ହ୍ୟୁଣ୍ଡାଇ ମୋଟର ନିଜର ଓ୍ଵାନ-ଷ୍ଟପ୍ ମୋବଇଲ ଆପ୍ଲିକେସନ ‘ମାଇଁ ହ୍ୟୁଣ୍ଡାଇ’ ଲଞ୍ଚ୍ କରିଛି। ଯାହାକୁ ହ୍ୟୁଣ୍ଡାଇର ଗ୍ରାହକଙ୍କୁ ପ୍ରଡକ୍ଟ, ସର୍ଭିିସ ଏବଂ ବେନିଫିଟ୍ସ ପାଇଁ ଏକ ଇଣ୍ଟିଗ୍ରେଟେଡ ପ୍ଲାଟଫର୍ମ ଆଡକୁ ବିକଶିତ କରାଯାଇଛି। ଏହି ପ୍ଲାଟଫର୍ମର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାହକଙ୍କ ଅନୁଭବକୁ ଖାସ୍ ବନାଇବା, ଭଲ ସୁବିଧା ପ୍ରଦାନ କରାଇବା।
‘myHyundai’ ଆପ୍ ଲଞ୍ଚ୍ ହେବା ଦ୍ୱାରା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ କହିଛନ୍ତି ଯେ ‘ମାଇଁ ହ୍ୟୁଣ୍ଡାଇ’ ଏହି ଦିଗରେ ଭବିଷ୍ୟତ ପାଇଁ ତିଆରି କରାଯାଇଛି, ଯାହାର ପରିକଳ୍ପନା ଉଦ୍ୟେଗରେ ପ୍ରଥମ ଥର କରାଯାଇଛି। ହ୍ୟୁଣ୍ଡାଇ ୟୁନିଭର୍ସରେ ଉତ୍ପାଦ, ସର୍ଭିିସ ଏବଂ ବେନିଫିଟ୍ସର ପତ୍ତା ଲଗାଇବା, ବ୍ୟବହାର କରିବା ଏବଂ ଉପଯୋଗ କରିବା ପାଇଁ ଓ୍ଵାନ-ଷ୍ଟପ ସଲ୍ୟୁସନ। ମାଇଁ ହ୍ୟୁଣ୍ଡାଇ ଗୋଟିଏ ପ୍ଲାଟଫର୍ମରେ ସୂଚନା ଏବଂ ସେବାର ସହଜ ଏକୀକରଣ ଜରିଆରେ ଏକ ଆଡଭାନ୍ସଡ ୟୁଜର ଏକ୍ସପେରିୟନ୍ସ ପ୍ରଦାନ କରିଥାଏ।
ଏହାବ୍ୟତୀତ myHyundai ସମ୍ଭାବିତ କ୍ରୟ ପାଇଁ ବି ଏକ ପ୍ଲାଟଫର୍ମ ବନିଯାଏ। ଯାହାଦ୍ୱାରା ସେମାନେ ନିଜ ପସନ୍ଦର ହ୍ୟୁଣ୍ଡାଇ କାର କିଣିବା ପରେ ଉତ୍ପାଦ ଫିଚର୍ସ ଏବଂ ସର୍ଭିସ ପର୍ଯ୍ୟନ୍ତ ପହଁଚିପାରିବେ। ଏହି ଆପ୍ ବିକ୍ରି ପରେ ଗାଇଡ ଭାବେ ମଧ୍ୟ କାମ କରିବ, ଗ୍ରାହକଙ୍କୁ ଉତ୍ପାଦ, ସର୍ଭିସ ଏବଂ ବେନିଫିଟ୍ସ ବିଷୟରେ ବହୁତ ପ୍ରକାର ବିବରଣୀ ପ୍ରଦାନ କରିବ। ତେବେ ମୋଟାମୋଟି ଭାବେ ଯଦି କହିବା ଏହି ଆପ୍ ଗ୍ରାହକଙ୍କୁ ବହୁତ ଫାଇଦା ଯୋଗାଇବ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…