ଟେକ୍

Whatsapp ଓପନ ନକରି ବି ଆପଣ ଜାଣିପାରିବେ କିଏ ଅଛନ୍ତି ଅନଲାଇନ, ଜାଣନ୍ତୁ କଣ ସେହି ଟ୍ରିକ୍‌

କଣ ଆପଣ ମେସେଜ୍‌ କରିବା ପୂର୍ବରୁ ହ୍ଵାଟସଅପରେ କାହାର ଅନଲାଇନ୍‌ ଆସିବାକୁ ଅପେକ୍ଷା କରୁଛନ୍ତି? ଯଦି ଆପଣଙ୍କ ଉତ୍ତର ହଁ, ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ କାମରେ ଆସିବ। ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଟିଏ ଟ୍ରିକ୍‌, ଯାହାଦ୍ୱାରା ଆପଣ ହ୍ଵାଟସଅପ୍‌ ଓପନ ନ କରି ବି ଜାଣିପାରିବେ ହ୍ଵାଟସଅପରେ କିଏ କିଏ ଅନଲାଇନ ଅଛନ୍ତି। ଖାସ୍‌ କଥା ହେଉଛି ଅନ୍ୟର ଅନଲାଇନ ଷ୍ଟାଟସ୍‌ ଚେକ କରିବାକୁ ଆପଣଙ୍କୁ ନିଜର ହ୍ଵାଟସଅପ୍‌ ଓପନ କରିବାକୁ ପଡିବନି ଏବଂ ନିଜେ ଅନଲାଇନ ରହିବାକୁ ବି ପଡିବନି। ତାହେଲେ ଆସନ୍ତୁ ଜାଣିବା ଏହି ବଢ଼ିଆ ଟ୍ରିକ କେମିତି ଏହା ସମ୍ବବ ହୋଇପାରିବ।

ଏହି ଆପକୁ କରିବାକୁ ହେବ ଫୋନରେ ଡାଉନଲୋଡ

ଟ୍ରିକ ଜଣାଇବୁ ପୂର୍ବରୁ ଆମେ ଆପଣଙ୍କୁ ଆଲର୍ଟ କରିବୁ ଯେ ଏକ ଥାର୍ଡ ପାର୍ଟୀ ଆପ୍‌ ଜରିଆରେ ଏହା ସମ୍ଭବ ହୋଇପାରି। ଏବଂ ଆପଣ ବି ଜାଣିଛନ୍ତି ଯେ ଥାର୍ଡ ପାର୍ଟୀ ଆପ୍‌ ଫୋନ ପାଇଁ ସୁରକ୍ଷିତ ନୁହେଁ। ତଥାପି ଯଦି ଆପଣ ଅନଳାଇନ ନଆସି ହ୍ଵାଟସଅପ୍‌ ନଖୋଲି କିଏ ଅନଲାଇନ ଅଛନ୍ତି ଜାଣିବାକୁ ଚାହୁଁଛନ୍ତି ତାହେଲେ ଗୁଗଲକୁ ଯାଇ ଆପଣଙ୍କୁ GBWhatsApp ସର୍ଚ୍ଚ କରିବାକୁ ହେବ ଏବଂ ଏହାପରେ ମିଳିଥିବା ଲିଙ୍କ୍‌ ଉପରେ ଏହି ଇପିକେ ଫାଇଲକୁ ଡାଉନଲୋଡ କରିବାକୁ ହେବ।

ଏମିତି କରନ୍ତୁ ଆପକୁ ବ୍ୟବହାର

  • ଡାଉନଲୋଡ୍‌ କରିବା ପରେ ଏହାର Settingsକୁ ଯାଆନ୍ତୁ।
  • ଏବେ Main/Chat screen ର ଅପସନକୁ ଚୟନ କରନ୍ତୁ।
  • Contact Online Toast ଅପସନ ଉପରେ ସିଲେକ୍ଟ କରନ୍ତୁ।
  • ଏବେ Show contact online toastକୁ ବାଛନ୍ତୁ।
  • ଏହାପରେ ଆପଣ ସିଲେକ୍ଟ କରିଥିବା କନେକ୍ଟ ଯେତେବେଳେ ଆସିବ, ସେତେବେଳେ ଆପଣଙ୍କୁ ତୁରନ୍ତ ନୋଟିଫିକେସନ ମିଳିଯିବ। ଏହି ନୋଟିଫିକେସନ ପରେ ଆପଣ ଜାଣିପାରିବେ ଯେ କିଏ ବର୍ତ୍ତମାନ ହ୍ଵାଟସଅପରେ ଅନଲାଇନ ଅଛନ୍ତି।
Pritiparna

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

50 seconds ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

17 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

32 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

45 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

45 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago