ଟେକ୍

ଫୋନ୍‌ ଲକ୍‌ କରି ଲୁଚାଇବା ଦରକାର ନାହିଁ, ଏପରି ଗୋପନ ରଖନ୍ତୁ ନିଜ WhatsApp ସିକ୍ରେଟ ଚାଟ୍‌

ହ୍ଵାଟସଆପରେ ଆମେ ଅନେକ ତରିକାରେ ଲୋକଙ୍କ ସହ କଥା ହୋଇପାରୁଛନ୍ତି। ଏଥିରେ କିଛି ଚାଟ ବହୁତ ପର୍ସନାଲ ମଧ୍ୟ ହୋଇଥାଏ। କିନ୍ତୁ ଆଉ କିଛି ଚାଟ ଫାଲତୁରେ ଆସିଥାଏ। ଏମିତିରେ ଏହି ଚାଟକୁ ଲୁଚାଇବାକୁ ଅଲଗା ଅଲଗା ତରିକାର ବ୍ୟବହାର କରାଯାଏ। ସବୁଠାରୁ ନର୍ମାଲ ତରିକା ହେଉଛି ଫୋନକୁ ଲକ୍‌ କରି ରଖିବା। କିନ୍ତୁ ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ସନ୍ଦେହ ବି ସୃଷ୍ଟି କରେ। ତେଣୁ ଆଜି ଆମେ ଆପଣଙ୍କୁ ଏକ ଏମିତି ତରିକା ଜଣାଇବୁ ଯାହା ପାଇଁ ନା ଆପଣଙ୍କୁ ଫୋନ୍‌ ଲକ୍‌ କରିବାକୁ ପଡିବ ନା ହ୍ଵାଟ୍ସଆପ୍‌ ଲକ୍‌ କରି ରଖିବାର ଆବଶ୍ୟକତା ପଡିବ। ବରଂ ଏଥିରେ ଆପଣଙ୍କ ଚାଟ ମଧ୍ୟ ଗୋପନ ରହିପାରିବ।

ହ୍ଵାଟ୍ସଆପର ଯେଉଁ ତରିକା ବିଷୟରେ ଆମେ ଆପଣଙ୍କୁ କହୁଛୁ ତାହ ହେଉଛି ଆର୍କାଇଭ୍‌ ଫିଚର (Whatsapp Archived Chats)। ଏହି ଆର୍କାଇଭ୍‌ ଜରିଆରେ ଆପଣ ଚାଟକୁ ସବୁବେଳ ପାଇଁ ଲୁଚାଇ ମଧ୍ୟ ରଖିପାରିବେ। ଯାହାଦ୍ୱାରା ମେସେଜ ଆସିବା ପରେ ମଧ୍ୟ ଆପଣଙ୍କ ମେସେଜ୍‌ ସିକ୍ରେଟ ହୋଇ ରହିପାରିବ।

ଏପରି ଲୁଚାଇ ରଖନ୍ତୁ ନିଜ ହ୍ଵାଟ୍ସଆପ୍‌ ଚାଟ୍‌

ନୂଆ ଆର୍କାଇଭ୍‌ ସେଟିଙ୍ଗସ ୟୁଜର୍ସଙ୍କୁ କୌଣସି ବି ଚାଟକୁ ପ୍ରାଇମେରୀ ଲିଷ୍ଟରେ ଲୁଚାଇ ରଖିବାର ସୁବିଧା ଦେଇଥାଏ। ଯେତେ ପର୍ଯ୍ୟନ୍ତ ଆପଣଙ୍କ ମେନସନ୍‌ କିମ୍ବା ରିପ୍ଲାଏ କରାଯାଇନାହିଁ, ସେତେ ପର୍ଯ୍ୟନ୍ତ ୟୁଜର୍ସଙ୍କୁ ଆର୍କାଇଭ୍‌ ଚାଟ ପାଇଁ ନୋଟିଫିକେସନ ମିଳିବନାହିଁ। ଆପଣ ପର୍ସନାଲ ଏବଂ ଗ୍ରୁପ ଚାଟ ଉଭୟରେ ଆର୍କାଇଭ୍‌ କରିପାରିବେ। ଏହାକୁ କୌଣସି ବି ସମୟରେ ଆର୍କାଇଭ୍‌ ସେକ୍ସନରେ ଆକ୍ସେସ୍‌ କରାଯାଇହେବ। ଚାଟ ଲୁଚାଇବା ପାଇଁ ଏହି ଟିପ୍ସକୁ ଫଲୋ କରନ୍ତୁ।

  • ହ୍ଵାଟସଆପ୍‌ ଆପ୍‌ ଖୋଲନ୍ତୁ। ସେହି ଚାଟକୁ ସିଲେକ୍ଟ କରନ୍ତୁ ଯାହାକୁ ଆପଣ ଆର୍କାଇଭ୍‌ କରିବାକୁ ଚାହୁଁଛନ୍ତି।
  • ଉପରେ ଦେଖାଯାଉଥିବା ତିନି ଅପ୍ସନ ପିନ୍‌, ମ୍ୟୁଟ ଏବଂ ଆର୍କାଇଭ ଦେଖିବାକୁ ପାଇବେ। ସେଥିରେ ଆର୍କାଇଭ୍‌ ବଟନ୍‌ ଉପରେ କ୍ଲିକ କରନ୍ତୁ।
  • ଆର୍କାଇଭ୍‌ ସେକ୍ସନ ଆପଣଙ୍କ ଚାଟ ଫିଡରେ ସବୁଠାରୁ ଉପରେ ଦେଖାଦେବ। ଆପଣ ସେକ୍ସନକୁ ଯାଇ କୌଣସି ବି ସମୟରେ ନିଜର ଲୁଚାଇ ରଖିଥିବା ଚାଟକୁ ଦେଖିପାରିବେ।
  • ୟୁଜର୍ସ ଚାଟକୁ ସିଲେକ୍ଟ କରି ଉପର ଆଡକୁ ଆର୍କାଇଭ୍‌ ଆଇକନ୍‌ ଉପରେ କ୍‌ଲିକ କରି ସହଜରେ ଚାଟକୁ ଅନଅର୍କାଇଭ କରିପାରିବେ।
Pritiparna

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

6 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

19 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

20 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago