Apple ର ଏହି ସ୍ମାର୍ଟଓ୍ଵାଚରେ ମିଳିଛି ଜବରଦସ୍ତ ଅଫର, ଏମିତି ଉଠାନ୍ତୁ ଫାଇଦା

ଫେଷ୍ଟିଭ ସିଜିନ ଆରମ୍ଭ ହୋଇଯାଇଛି। ଏଥିପାଇଁ ଫ୍ଲିପକାର୍ଟ, ଆମାଜନ, ମିନ୍ତ୍ରା ଭଳି ଇ-କମର୍ସ ସାଇଟରେ ବିଭିନ୍ନ କମ୍ପାନୀର ସେଲ୍ ଆରମ୍ଭ କରିଦେଇଛନ୍ତି। ଏହି ଅଫରରୁ ଆପଣ ଅନେକ ଦରକାରୀ ଜିନିଷ ଶସ୍ତା ଦାମ୍ରେ ପାଇପାରିବେ। ଏହି ଫେଷ୍ଟିଭ ସିଜିନ ସେଲରେ ଆପଣ ଯଦି ଆପଲ୍ ଓ୍ଵାଚ କିଣିବାକୁ ଚାହୁଁଛନ୍ତି, ତେବେ ଆମାଜନରେ ଜବରଦସ୍ତ ଡିସକାଉଣ୍ଟ ମିଳୁଛି। ୧୮,୯୯୯ ଟଙ୍କା ମୂଲ୍ୟର ସ୍ମାର୍ଟଓ୍ଵାଚ ଆମାଜନରେ ୧୭,୦୦୦ ଟଙ୍କାରେ ମିଳୁଛି। ଆଉ ଯଦି ଆପଣ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡରେ କିଣିଲେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳୁଛି। ଏହି ଅଫର କେବଳ ଲିମିଡେଟ୍ ପରିଅଡ ପାଇଁ ମିଳୁଛି।
ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ଆପଲର ସ୍ମାର୍ଟଓ୍ଵାଚରେ ଏହି ସପ୍ତାହ ପାଇଁ ରହିଛି। ଏହି ଫୋନ କେବଳ ଆଇଫୋନ ୟୁଜର୍ସଙ୍କ ପାଇଁ ରହିଛି। ଯଦି ଆପଣ ଆଇଫୋନ ୟୁଜର ଏହି ସୁଯୋଗର ଫାଇଦା ଉଠାନ୍ତୁ।
ଏହି ଆପଲ୍ ଓ୍ଵାଚ ସିରିଜ ୩ରେ ୪୨mm, GPS ରେଟିନା ଡିସପ୍ଲୋ, ଅପ୍ଟିକାଲ ହାର୍ଟ ସେନ୍ସସର, ଏଲିଭେସନ, ଇମରଜେନ୍ସୀ ଏସଓଏସ୍, ଷ୍ଟାର ଆଣ୍ଡ ଷ୍ଟ୍ରିମ ମ୍ୟୁଜିକ, ପୋଷ୍ଟକାର୍ଡ, ଏବଂ ଅଡିଓ ବୁକ୍ସ ସମେତ ଅନେକ ଫିଚର୍ସ ରହିଛି।