ଏହି ଆପ୍ ଦେଉଛି ସୁବର୍ଣ୍ଣ ସୁଯୋଗ, ଏବେ ୨ଟଙ୍କା କଏନ୍ ବଦଳରେ ଆପଣଙ୍କୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି କରିବେ ଆପ୍ଲାଏ
ଯଦି ଆପଣ ଶୀଘ୍ର ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଆମେ ଆଜି କହିବୁ ଆପଣଙ୍କୁ ସହଜ ଉପାୟ। ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ ଟେକନିକ ସମ୍ପର୍କରେ କହିବୁ ଯାହାକୁ ଆପଣାଇ ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିପାରିବେ।
ଯଦି ଆପଣଙ୍କ ପାଖେ କିଛି ପୁରୁଣା କଏନ୍ ଅଛି ତେବେ ଆପଣ ତା ସାହାଯ୍ୟରେ ମୋଟା ଅଙ୍କର ଟଙ୍କା କମାଇପାରିବେ। ପ୍ରକୃତରେ ଯେଉଁ ଜିନିଷ ପୁରୁଣା ହୋଇଯାଏ ସେତେବେଳେ ତାହା ଆଣ୍ଟିକ ଶ୍ରେଣୀର ହୋଇଥାଏ। ଆଉ ଇଣ୍ଟରନ୍ୟାସନାଲ ମାର୍କେଟରେ ଏହି ଆଣ୍ଟିକ ପିସ୍ର ବହୁତ ଅଧିକ ଡିମାଣ୍ଡ ରହିଥାଏ। ଏହାକୁ ବିକିବା ପରେ ଭଲ ଟଙ୍କା ମିଳିଥାଏ। ତେଣୁ ଯଦି ଆପଣଙ୍କ ପାଖେ ପୁରୁଣା କଏନ୍ ରହିଛି ତେବେ ଆପଣ ସହଜରେ ଏଥିରୁ ଟଙ୍କା ରୋଜଗାର କରିପାରିବେ।
ଯଦି ଆପଣଙ୍କ ପାଖେ ୨ଟଙ୍କା କଏନ୍ ରହିଛି ତାହା ବି ୧୯୯୪ ମସିହାର ତେବେ ଆପଣ ୫ଲକ୍ଷ ଟଙ୍କା କମାଇପାରିବେ। ଏହି କଏନ୍ ର ଡିମାଣ୍ଡ ବିଦେଶରେ ଅଧିକ ରହିଛି । ଏହାପଛରେ ବିଶ୍ୱ ଖାଦ୍ୟ ଦିବସରେ ତିଆରି ହୋଇଥିବା ଡିଜାଇନ ରହିଛି। ଏହାକୁ ଆପଣ କ୍ୱିକର େଓ୍ଵବସାଇଟରେ ବିକି ପାରିବେ। ଏହି ଦୁର୍ଲଭ କଏନ୍ କୁ ଦେଇ ଆପଣ ୫ ଲକ୍ଷ ଟଙ୍କା ପାଇପାରିବେ। ଏବେ ଜାଣନ୍ତୁ କେମିତି କରିବେ ଆପ୍ଲାଏ:
-ଆପଣଙ୍କ ପାଖେ ୨ଟଙ୍କା କଏନ୍ ଥିଲେ ଆପଣ ଆଡ ପ୍ଲାଟଫର୍ମ କ୍ୱିକର ଅନଲାଇନ ପ୍ଲାଟଫର୍ମରେ ବିକି ପାରିବେ।
-ଏହାକୁ ବିକିବା ପରେ ମୋଟା ଅଙ୍କର ଟଙ୍କା ଦିଆଯାଉଛି।
– ପ୍ରଥମେ ଏଥିପାଇଁ ଆପଣଙ୍କୁ କ୍ୱିକର ଆପ୍ ରେ ନିଜ ନାମକୁ ରେଜିଷ୍ଟ୍ରର କରିବାକୁ ହେବ।
-ପରେ ଆପଣଙ୍କ ପାଖେ ଥିବା ୨ଟଙ୍କିଆ କଏନ୍ ର ଫଟୋ ଉଠାଇ ଏହାକୁ ଅପଲୋଡ କରନ୍ତୁ।
-ଏହାପରେ ନିଜର ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଦର୍ଜ କରନ୍ତୁ।
-ପରେ େଓ୍ଵବସାଇଟ ଆପଣଙ୍କ ଏହି ସୂଚନାକୁ ଭେରିଫାଏ କରିବ।
ଏଥିପାଇଁ ଆପଣଙ୍କୁ ମେକ ଏ ଅଫର କ୍ଲିକ କରିବାକୁ ହେବ। ଏହାପରେ ଆପଣଙ୍କୁ ଅଫର ଅନ୍ତର୍ଗତ ଏହାର prize money ମିଳିବ।