ଟେକ୍

ହ୍ଵାଟ୍ସ ଆପ୍‌ରୁ ଡାଉନଲୋଡ ହୋଇପାରିବ ଆଧାର ଓ ପ୍ୟାନ୍‌ କାର୍ଡ, ଜାଣନ୍ତୁ ଏହାର ପ୍ରୋସେସ୍‌

ହ୍ଵାଟ୍ସଆପର ବ୍ୟବହାର ଅଧିକାଂଶ ଲୋକେ କରିଥାନ୍ତି । ଏହା ଏକ ପପୁଲାର ଇଣ୍ଟରନେଟିଂ ମେସେଜିଂ ଆପ୍ଲିକେସନ । ସାରା ଦୁନିଆରେ ଏହାର ବହୁତ ୟୁଜର୍ସ ଅଛନ୍ତି । ହ୍ଵାଟ୍ସଆପ୍‌ରେ ଲୋକଙ୍କୁ ତାଙ୍କର ସେବା ମଧ୍ୟ ଦିଆଯାଇଥାଏ । ଭାରତୀୟ ରେଳବାଇରେ ଖାଦ୍ୟ ଠୁ ଆରମ୍ଭ କରି ଅନଲାଇନ ଟିକେଟ ବୁକିଂ ଆଦି ହ୍ଵାଟ୍ସଆପରେ ହୋଇପାରୁଛି । ଏବେ ହ୍ଵାଟ୍ସଆପରେ ସରକାରୀ ଡକ୍ୟୁମେଣ୍ଟକୁ ଡାଉନଲୋଡ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି ।

ଆପଣ ହ୍ଵାଟ୍ସଆପରୁ ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ଡାଉନଲୋଡ କରିପାରିବେ ।
ଯଦି ଆପଣଙ୍କୁ ହ୍ଵାଟ୍ସଆପ ଚାର୍ଟବଟ୍‌ରେ ଜରିଆରେ ନିଜର ଆଧାର ଓ ପ୍ୟାନ୍‌ ଡାଉନଲୋଡ କରିବାକୁ ଚାହୁଁଛନ୍ତି,ତାହେଲେ ଆପଣଙ୍କୁ ଡିଜିଲକରରେ ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ଡିଟେଲ୍ସ ସେଭ କରନ୍ତୁ । ଏଥିପାଇଁ ଆପଣଙ୍କୁ ଏଣ୍ଡ୍ରଏଡ୍‌ କିମ୍ବା ଡିଭାଇସ ରେ ଡିଜିଲକର ଡାଉନଲୋଡ କରିବାକୁ ହେବ । ଏହାପରେ ଆପଣ ନିଜ ନମ୍ବର ବ୍ୟବହାର କରି ଆଧାର ଓ ପ୍ୟାନ୍‌ ସର୍ଭିସକୁ ଡିଜିଲକରରେ ଲକ୍‌ କରିଦିଅନ୍ତୁ ।

ପ୍ୟାନ ଓ ଆଧାରକାର୍ଡ ଡାଉନଲୋଡ କରିବାର ତରିକା

– ହ୍ଵାଟ୍ସଆପ ଜରିଆରେ ଆଧାରକାର୍ଡ ଓ ପ୍ୟାନକାର୍ଡ ଡାଉନଲୋଡ କରିବା ପାଇଁ ଏଠାରେ କୁହାଯାଇଥିବା ଟିପ୍ସ ଫଲୋ କରନ୍ତୁ ।

– ସର୍ବ ପ୍ରଥମେ ନିଜର ଫୋନରେ ହ୍ଵାଟ୍ସଆପ ଖୋଲନ୍ତୁ ।

– ୯୦୧୩୧୫୧୫୧୫ ମୋବାଇଲ ନମ୍ବରକୁ କୌଣସି ନାମରେ ସେଭ କରନ୍ତୁ ।

– ଏବେ ଏହି ନମ୍ବରରେ ‘ହାଲୋ’ ବା ‘ନମସ୍ତେ’ ପଠାଇ ଚ୍ୟାଟ କରନ୍ତୁ ।

– ଚେଟ୍‌ବଟ୍‌ ଆପଣଙ୍କୁ ‘ଡିଜିଲକର ସର୍ଭିସେସ୍‌’ କିମ୍ବା ‘କୋ ବିନ ସର୍ଭିସେସ’ ରୁ ବାଛିବା ପାଇଁ କୁହାଯିବ ।

– ଆପଣ ଅପସନରେ ଡିଜିଲକରକୁ ବାଛିବେ ।

– ଆପଣଙ୍କ ପାଖରେ କ’ଣ ଡିଜିଲକର ଆକାଉଣ୍ଟ ଅଛି ? ପ୍ରଶ୍ନରେ ହଁ ପଠାନ୍ତୁ ।

– ଏବେ ଆପଣଙ୍କୁ ଆଧାର ନମ୍ବର ମଗାଯିବ ।

– ଏହାପରେ ସବୁ ଲିଙ୍କ କରାଯାଇଥିବା ସେବା ସ୍କ୍ରିନ ରେ ମିଳିବ ।

– ଆଧାର ଓ ପ୍ୟାନ ଅପସନରେ ରେଜିଷ୍ଟ୍ରେସନ ନମ୍ବରରେ କ୍ଲିକ କରନ୍ତୁ ।

ଏହାପରେ ଚେଟବାଟ୍‌ ଆପଣଙ୍କୁ ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ର ପିଡିଏଫ୍‌ ପଠାଇ ଦେବ ।

Niharanjan

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

4 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

21 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago