ଟେକ୍

ଭାରତରେ ଲଞ୍ଚ ହେଲା iQOO 3 5G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଏହାର ମୂଲ୍ୟ ଏବଂ ଫିଚର୍ସ

ଭାରତରେ ଆଇକୁ ତରଫରୁ ପ୍ରଥମ ୫ଜି ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଏଥିରେ ଗ୍ରାହକଙ୍କୁ ଦମଦାର ପ୍ରୋସେସର, ଏଚଡି ସ୍କ୍ରିନ, ପାଓ୍ଵାରଫୁଲ ରାମ୍‌ ସହିତ ୪ଜି ନେଟଓ୍ଵାର୍କର ମଧ୍ୟ ସପୋର୍ଟ ମିଳିବ। ଏହାଛଡା ଏହି ଫୋନର ବ୍ୟାଟେରୀ ସହିତ ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି। ଏହାପୂର୍ବରୁ କମ୍ପାନୀ ଅନେକ ଖାସ୍‌ ଫିଚର୍ସ ସହିତ ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ କରିଥିଲା, ଯାହାକୁ ଲୋକେ ବହୁତ ପସନ୍ଦ ମଧ୍ୟ କରିଥିଲେ।

ଫୋନର ଦାମ୍‌ ଏବଂ ସେସ୍ପିଫିକେସନ :

iQOOର ଏହି ଫୋନରେ ୮ ଜିବି ରାମ୍‌ ସହିତ ୧୨୮ ଜିବି ଷ୍ଟୋରେଜ, ୮ ଜିବି ରାମ ସହିତ ୨୫୬ ଜିବି ଷ୍ଟୋରେଜ ଏବଂ ୧୨ ଜିବି ରାମ ସହିତ ୨୫୬ ଜିବି ଷ୍ଟୋରେଜ ଏବଂ ୫ଜି କନେକ୍ଟିଭିଟ୍‌ ସହିତ ମାର୍କେଟରେ ଲଞ୍ଚ ହୋଇଛି। କମ୍ପାନୀ ଏହାର ପ୍ରଥମ ଭାରିଏଣ୍ଟର ଦାମ ୩୬,୯୯୦ ଟଙ୍କା ରଖିଥିବା ବେଳେ ଦ୍ୱିତୀୟ ଭାରିଏଣ୍ଟର ମୂଲ୍ୟ ୩୯,୯୯୦ ଟଙ୍କା ଏବଂ ତୃତୀୟ ଭାରିଏଣ୍ଟର ମୂଲ୍ୟ ୪୪,୯୯୦ ଟଙ୍କା ରଖିଛି।
ଫୋନଟି ତିନିଟି କଲରରେ ମାର୍କେଟରେ ଉପଲବ୍ଧ ହେବ। କ୍ୱାଣ୍ଟମ ସିଲଭର, ଭୋଲକାନୋ ଅରେଞ୍ଜ, ଟରନାଡୋ ବ୍ଲାକ। ଏହି ଫୋନ ଆସନ୍ତା ୪ ତାରିଖରୁ ଇକର୍ମସ ସାଇଟ୍‌ ଫ୍ଲିପକାର୍ଟ ଏବଂ କମ୍ପାନୀର ଅଫିସିଆଲ ସାଇଟ୍‌ରେ ମିଳିବ।

ଆଇକୁ ପକ୍ଷରୁ ଏହି ଫୋନରେ ୬.୪୪ ଇଞ୍ଚ ଡିସ୍‌ପ୍ଲେ ରହିଛି। ଯାହାର ରିଜୋଲିସନ 1080×2400 ପିକ୍ସେଲ ରହିଛି। ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୮୬୫ ସପୋର୍ଟ ରହିଛି। ଆଇକୁ ୧.୦ ଅପରେଟିଂ ସିଷ୍ଟମରେ କାମ କରୁଛି।

ଫୋନର କ୍ୟାମେରା : କମ୍ପାନୀ ଏହି ଫୋନରେ କ୍ୱାଡ କ୍ୟାମେରା ସେଟ୍‌ଅପ୍‌ ରହିଛି, ଯେଉଁଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ ସେନସର, ୧୩ ମେଗାପିକ୍ସେଲ ଟେଲିଫୋନ ଲେନ୍ସ, ୧୩ ମୋଗାପିକ୍ସେଲର ଓ୍ଵାଇଡ ଆଙ୍ଗେଲ ଲେନ୍ସ ରହିଛି। ଏହାର ଫ୍ରଣ୍ଟରେ ୧୬ ମେଗାପିକ୍ସେଲ କ୍ୟାମେରା ରହିଛି।

କମ୍ପାନୀ ଏହି ଫୋନରେ ୪ଜି, ୫ଜି, ବ୍ଲୁଟୁଥ ୫.୦, ଓ୍ଵାଇଫାଇ, ଜିପିଏସ୍‌ ଏବଂ ୟୁଏସ୍‌ବି ପୋର୍ଟ ଟାଇପ ସି ଭଳି ଫିଚର୍ସ ରହିଛି। ଏହା ସହିତ ୪୪୪୦ ଏମ୍‌ଏଏଚ ବ୍ୟାଟେରୀ କ୍ଷମତା ରହିଛି।

Swagatika

Recent Posts

ଖୁସି ଖବର ! ଆଉ ଅତିରିକ୍ତ ଦରମା ଫେରାଇବେନି ସରକାରୀ କର୍ମଚାରୀ

ନୂଆ ସରକାର ଆସିବା ପରଠାରୁ ସରକାରଙ୍କ ଠାରୁ ବିଭିନ୍ନ ନୀତିରେ ପରିବର୍ତ୍ତନ ଆଶା କରାଯାଉଛି । ଏହାରି ଭିତରେ ପୁଣି…

12 mins ago

ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ

ବଣାଇ : ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ। ଗୁରୁଣ୍ଡୁଆ ଥାନାର ତାମଡ଼ା ଘାଟିରେ ଦୁର୍ଘଟଣା। ପଙ୍କଢ଼ିହିରୁ ବଣାଇ…

13 mins ago

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି…

35 mins ago

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

44 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 hours ago