେଉଁଠି ଡିଟେଲ ଦେଖାଯିବ ଯେ ଷ୍ଟୋରେଜରେ କେତେ ଯାଗା ଖାଲି ଅଛି । ଏଥିରେ କେତେକ ସେକ୍ସନ            ମିଳିବ । ଯେମିତି ଫରଓ୍ଵାଡ, ମଲ୍ଟିପଲ ଟାଇମ୍ସ, ୫ ଏମ୍‌ବିରୁ ଅଧିକ ବଡ଼ ଫାଇଲ ଓ ପର୍ସନାଲ ଓ ଗ୍ରୁପଓ୍ଵାଇଜ ଚାର୍ଟ ।

.  ଏବେ ବହୁବାର ଫରଓ୍ଵାଡ କରାଯାଇଥିବା ଅପସନ୍‌ ଉପରେ ଟ୍ୟାପ୍‌ କରନ୍ତୁ ଓ ଉପର ରାଇଟ କର୍ଣ୍ଣରରେ ସବୁଗୁଡିକୁ ସିଲେକ୍ସନ କରନ୍ତୁ ଓ ଚେକ୍‌ ବକ୍ସ ଉପରେ ଟ୍ୟାପ କରନ୍ତୁ ଓ ଡିଲିଟି ଆଇକନ୍‌ ଦବାନ୍ତୁ ।

.  ଆପଣ ପର୍ସନାଲ ଚାର୍ଟ କିମ୍ବା ଗ୍ରୁପକୁ ବି ସାମିଲ କରିପାରିବେ । ଯେଉଁଥିରେ ଆପଣ ସବୁଠୁ ଅଧିକ କଣ୍ଟେଣ୍ଟ ପାଇପାରିବେ ଯାହାକି ସ୍ମାର୍ଟଫୋନରେ ସବୁଠୁ ଅଧିକ ଜାଗା ମାଡ଼ିବସିଛି ।

Niharanjan

Recent Posts

ଜମିଜମା ବିବାଦ: ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ

ବାସୁଦେବପୁର (କେନ୍ୟୁଜ): ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର…

6 mins ago

ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର

ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର…

24 mins ago

ନୂଆ ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଆଜି ଘୋଷଣା ହେବ ନାଁ

ଭୁବନେଶ୍ୱର (କେନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ । ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି । ଘୋଷଣା ହେବ ଓଡ଼ିଶାର…

43 mins ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

8 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

11 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

11 hours ago