ଟେକ୍

Apple ର ଏହି ସ୍ମାର୍ଟଓ୍ଵାଚରେ ମିଳିଛି ଜବରଦସ୍ତ ଅଫର, ଏମିତି ଉଠାନ୍ତୁ ଫାଇଦା

ଫେଷ୍ଟିଭ ସିଜିନ ଆରମ୍ଭ ହୋଇଯାଇଛି। ଏଥିପାଇଁ ଫ୍ଲିପକାର୍ଟ, ଆମାଜନ, ମିନ୍ତ୍ରା ଭଳି ଇ-କମର୍ସ ସାଇଟରେ ବିଭିନ୍ନ କମ୍ପାନୀର ସେଲ୍‌ ଆରମ୍ଭ କରିଦେଇଛନ୍ତି। ଏହି ଅଫରରୁ ଆପଣ ଅନେକ ଦରକାରୀ ଜିନିଷ ଶସ୍ତା ଦାମ୍‌ରେ ପାଇପାରିବେ। ଏହି ଫେଷ୍ଟିଭ ସିଜିନ ସେଲରେ ଆପଣ ଯଦି ଆପଲ୍‌ ଓ୍ଵାଚ କିଣିବାକୁ ଚାହୁଁଛନ୍ତି, ତେବେ ଆମାଜନରେ ଜବରଦସ୍ତ ଡିସକାଉଣ୍ଟ ମିଳୁଛି। ୧୮,୯୯୯ ଟଙ୍କା ମୂଲ୍ୟର ସ୍ମାର୍ଟଓ୍ଵାଚ ଆମାଜନରେ ୧୭,୦୦୦ ଟଙ୍କାରେ ମିଳୁଛି। ଆଉ ଯଦି ଆପଣ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ କିଣିଲେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳୁଛି। ଏହି ଅଫର କେବଳ ଲିମିଡେଟ୍‌ ପରିଅଡ ପାଇଁ ମିଳୁଛି।

ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ଆପଲର ସ୍ମାର୍ଟଓ୍ଵାଚରେ ଏହି ସପ୍ତାହ ପାଇଁ ରହିଛି। ଏହି ଫୋନ କେବଳ ଆଇଫୋନ ୟୁଜର୍ସଙ୍କ ପାଇଁ ରହିଛି। ଯଦି ଆପଣ ଆଇଫୋନ ୟୁଜର ଏହି ସୁଯୋଗର ଫାଇଦା ଉଠାନ୍ତୁ।

ଏହି ଆପଲ୍‌ ଓ୍ଵାଚ ସିରିଜ ୩ରେ ୪୨mm, GPS ରେଟିନା ଡିସପ୍ଲୋ, ଅପ୍ଟିକାଲ ହାର୍ଟ ସେନ୍ସସର, ଏଲିଭେସନ, ଇମରଜେନ୍ସୀ ଏସଓଏସ୍‌, ଷ୍ଟାର ଆଣ୍ଡ ଷ୍ଟ୍ରିମ ମ୍ୟୁଜିକ, ପୋଷ୍ଟକାର୍ଡ, ଏବଂ ଅଡିଓ ବୁକ୍ସ ସମେତ ଅନେକ ଫିଚର୍ସ ରହିଛି।

Swagatika

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

6 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

21 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

27 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

41 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago