Categories: ଟେକ୍

ଜିଓର ଖାସ୍ ଅଫର, ମୋବାଇଲରେ ମାଗଣାରେ ଦେଖନ୍ତୁ ଭାରତ-ଇଂଲଣ୍ଡ ମ୍ୟାଚ୍

ଆଜିର ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ମ୍ୟାଚର ଆରମ୍ଭ ମଧ୍ୟାହ୍ନ ୩ଟାରେ ହେବ। ଭାରତୀୟ ମାନଙ୍କ ମଧ୍ୟରେ ଇଣ୍ଡିଆର ସମସ୍ତ ମ୍ୟାଚକୁ ନେଇ ଉତ୍ସାହ ରହିଥାଏ। କିନ୍ତୁ ଆଜି ସମସ୍ତଙ୍କ ନଜର ମୈଦାନ ଉପରେ ରହିଥିବ। ସେମିଫାଇନାଲକୁ ପହଁଚିବା ପାଇଁ ଇଂଲଣ୍ଡକୁ ଏହି ମ୍ୟାଚକୁ ଜିତିବାକୁ ପଡିବ। ଇଂଲଣ୍ଡ ପାଇଁ ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସହିତ ସମାନ ଅଟେ। ଦୁହିଁଙ୍କ ଟିମ୍ ପାଇଁ ମୁକାବିଲା ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ଏଥିପାଇଁ ଫ୍ୟାନ୍ସଙ୍କୁ ମଧ୍ୟ ରୋଚକ ମୁକାବବିଲାର ଆଶା ରହିଛି। କିନ୍ତୁ ଏହା ଭିତରେ ଆପଣ ଅଫିସ କିମ୍ବା କାମରେ ବ୍ୟସ୍ତ କାରଣରୁ ଘରେ ବସି ଆରାମରେ ଟିଭି ଦେଖି ପାରୁନାହାନ୍ତି।

ମାଗଣାରେ ଦେଖନ୍ତୁ ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍

ଜିଓ ୟୁଜର୍ସ ଏହାକୁ ହଟଷ୍ଟାର କିମ୍ବା JioTVରେ ଦେଖିପାରିବେ। ଏଥିପାଇଁ ୟୁଜର୍ସଙ୍କୁ ହଟଷ୍ଟାରକୁ ଭିଜିଟ୍ କରିବାକୁ ପଡିବ। ଏହାପରେ ଆପଣଙ୍କୁ ୱାଲ୍ଡ କପ୍ ଆକସେସ୍ ମିଳିଯିବ ଏବଂ ଲାଇଭ୍ ମ୍ୟାଚ୍ ଦେଖିପାରିବେ। ଯଦି ଆପଣ ଜିଓ ଟିଭି ବ୍ୟବହାର କରନ୍ତି ତେବେ ଆପଣଙ୍କୁ ସିଧା ହଟଷ୍ଟାରରେ ରିଡାଇରେକ୍ଟ କରିଦିଆଯିବ। ଏହାପରେ ଆପଣ ମ୍ୟାଚ୍ ଦେଖିପାରିବେ।

ଏହାବ୍ୟତୀତ ଜିଓ jio କ୍ରିକେଟ ମଧ୍ୟ Cricket Play Along ଲଞ୍ଚ କରିଛି। ଏଥିରେ ୟୁଜର୍ସ ୱାଲର୍ଡ କପ୍ ମ୍ୟାଚକୁ ନେଇ କିଛି ସହଜ ପ୍ରଶ୍ନର ଉତ୍ତର ଦେଇ ପଏଣ୍ଟ କରିବାକୁ ପଡିବ। ଏହାକୁ ମାଇ ଜିଓ ଆପ୍ (MyJioApp) ସହିତ ମଧ୍ୟ ଆକସେସ୍ କରାଯାଇପାରେ।

ସ୍ପେଶାଲ ଜିଓ ରିଚାର୍ଜ

କେବଳ ଏତିକି ନୁହେଁ ରିଲାଏନ୍ସ ଜିଓ ୨୫୧ ଟଙ୍କାର ନୂଆ ଜିଓ କ୍ରିକେଟ ସିଜନପ ସ୍ପେଶାଲ ଡାଟା ପ୍ୟାକ୍ ମଧ୍ୟ ଲଞ୍ଚ କରିଛି। ଏହା ରିଚାର୍ଜ ଜିଓ ଗ୍ରାହକ ଏବଂ ନୂଆ ସବସ୍କ୍ରାଇପରଙ୍କ ପାଇଁ ଅଟେ। ନୂଆ ସ୍ପେଶାଲ ଡାଟା ପ୍ୟାକରେ ୟୁଜର୍ସଙ୍କୁ ୫୧ ଦିନରେ ମୋଟ୍ ୧୦୨ ଜିବି ଡାଟା ମିଳିବ। ଏତିକି ଡାଟା ମ୍ୟାଚ୍ ଦେଖିବା ପାଇଁ ପର‌୍ୟ୍ୟାପ୍ତ ଅଟେ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

3 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago