ଟେକ୍

ଜାଣନ୍ତୁ ପୁରୁଣା ଫୋନରୁ ନୂଆ ଫୋନକୁ କେମିତି ଟ୍ରାନ୍ସଫର କରିବେ ନିଜ Whats App chats

ପୁରୁଣା ଫୋନରୁ ନୂଆ ଫୋନ ବଦଳାଉଥିବା ସମୟରେ ୟୁଜର ମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହି ସମୟରେ ଅନେକ ଡାଟା ଡିଲିଟ ହୋଇଯାଏ ବା ଟ୍ରାନ୍ସ୍ଫର ହୋଇପାରେ ନାହିଁ । ଟ୍ରାନ୍ସ୍ଫର ନହେବା କାରଣରୁ କିଛି ଡାଟା ପୁରୁଣା ଫୋନରେ ହିଁ ରହି ଯାଇଥାଏ । ଅଧିକାଂଶ ସମୟରେ ୟୁଜର ମାନେ ଟେକ୍ସଟ ମେସେଜ ଗୁଡିକୁ ବ୍ୟାକଅପ କରିବା ଭୁଲି ଯାଆନ୍ତି । କିନ୍ତୁ “ହ୍ବାର୍ଟ୍ସ ଅପ” ପାଖରେ ପୁରୁଣା ଫୋନରୁ ନୂଆ ଫୋନକୁ ସମସ୍ତ ମେସେଜ ଗୁଡିକୁ ଟ୍ରାନ୍ସଫର କରିବାର ଅପସନ ଅଛି । ଆଉ ମଧ୍ୟ ”ହ୍ବାର୍ଟ୍ସ ଅପ” ପାଖରେ ଆପଣଙ୍କ ପୁରୁଣା ଫୋନରୁ ନୂଆ ଫୋନକୁ ସମସ୍ତ ପ୍ରକାର ପୁରୁଣା ଡାଟା ଗୁଡିକୁ ଟ୍ରାନ୍ସ୍ଫର କରିବାର କ୍ଷମତା ରହିଛି । କହିରଖିବା ଉଚିତ ହେବକି ”ହ୍ବାର୍ଟ୍ସ ଅପ” ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ।

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି । ଅନେକ ସମୟରେ ପୁରୁଣା ଫୋନରେ ଥିବା ଜରୁରୀ ତଥ୍ୟ ଗୁଡିକୁ କିପରି ନୂଆ ଫୋନକୁ ଟ୍ରାନ୍ସଫର କରାଯିବ ସେବିଷୟରେ ଅଧିକାଂଶ ଲୋକ ଜାଣିନଥାନ୍ତି । ଏହାବାଦ ହ୍ବାର୍ଟ୍ସଅପ ଚାର୍ଟସ ଗୁଡିକରେ ଜରୁରୀ କନେକଟସ ଓ ତଥ୍ୟ ବ୍ୟତୀତ ମିଡ଼ିଆ ଆଟାଚମେଣ୍ଟ ବି ସାମିଲ ଥାଏ । ଯାହାର ଆବଶ୍ୟକତା ନୂଆ ଫୋନରେ ରହିଥାଏ । କିନ୍ତୁ ଜାଣନ୍ତିକି ”ହ୍ବାର୍ଟ୍ସ ଅପ” ଚାର୍ଟସ ଗୁଡିକୁ ଗୁଗୁଲ କ୍ଲାଉଡ୍ସ ବା iCoudରେ ଵ୍ୟାକଅପ କରି ପରେ ନୂଆ ଫୋନରେ ରିଷ୍ଟର କରି ଟ୍ରାନ୍ସଫର କରାଯାଇପାରିବ

ନିଜ ଆଣ୍ଡ୍ରଏଡ଼ ଡିଭାଇସରେ କେମିତି କରିବେ ଜାଣନ୍ତୁ:

ନିଜ ନୂଆ ଫୋନରେ ପୁରୁଣା ଚାର୍ଟ୍ସ ଗୁଡିକୁ ଟ୍ରାନ୍ସଫର କରିବା ପାଇଁ ପ୍ରଥମେ ପୁରୁଣା ଫୋନର ”ହ୍ବାର୍ଟ୍ସ ଅପ” ଆକାଉଣ୍ଟ ଖୋଲନ୍ତୁ । ଏହା ପରେ ସ୍କ୍ରିନର ଡାହାଣ ପଟର ଉପରି ଭାଗରେ ଥିବା ତିନୋଟି ଡଟସ ଉପରେ କ୍ଲିକ କରନ୍ତୁ ।

– ଏବେ Settings କୁ ଯାଆନ୍ତୁ ଓ ପରେ Chats ଉପରେ କ୍ଲିକ କରନ୍ତୁ ।

– ଏହା ପରେ Chats backup ଉପରେ ଟ୍ୟାପ କରନ୍ତୁ ।

– ଏହା ପରେ ଆପଣ ଚାର୍ଟ୍ସକୁ ଵ୍ୟାକଅପ କରିବା ପାଇଁ ମ୍ୟାନୁଆଲି ବା ଅଟୋମେଟିକାଲି ବିକଳ୍ପ ବାଛି ପାରିବେ ।

-ଯଦି ଆପଣ ଚ୍ୟାଟ୍ସ ଗୁଡିକୁ ମ୍ୟାନୁଆଲ ଭାବରେ ଵ୍ୟାକଅପ ଦେବାକୁ ଚାହୁଁଛନ୍ତି ତେବେ ସେହି ସମୟରେ ଏହି ଆପ ସେହି ସମୟରେ ଗୁଗୁଲ ଡ୍ରାଇଭରେ ଏକ ବ୍ୟାକ ଅପ କ୍ରିଏଟ କରିବ । ଯଦି ଆପଣ ଭବିଷ୍ୟତରେ ହ୍ବାର୍ଟ୍ସଅପର ଵ୍ୟାକଅପ କରିବେ ତ ଆପଣଙ୍କୁ ପୁରା ପ୍ରକ୍ରିୟା ପୁଣି ଥରେ ନଜର ଆସିବ | ଯଦି ଆପଣ ଅଟୋମେଟିକାଲି ଵ୍ୟାକଅପ କରୁଛନ୍ତି ତେବେ କମ୍ପାନୀ ପ୍ରତି ସପ୍ତାହ ବା ପ୍ରତି ମାସ ଆପଣଙ୍କ ପାଇଁ ଚ୍ୟାଟ୍ସର ବ୍ୟାକଅପ ନେଇ ଆସିବ ।

– ବର୍ତ୍ତମାନ ଯଦି ଆପଣ ନୂଆ ଫୋନରେ ଏହି ଆପ ଇନଷ୍ଟଲ କରିବେ ତେବେ ଆପଣଙ୍କୁ ଗୁଗୁଲ ଡ୍ରାଇଭ ତରଫରୁ ପୁରୁଣା ଚାର୍ଟ୍ସ ଓ ମିଡ଼ିଆ ରିକଭରୀ କରିବା ପାଇଁ ଏକ ଅପସନ ଆସିବ । ଏହା ଉପରେ କ୍ଲିକ କରି ଆପଣ ନିଜ ଡାଟା ଋକଭରୀ କରିପାରିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago