ଟେକ୍

ଏହି ଆପ୍‌ ଦେଉଛି ସୁବର୍ଣ୍ଣ ସୁଯୋଗ, ଏବେ ୨ଟଙ୍କା କଏନ୍‌ ବଦଳରେ ଆପଣଙ୍କୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି କରିବେ ଆପ୍ଲାଏ

ଯଦି ଆପଣ ଶୀଘ୍ର ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଆମେ ଆଜି କହିବୁ ଆପଣଙ୍କୁ ସହଜ ଉପାୟ। ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ ଟେକନିକ ସମ୍ପର୍କରେ କହିବୁ ଯାହାକୁ ଆପଣାଇ ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିପାରିବେ।

ଯଦି ଆପଣଙ୍କ ପାଖେ କିଛି ପୁରୁଣା କଏନ୍‌ ଅଛି ତେବେ ଆପଣ ତା ସାହାଯ୍ୟରେ ମୋଟା ଅଙ୍କର ଟଙ୍କା କମାଇପାରିବେ। ପ୍ରକୃତରେ ଯେଉଁ ଜିନିଷ ପୁରୁଣା ହୋଇଯାଏ ସେତେବେଳେ ତାହା ଆଣ୍ଟିକ ଶ୍ରେଣୀର ହୋଇଥାଏ। ଆଉ ଇଣ୍ଟରନ୍ୟାସନାଲ ମାର୍କେଟରେ ଏହି ଆଣ୍ଟିକ ପିସ୍‌ର ବହୁତ ଅଧିକ ଡିମାଣ୍ଡ ରହିଥାଏ। ଏହାକୁ ବିକିବା ପରେ ଭଲ ଟଙ୍କା ମିଳିଥାଏ। ତେଣୁ ଯଦି ଆପଣଙ୍କ ପାଖେ ପୁରୁଣା କଏନ୍‌ ରହିଛି ତେବେ ଆପଣ ସହଜରେ ଏଥିରୁ ଟଙ୍କା ରୋଜଗାର କରିପାରିବେ।

ଯଦି ଆପଣଙ୍କ ପାଖେ ୨ଟଙ୍କା କଏନ୍‌ ରହିଛି ତାହା ବି ୧୯୯୪ ମସିହାର ତେବେ ଆପଣ ୫ଲକ୍ଷ ଟଙ୍କା କମାଇପାରିବେ। ଏହି କଏନ୍‌ ର ଡିମାଣ୍ଡ ବିଦେଶରେ ଅଧିକ ରହିଛି । ଏହାପଛରେ ବିଶ୍ୱ ଖାଦ୍ୟ ଦିବସରେ ତିଆରି ହୋଇଥିବା ଡିଜାଇନ ରହିଛି। ଏହାକୁ ଆପଣ କ୍ୱିକର େଓ୍ଵବସାଇଟରେ ବିକି ପାରିବେ। ଏହି ଦୁର୍ଲଭ କଏନ୍‌ କୁ ଦେଇ ଆପଣ ୫ ଲକ୍ଷ ଟଙ୍କା ପାଇପାରିବେ। ଏବେ ଜାଣନ୍ତୁ କେମିତି କରିବେ ଆପ୍ଲାଏ:

pc: money control

-ଆପଣଙ୍କ ପାଖେ ୨ଟଙ୍କା କଏନ୍‌ ଥିଲେ ଆପଣ ଆଡ ପ୍ଲାଟଫର୍ମ କ୍ୱିକର ଅନଲାଇନ ପ୍ଲାଟଫର୍ମରେ ବିକି ପାରିବେ।
-ଏହାକୁ ବିକିବା ପରେ ମୋଟା ଅଙ୍କର ଟଙ୍କା ଦିଆଯାଉଛି।
– ପ୍ରଥମେ ଏଥିପାଇଁ ଆପଣଙ୍କୁ କ୍ୱିକର ଆପ୍‌ ରେ ନିଜ ନାମକୁ ରେଜିଷ୍ଟ୍ରର କରିବାକୁ ହେବ।
-ପରେ ଆପଣଙ୍କ ପାଖେ ଥିବା ୨ଟଙ୍କିଆ କଏନ୍‌ ର ଫଟୋ ଉଠାଇ ଏହାକୁ ଅପଲୋଡ କରନ୍ତୁ।
-ଏହାପରେ ନିଜର ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଦର୍ଜ କରନ୍ତୁ।
-ପରେ େଓ୍ଵବସାଇଟ ଆପଣଙ୍କ ଏହି ସୂଚନାକୁ ଭେରିଫାଏ କରିବ।
ଏଥିପାଇଁ ଆପଣଙ୍କୁ ମେକ ଏ ଅଫର କ୍ଲିକ କରିବାକୁ ହେବ। ଏହାପରେ ଆପଣଙ୍କୁ ଅଫର ଅନ୍ତର୍ଗତ ଏହାର prize money ମିଳିବ।

D Sonali

Recent Posts

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

15 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

36 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

58 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

1 hour ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

1 hour ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

1 hour ago