ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଦେଶର ପ୍ରଥମ ଭୋଲ୍ଟି ଇଣ୍ଟରନ୍ଯାସନାଲ ରୋମିଂ (ଇନବାଉଣ୍ଟ) ସର୍ଭିସ ଲଞ୍ଚ କରିଛି। ଯାହା ଫଳରେ ଜାପାନରୁ ଭାରତ ଆସୁଥିବା KDDI ଟେଲିକମ୍ କମ୍ପାନିର ଗ୍ରାହକଙ୍କୁ ରିଲାଏନ୍ସ ଜିଓ ନେଟୱର୍କ ପ୍ରଦାନ କରିବ। ଏହି ସର୍ଭିସ ଜରିଆରେ ଜାପାନରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ବହୁତ ଲାଭ ହେବ।
ଭୋଲ୍ଟି ଇଣ୍ଟରନ୍ଯାସନାଲ ରୋମିଂ ସର୍ଭିସ ଆରମ୍ଭ କରିବା ପାଇଁ ଜିଓ ଜାପାନ ମୋବାଇଲ ନେଟୱାର୍କ ପ୍ରୋଭାଇଡ଼ର KDDI କର୍ପୋରେସନ୍ ସହ ହାତ ମିଳାଇଛି। ରିଲାଏନ୍ସ ଜିଓ ମାର୍କ ୟାର୍କୋସ୍କାଇ ନିଜର ବୟାନରେ କହିଛନ୍ତି, ଜିଓ ନିଜ ଗ୍ରାହକଙ୍କୁ ଡ଼ାଟା ଏବଂ ଭଏସ ସର୍ଭିସ ବହୁତ ଭଲ ଭାବେ ଦେଉଛି। ଏଣୁ ଜାପାନରୁ ଭାରତ ଆସୁଥିବା KDDI ଗ୍ରାହକଙ୍କୁ ଜିଓ ନେଟୱାର୍କ ଜରିଆରେ ସ୍ବାଗତ କରାଯିବ। ନୂଆ ସୁବିଧା ସହ ଅନ୍ତଃରାଷ୍ଟ୍ରିୟ ଯାତ୍ରୀଙ୍କୁ ଭାରତରେ ଜିଓ ନେଟୱାର୍କର ଫାଇଦା ମିଳିବ।
ରିପୋର୍ଟ ମୁତାବକ, ଟ୍ରାଇ ମାଇସ୍ପିଡ଼ରୁ ପ୍ରମାଣିତ ହୋଇଛି କି ରିଲାଏନ୍ସ ଜିଓ ଲଗାତାର ୨୦ ମାସ ପର୍ଯ୍ଯନ୍ତ ଦେଶର ସ୍ପିଡ଼ ନେଟୱାର୍କ ଭାବେ ଲୋକପ୍ରିୟତା ହାସିଲ କରୁଛି। ଏଥିସହ ସେପ୍ଟେମ୍ବରରେ ଏୱରବେଜ୍ ଡ଼ାଉନଲୋଡ଼ ସ୍ପିଡ଼୍ ୨୦.୬ ଏମବିପିଏସ ରହିଥିବା ଜଣାପଡ଼ିଛି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…