ଟେକ୍

ଗୋଟିଏ ମୋବାଇଲ ନମ୍ବରରୁ ବନାନ୍ତୁ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପିଭିସି ଆଧାର କାର୍ଡ

ସରକାର ଲୋକଙ୍କର ଆବଶ୍ୟକତାକୁ ନଜରରେ ରଖି ପଲିଭିଲାଇନ୍ କ୍ଲୋରାଇଡ ବା ପିଭିସି ଆଧାର କାର୍ଡରେ ଆଧାର କାର୍ଡ ପ୍ରିଣ୍ଟ କରିବାକୁ ବୈଧ କରିଦେଇଛନ୍ତି। ନିଜେ ୟୁଆଇଡିଏଆଇ ଏହି ସୁବିଧା ଦେଇଛି। ଏବେ ଆପଣ ଏଟିଏମ୍ କାର୍ଡ ଭଳି ଏହି ପିଭିସି କାର୍ଡରେ ନିଜ ଆଧାର କାର୍ଡକୁ ପ୍ରିଣ୍ଟ କରାଇପାରିବେ। ଆପଣ ଭାବୁଥିବେ ପିଭିସି କାର୍ଡରେ ପ୍ରିଣ୍ଟ କରାଇଲେ ଅଧିକ କଣ ଲାଭ ମିଳିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ପିଭିସି ଆଧାର କାର୍ଡର ଫାଇଦା ଏୟା ଯେ ଆପଣଙ୍କ ଆଧାର କାର୍ଡ ପାଣିରେ ପଡିଗଲେ କିମତବା ଭିଜିଗଲେ ଆଦୌ ବି ଖରାପ ହେବନାହିଁ କି ଭାଙ୍ଗିବ ବି ନାହିଁ। ସବୁଠାରୁ ବଡ ଏବଂ ଖାସ୍ କଥା ହେଉଛି ଆପଣ ଗୋଟିଏ ମୋବାଇଲ୍ ନମ୍ବରରୁ ହିଁ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପିଭିସି ଆଧାର କାର୍ଡ ବନାଇ ପାରିବେ। ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଜଣାଇବୁ କେମିତି ଆପଣ ଗୋଟିଏ ମୋବାଇଲ ନମ୍ବରରେ ପରିବାରର ସମସ୍ତଙ୍କ ପାଇଁ ପିଭିସି ଆଧାର କାର୍ଡ ବନାଇବେ।

ପିଭିସି ଆଧାର କାର୍ଡର ଖାସିୟତ୍‌

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପିଭିସି ଆଧାର କାର୍ଡ, ଏଟିଏମ୍ କାର୍ଡ ଭଳି ହିଁ ଅଟେ। ଏମିତିରେ ଏହି କାର୍ଡ ପାଣିରେ ଖରାପ ହେବନି କି ଭାଙ୍ଗିବାର ମଧ୍ୟ ଭୟ ରହିବନି। ଏହାଛଡା ନୂଆ ପିଭିସି ଆଧାର କାର୍ଡରେ ଅନେକ ନୂଆ ସିକ୍ୟୁରିଟୀ ଫିଚର୍ସ ଦିଆଯାଇଛି।

ପିଭିସି କାର୍ଡରେ ଆଧାରକୁ ପ୍ରିଣ୍ଟ କରିବା ଏବଂ ଘରେ ପହଁଚିବା ପାଇଁ ଆପଣଙ୍କୁ ପ୍ରାୟ ୫୦ ଟଙ୍କା ଶୁଳ୍କ ଦେବାକୁ ହେବ। ଆପଣ ଯେତେ ଜଣଙ୍କର ପିଭିସି ଆଧାର କାର୍ଡ ବନାଇବାକୁ ଚାହୁଁଛନ୍ତି, ସେତେ ଜଣଙ୍କ ପାଇଁ ଆପଣଙ୍କୁ ଫି ଜମା କରିବାକୁ ହେବ। ଯଦି ଆପଣଙ୍କ ପରିବାରରେ ପାଞ୍ଚ ଜଣ ଲୋକ ଅଛନ୍ତି, ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଶୁଳ୍କ ଦେବାକୁ ହେବ।

ପିଭିସି ଆଧାର କାର୍ଡ ଅର୍ଡର କରିବା ପାଇଁ ଏହି https://residentpvc.uidai.gov.in/order-pvcreprint ଲିଙ୍କ ଉପରେ କ୍ଲିକ କରନ୍ତୁ। ଏହାପରେ ୧୨ ଅଙ୍କର ଆଧାର ନମ୍ବର ଦିଅନ୍ତୁ ଏବଂ ସିକ୍ୟୁରିଟୀ କୋଡ ମଧ୍ୟ ଦିଅନ୍ତୁ, ଏହି ସିକ୍ୟୁରିଟୀ କୋଡ୍ ଆପଣଙ୍କ ସ୍କ୍ରୀନ ଉପରେ ଦେଖାଯାଉଥିବ।

ଏହାପରେ ଆପଣଙ୍କୁ ଦୁଇଟି ଅପସନ୍ ମିଳିବ ଯେଉଁଥିରେ ମୋବାଇଲ୍ ନମ୍ବର ରେଜିଷ୍ଟର୍ଡ ଅଛି କିମ୍ବା ନାହିଁ ବିକଳ୍ପ ଦେଖାଯିବ। ଏଥିରୁ ଆପଣଙ୍କୁ କୌଣସି ଗୋଟିଏ ଅପସନକୁ ଆପଣଙ୍କ ସୁବିଧା ଅନୁଯାୟୀ ବାଛିବାକୁ ହେବ। ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ପିଭିସି ଆଧାର କାର୍ଡ ବନାଇବାକୁ ଚାହୁଁଛନ୍ତି, ତାହେଲେ ସେମାନଙ୍କ ଆଧାର ନମ୍ବର ଦିଅନ୍ତୁ ଏଥିରେ ଆପଣ ନିଜ ମୋବାଇଲ୍ ନମ୍ବର ଦିଅନ୍ତୁ। ଏହାପରେ ଆପଣ ଓଟିପି ଦ୍ୱାରା କାର୍ଡ ଅର୍ଡର କରିପାରିବେ।

ଆଧାର ନମ୍ବର, ସିକ୍ୟୁରିଟୀ କୋଡ ଏବଂ ଓଟିପି ଦେବା ପରେ ଆପଣଙ୍କ ଆଧାର କାର୍ଡର ଡିଟେଲ ଖୋଲିଯିବ, ସେସବୁକୁ ପ୍ରଥମେ ଚେକ୍ କରନ୍ତୁ ତାପରେ ପେମେଣ୍ଟ କରନ୍ତୁ। ପେମେଣ୍ଟ ପାଇଁ ଆପଣ ୟୁପିଆଇ, ଇଣ୍ଟରନେଟ ବ୍ୟାକିଙ୍ଗ ଏବଂ ଡେବିଟ୍ କାର୍ଡର ବ୍ୟବହାର କରିପାରିବେ। ପେମେଣ୍ଟ କରିବା ପରେ ଆପଣ ରସିଦକୁ ଡାଉନଲୋଡ୍ କରିପାରିବେ। ଏହାପରେ ରସିଦରେ ଦିଆଯାଇଥିବା ୨୮ ଅଙ୍କ ବିଶିଷ୍ଟ ସର୍ଭିସ ରିକ୍ୱେଷ୍ଟ ନମ୍ବରରୁ ଆପଣ ଟ୍ରାକ୍ କରିପାରିବେ। ଏହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ କାର୍ଡ କେଉଁଠି ହେଲାଣି ଏବଂ କେବେ ସୁଦ୍ଧା ପହଁଚିବ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

4 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

18 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

33 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

43 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

54 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago