ନୂଆ ରୂପରେ ଆସୁଛି ନୋକିଆ। ସବୁଠୁ କମ୍ ଦାମ୍ରେ ଅଧିକ ଫିଚର ସହ ନୋକିଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏହି ଫୋନ୍ରେ ୪ଜି ଫିଚର ରହିବ। ନୋକିଆର ଏହି ଫିଚର ଫୋନ୍କୁ ସାର୍ଟିଫିକେସନ୍ ୱେବ୍ସାଇଟ୍ TENAA ରେ ଦେଖିବାକୁ ମିଳିଛି। ଏଥିରେ ଫୋନ୍ର କେତେକ ଖାସ୍ ଫିଚର ବିଷୟରେ ସୂଚନା ମିଳିଛି।
ନୋକିଆର ଏହି ଫିଚର ଫୋନ୍ରେ ୨.୪ ଇଞ୍ଚ୍ ଟିଏଫ୍ଟି ୨୪୦*୩୨୦ ପିକ୍ସେଲ ରିଜଲ୍ୟୁସନ୍ ସ୍କ୍ରିନ୍ ମିଳିବ। ୪ଜି ଫିଚର ଫୋନ୍ରେ ୧୧୫୦mAh ବ୍ୟାଟେରୀ ମିଳିବ। ହ୍ୟାଣ୍ଡ୍ସେଟ୍ରେ ୧ ଗିଗାହଟ୍ଜ ପ୍ରୋସେସର ରହିବ। ଏଥିରେ ୬୪mb ରାମ୍ ଦିଆଯାଇଛି। ନୋକିଆର ୪ଜି ଫିଚର ଫୋନ୍ରେ ୧୨୮mb ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯିବ। ଷ୍ଟୋରେଜ୍କୁ ମାଇକ୍ରୋଏସ୍ଡି କାର୍ଡ ମାଧ୍ୟମରେ ଗ୍ରାହକ ୩୨gb ଯାଏଁ ବଢ଼ାଇ ପାରିବେ।
ରିପୋର୍ଟ ମୁତାବକ ନୋକିଆର ଏହି ଫିଚର ଫୋନ୍ ବ୍ଲାକ୍ ଓ ଟର୍କୋଇଜ୍ କଲରରେ ଲଞ୍ଚ୍ ହେବ। ଏହି ଫୋନ୍ରେ ୟୁଏସ୍ବି ପୋର୍ଟ, ଜିଏସ୍ଏମ୍, ୪ଜି ଏଲ୍ଟିଇ ସପୋର୍ଟ, ବ୍ଲୁଟୁଥ୍ ଓ ଏଫ୍ଏମ୍ ରେଡିଓ ଭଳି ଫିଚର୍ସ ମିଳିବ। ସାମ୍ନାକୁ ଆସିଥିବା ଫଟୋରୁ ନୋକିଆର ଏହି ଫୋନ୍ରେ ଫ୍ରଣ୍ଟ କ୍ୟାମେରା ସପୋର୍ଟ ନଥିବା ଦେଖାଯାଇଛି।
ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…
ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …