ମାଇକ୍ରୋମ୍ୟାକ୍ସ ପରେ ଏବେ ସ୍ୱଦେଶୀ ସ୍ମାର୍ଟଫୋନ ମେକର LAVA ମଧ୍ୟ ଭାରୀତୀୟ ସ୍ମାର୍ଟଫୋନ ମାର୍କେଟରେ ଜୋରଦାର୍ ଉପାୟରେ ମେଡ ଇନ୍ ଇଣ୍ଡିଆ ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ପ୍ରସ୍ତୁତି ଜାରି ରଖିଛି। LAVA କହିବାନୁଯାୟୀ, ଆସନ୍ତା ୭ ଜାନୁଆରୀ ୨୦୨୧ ରେ କମ୍ପାନୀ ମେଡ୍ ଇନ ଇଣ୍ଡିଆ ସ୍ମାର୍ଟଫୋନ ଲଞ୍ଚ କରିବ। ଏହି ଫୋନ୍ ୭ ଜାନୁଆରୀ ଅପରାହ୍ନ ୧୨ ଟାରେ ଆରମ୍ଭ ହେବ। ଏହି ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ ଲାଭାର ଫେସବୁକ୍ ଏବଂ ୟୁଟ୍ୟୁବ ଚ୍ୟାନେଲରେ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଏକ ଭିଡିଓ ଟିଜର୍ ମଧ୍ୟ ଜାରି କରାଯାଇଛି।
ସୂଚନା ମୁତାବକ ମାଇକ୍ରୋମ୍ୟାକ୍ସର ଫାଉଣ୍ଡର ରାହୁଲ ଶର୍ମାଙ୍କ ଭଳି ଲାଭା ଇଣ୍ଡିଆର ପ୍ରେସିଡେଣ୍ଟ ମଧ୍ୟ ଏକ ଭିଡିଓ ଟ୍ଵିଟ କରିଛନ୍ତି । ଏହି ଭିଡିଓରେ ରାହୁଲ ଶର୍ମାଙ୍କ ଭଳି ଲାଭାର ପ୍ରେସିଡେଣ୍ଟ ଚୀନ୍ ସ୍ମାର୍ଟଫୋନ କିମ୍ବା ଚୀନ୍ ବିଷୟରେ ଉଲ୍ଲେଖ କରିନାହାନ୍ତି। କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଟିଜର୍ ରେ ବର୍ତ୍ତମାନ ଫୋନର ଫିଚିର୍ସ ବିଷୟରେ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…