ଟେକ୍

କଣ ଆପଣ ନୂଆ iPhone କିଣିଛନ୍ତି? ତେବେ ଏପରି ଟ୍ରାନ୍ସଫର କରନ୍ତୁ ନିଜ Android ଫୋନରୁ ଡାଟା

କଣ ଆପଣ ନୂଆ ଆଇଫୋନ କିଣିଛନ୍ତି କିମ୍ବା କିଣିବାକୁ ପ୍ଲାନିଂ କରୁଛନ୍ତି। ଯଦି ଆପଣ ଜଣେ ଆଣ୍ଡ୍ରଏଡ୍‌ ୟୁଜର ତାହେଲେ ଆପଣଙ୍କ ମନରେ ପ୍ରଥମେ ଏହି ପ୍ରଶ୍ନ ଆସିପାରେ ଯେ ଆପଣ ଆଇଫୋନରେ ଡାଟା ଟ୍ରାନ୍ସଫର କେମିତି କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟେ ଆଣ୍ଡ୍ରଏଡ୍‌ ଡିଭାଇସ୍‌ ରୁ iOS ଡିଭାଇସରେ ଡାଟା ଟ୍ରାନ୍ସଫର କରିବା ସେତିକି ସହଜ ଯେତିକି କୌଣସି ଆଣ୍ଡ୍ରଏଡ୍‌ ଫୋନରେ ଡାଟା ପଠାଇବା। ଅବଶ୍ୟ ଏହାର ତରିକା ସାମାନ୍ୟ ଅଲଗା। ଏଠାରେ ଆମେ ଆପଣଙ୍କୁ Android ରୁ iPhoneରେ ଡାଟା ଟ୍ରାନ୍ସଫର କରିବାର ସହଜ ଏବଂ ବଢ଼ିଆ ତରିକା ଜଣାଇବୁ।

Move to iOS ଆପ୍‌

ଡାଟା ଟ୍ରାନ୍ସଫର କରିବା ପୂର୍ବରୁ ଆପଣଙ୍କୁ ନିଜର ଆଣ୍ଡ୍ରଏଡ ଡିଭାଇସରେ ନାମକ ଆପ୍‌ ରଖିବାକୁ ହେବ। ଏହା ଏକଦମ୍‌ ସିକ୍ୟୁର ଏବଂ ସିମ୍ପଲ ଆପ୍‌ ଅଟେ। ଏହା ଆପଲର ଅଫିସିଆଲ େଓ୍ଵବସାଇଟ୍‌ ଆପ୍‌ ଏବଂ କମ୍ପାନୀ ନିଜେ ବି ଏହି ଆପ୍‌ ରଖିବାକୁ ପରାମର୍ଶ ଦେଇଥାନ୍ତି। ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରେ। ଆପର ସାଇଜ୍‌ କେବଳ ଅଟେ। ଆପ୍‌ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ଏହାର ନିୟମ ଏବଂ ଶର୍ତ୍ତକୁ ସ୍ୱିକାର କରିବାକୁ ହେବ।

ଏମିତି କରନ୍ତୁ ଡାଟା ଟ୍ରାନ୍ସଫର

  1. ନୂଆ ଆଇଫୋନ ନେବା ପରେ ଯେତେବେଳେ ଆପଣ ଏହାକୁ ସେଟଅପ କରନ୍ତି ସେତେବେଳେ ଆପଣଙ୍କୁ Apps & Dataର ବିକଳ୍ପ ଦେଖାଯିବ।
  2. ଏଠାରେ ଆପଣଙ୍କୁ  Move Data from Android ବିକଳ୍ପ ବାଛିବାକୁ ହେବ। ଯାହାପରେ ଆପଣଙ୍କୁ ଏକ କୋଡ୍‌ ଦେଖାଯିବ।
  3. ଯଦି ଆପଣ ଭୁଲ ତରିକାରେ ସେଟଅପ୍‌ ପୂରା କରିଛନ୍ତି ତାହେଲେ ଫୋନକୁ erase କରିବାକୁ ପଡିପାରେ। ଏଥିପାଇଁ ଉତ୍ତମ ହେବ ଯେ ଫୋନ ବ୍ୟବହାର କରିବା ପୂର୍ବରୁ ଡାଟା ଟ୍ରାନ୍ସଫର କରନ୍ତୁ।
  4. ଏବେ ଆଣ୍ଡ୍ରଏଡ୍‌ ଡିଭାଇସରେ Move to iOS ଆପ୍‌ ଓପନ କରନ୍ତୁ ଏବଂ Find your Code ଅପସନରେ Continue ଉପରେ ଟ୍ୟାବ୍‌ କରନ୍ତୁ
  5. ଏବେ ଆପଣଙ୍କୁ ଆଇଫୋନରେ ଦେଖାଯାଉଥିବା ୬ ଡିଜିଟ କୋଡ ଆଣ୍ଡ୍ରଏଡ୍‌ ଡିଭାଇସରେ ଭରିବାକୁ ହେବ।
  6. ଆଣ୍ଡ୍ରଏଡ୍‌ ଫୋନରେ ଏବେ ଆପଣଙ୍କୁ  Camera, Messages, contacts ଭଳି ବିକଳ୍ପ ଦେଖାଯିବ।
  7. ଆପଣ ଯାହା ବି ଡାଟା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାକୁ ସିଲେକ୍ଟ କରନ୍ତୁ। ଟ୍ରାନ୍ସଫର ପୂରା ହେବା ପରେ ଉପରେ ଟ୍ୟାପ୍‌ କରନ୍ତୁ।
  8. ଏହି ତରିକାରେ ଆପଣ ମ୍ୟୁଜିକ, ବୁକ୍ସ ଏବଂ ପିଡିଏଫ ଟ୍ରାନ୍ସଫର କରିପାରିବେ ନାହିଁ।

 

Pritiparna

Recent Posts

ଇଟାଲୀ ନିକଟ ସମୁଦ୍ର ଉପକୂଳରେ ବଡ଼ ଦୁର୍ଘଟଣା, ଦୁଇ ଜାହାଜ ବୁଡ଼ି ୧୧ ପ୍ରବାସୀଙ୍କ ମୃତ୍ୟୁ, ୬୦ ନିଖୋଜ

ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ଜାହାଜ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ…

58 seconds ago

ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  କାମଚଳା ବାଚସ୍ପତି…

12 mins ago

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

17 mins ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

38 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

52 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

1 hour ago