ଟେକ୍

Instagramରେ ହୋଇଗଲେଣି କି ବୋର୍‌? ତେବେ ଏପରି କରନ୍ତୁ ପରମାନେଣ୍ଟ ଆକାଉଣ୍ଟ ଡିଲିଟ୍‌

ଇନଷ୍ଟାଗ୍ରାମରେ ଆପଣଙ୍କୁ ଆକାଉଣ୍ଟ ଡିଲିଟ ଏବଂ ଟେମ୍ପରାରୀ ଡିସାବଲ କରିବାର ଅପ୍ସନ ମିଳିଥାଏ। ଯଦି ଆପଣ କେବଳ କିଛି ଦିନ ପାଇଁ ନିଜ ଆକାଉଣ୍ଟକୁ ଡିସାବଲ କରିବାକୁ ଚାହୁଁଛନ୍ତି ତାହେଲେ ଟେମ୍ପରାରୀ ଡିସାବଲ ଅପ୍ସନକୁ ଆପଣଙ୍କୁ ଚୟନ କରିବାକୁ ହେବ। ସେହିପରି ଯଦି ସବୁଦିନ ପାଇଁ ଆପଣ ଆକାଉଣ୍ଟକୁ ଡିଲିଟ କରିବାକୁ ଚାହୁଁଛନ୍ତି ତାହେଲେ ପରମାନେଣ୍ଟ ଡିଲିଟ ଅପ୍ସନ ଚୟନ କରିବାକୁ ହେବ। ତାହେଲେ ଆସନ୍ତୁ ଜାଣିବା ଆପଣ କେଉଁଭଳି ଭାବେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସବୁଦିନ ପାଇଁ ଡିଲିଟ କରିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇନଷ୍ଟାଗ୍ରାମରେ ଯଦି କୌଣସି ବି ଆକାଉଣ୍ଟକୁ ପରମାନେଣ୍ଟ ଡିଲିଟ୍‌ କରୁଛନ୍ତି, ତାହେଲେ ଆପଣଙ୍କ ପ୍ରୋଫାଇଲ, ଫୋଟୋଜ, ଭିଡିଓଜ, କମେଣ୍ଟ,ଲାଇକ୍ସ ଏବଂ ଫଲୋଅର୍ସ ସବୁକିଛି ସବୁଦିନ ପାଇଁ ଡିଲିଟ୍‌ ହୋଇଯିବ। ଯଦି ଆପଣ ଇନଷ୍ଟାଗ୍ରାମରେ କେବଳ ଗୋଟିଏ ବ୍ରେକ ଚାହୁଁଛନ୍ତି ତାହେଲେ ଆପଣ ଆକାଉଣ୍ଟକୁ ଟେମ୍ପରାରିଲୀ ଡିସାବଲ କରିପାରିବେ।

ନିଜର ଆକାଉଣ୍ଟକୁ ଡିଲିଟ କରିବା ପାଇଁ ଆପଣଙ୍କୁ ଡିଲିଟ୍‌ ଇଓର ଆକାଉଣ୍ଟ ପେଜକୁ ଯିବାକୁ ହେବ। ଏହି ପେଜରେ ଆପଣ ମୋବାଇଲ ବ୍ରାଉଜର କିମ୍ବା କମ୍ପ୍ୟୁଟର ଉଭୟ ଆକ୍ସେସ କରିପାରିବେ। ଯଦି ଆପଣ େଓ୍ଵବ ବ୍ରାଉଜରରେ ଇନଷ୍ଟାଗ୍ରାମକୁ ଲଗ-ଇନ୍‌ କରୁଛନ୍ତି ତାହେଲେ ପ୍ରଥମେ ଆପଣଙ୍କୁ ଲଗଇନ୍‌ କରିବାକୁ ହେବ।

ଧ୍ୟାନରେ ରଖନ୍ତୁ ଯେ ଆପଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆପରୁ ଡିଲିଟ୍‌ କରିପାରିବେନାହିଁ। ଏହାପରେ ଆପଣଙ୍କୁ Why are you deleting your account?କୁ ଜବାବ ଦେବାକୁ ହେବ। ଏଥିପାଇଁ ଆପଣଙ୍କୁ ଡ୍ରପ ଡାଉନ ମେନ୍ୟୁକୁ ଯିବାକୁ ହେବ ଏବଂ ଗୋଟିଏ ଅପ୍ସନ ବାଛିବାକୁ ହେବ।

ଏହାପରେ ଆପଣଙ୍କୁ ନିଜ ପାସଓ୍ଵାର୍ଡ ପୁନର୍ବାର ଏଣ୍ଟର କରିବାକୁ ହେବ। ଶେଷରେ ଆପଣଙ୍କୁ Delete [username] ଉପରେ କ୍ଲିକ କରିବାକୁ ହେବ। ଏହିଭରି ଭାବେ ଆପଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ ହୋଇଯିବ।

ଆକାଉଣ୍ଟ ଡିଲିଟ୍‌ କରିବା ପୂର୍ବରୁ ଆପଣ ନିଜ ଡାଟାର ଏକ କପି ଡାଉନଲୋଡ କରିପାରିବେ। ଏଥିରେ ଆପଣଙ୍କ ଫଟୋ ଏବଂ ପୋଷ୍ଟ ରହିଥିବ, ଯାହାକୁ ଆପଣ ଏହି ଆକାଉଣ୍ଟରେ ସେୟାର କରିଥିବେ। ଆକାଉଣ୍ଟ ଡିଲିଟ୍‌ ହେବା ଦ୍ୱାରା ଆପଣ କେବେବି ଏହି ଡାଟାକୁ ପୁନର୍ବାର ଆକ୍ସେସ କରିପାରିବେନାହିଁ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago