ଟେକ୍

ATMରୁ ଟଙ୍କା ଉଠାଇବା ସମୟରେ ଏହା ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ଆକାଉଣ୍ଟ ହୋଇଯିବ ଖାଲି

ଏଟିଏମ ଏକ ଏମିତି ସେବା ଯାହା ୨୪ ଘଣ୍ଟା ଆପଣଙ୍କୁ ସର୍ଭିସ ଦେବା ପାଇଁ ମହଜୁଦ ଅଛି। ଏହା ଜରିଆରେ ଆପଣ କୌଣସି ବି ସମୟରେ ଟଙ୍କା ଉଠାଇପାରିବେ। କିନ୍ତୁ ଏଟିଏମ ବ୍ୟବହାର କରିବା ବେଳେ ବହୁତ ସାବଧାନ ରଖିବା ନିହାତି ଜରୁରୀ। ନଚେତ ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟରୁ ମିନିଟରେ ଟଙ୍କା ଟ୍ରାନ୍ସଫର କରିନେବେ। ଅନେକ ଥର ଏମିତି ହୋଇଥାଏ ଯେ ଏଟିଏମରେ ଆମେ କିଛି ଏମିତି ଭୁଲ କରିଦିଅନ୍ତି ଯେ ଯାହାର ପରିରାମ ପର ମୂହୁର୍ତ୍ତରେ ବହୁତ ଖରାପ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏଟିଏମ ବ୍ୟବହାର କରିବା ସମୟରେ ଆମକୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ଯେତେବେଳେ ବି ଆପଣ ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଛନ୍ତି ତାହା ପୂର୍ବରୁ ଏଟିଏମର କାର୍ଡ ସ୍ଲଟକୁ ଧ୍ୟାନପୂର୍ବକ ଦେଖନ୍ତୁ। ଯଦି ଏଥିରେ ଆପଣଙ୍କୁ କିଛି ବି ସନ୍ଦେହ ହୁଏ ତାହେଲେ ଦେଖନ୍ତୁ କାର୍ଡ ସ୍ଲଟରେ କିଛି ତୃଟି ରହିଛି କି କିମ୍ବା ସ୍ଲଟ ଢ଼ିଲା ରହିଛି କି କିମ୍ବା କୌଣସି ପ୍ରକାର ଗଡବଡ ହୋଇଛି କି। ଯଦି ଏପରି ହୋଇଥାଏ ତାହେଲେ ସେହି ଏଟିଏମରେ କେବେବି ନିଜ କାର୍ଡର ପ୍ରୟୋଗ କରନ୍ତୁନାହିଁ।

ଏଟିଏମ କାର୍ଡ ସ୍ଲଟରେ କାର୍ଡ ଭର୍ତ୍ତି କରିବା ସମୟରେ ଦେଖନ୍ତୁ ସେଥିରେ ଜଳୁଥିବା ଲାଇଟ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଯଦି ସେଥିରେ ଗ୍ରୀନ ଲାଇଟ ଜଳୁଛି ତାହେଲେ ସେହି ଏଟିଏମ ସୁରକ୍ଷିତ ବୋଲି ଜାଣନ୍ତୁ। କିନ୍ତୁ ଯଦି ସେଥିରେ ଲାଲ କିମ୍ବା ଅନ୍ୟ କୌଣସି ଲାଇଟ ଜଳୁନାହିଁ ତାହେଲେ ଭୁଲରେ ବି ସେ ଏଟିଏମର ବ୍ୟବହାର କରନ୍ତୁନାହିଁ।

କୌଣସି ବି ଆକାଉଣ୍ଟର ଆକସେସ୍ ନେବା ପାଇଁ ହେଲେ ହ୍ୟାକର୍ସଙ୍କୁ ସେହି କାର୍ଡର ନମ୍ବର ଏବଂ ଏଟିଏମ ପିନ୍ ଥିବା ବହୁତ ଜରୁରୀ। ଏମିତିରେ ହ୍ୟାକର୍ସ ପିନ୍ ନମ୍ବରକୁ କୌଣସି ବି କ୍ୟାମେରାରୁ ଟ୍ରାକ କରି ପାରିବେ ଏବଂ ଏଥିରେ ରକ୍ଷା ପାଇବା ପାଇଁ ଆପଣ ଯେତେବେଳେ ବି ଏଟିଏମରେ ନିଜର ପିନ୍ ନମ୍ବର ଏଣ୍ଟର କରିବେ ସେତେବେଳେ ତାକ ଅନ୍ୟ ହାତରେ ଲୁଚାଇ ରଖନ୍ତୁ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago