ଟେକ୍

ଆପଣଙ୍କ ଆଧାର କାର୍ଡ ବହୁ ବର୍ଷ ତଳର କି ? ତାହେଲେ ତୁରନ୍ତ କରନ୍ତୁ ଅପଡେଟ, ସରକାର ଦେଲେ ଚେତାବନୀ

କେନ୍ଦ୍ର ସରକାର ଆଧାର କାର୍ଡକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯଦି ଆପଣ ମଧ୍ୟ ଆଧାର କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ସରକାରଙ୍କ ତରଫରୁ ନୂଆ ଆଦେଶ ଜାରି କରାଯାଇଛି। ଯଦି ଆପଣ ସରକାରଙ୍କର ଏହି ନୂଆ ଆଦେଶକୁ ପାଳନ କରିବେନି ତ ଆପଣଙ୍କର ହିଁ ବଡ କ୍ଷତି ହେବ। ଏବେ ଦେଶର ନାଗରିକଙ୍କୁ ପ୍ରତି ୧୦ ବର୍ଷରେ ଆଧାର କାର୍ଡ ଅପଡେଟ କରିବାକୁ ହେବ । ଏହାଛଡ଼ା ଯେଉଁ ନାଗରିକମାନେ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପଂଜିକରଣ କରିଥିଲେ, ସେମାନେ ମଧ୍ୟ ଆଧାର କାର୍ଡ ଅପଡେଟ କରିବେ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ୯ ନଭେମ୍ବର ୨୦୨୨ ରେ ଏକ ନୋଟିଫିକେସନ ଜାରି କରାଯାଇଛି । ଫଳରେ ଯେଉଁ ନାଗରିକଙ୍କର ଆଧାର କାର୍ଡ ୧୦ ବର୍ଷ ପୁରିଯାଇଛି । ସେମାନେ ତାଙ୍କର ଆଧାର କାର୍ଡକୁ ଅପଡେଟ କରିବେ ।

ଯଦି ଆପଣ ଏବେ ଯାଏଁ ନିଜର ଆଧାର କାର୍ଡକୁ ଅପଡେଟ୍‌ କରିନାହାଁନ୍ତି ତାହେଲେ ଏପରି କରନ୍ତୁ ଅପଡେଟ୍‌

  • ପ୍ରଥମେ ଆପଣଙ୍କୁ ୟୁଆଇଡିଏଆଇର ଅଫିସିଆଲ େଓ୍ଵବସାଇଟକୁ ଭିଜିଟ୍‌ କରିବାକୁ ହେବ।
  • ପ୍ରଥମେ ୟୁଆଇଡିଏଆଇର େଓ୍ଵବସାଇଟ uidai.gov.in ଉପରେ ଲଗ ଇନ କରିବାକୁ ହେବ ।
  • ଏଠାରେ ଆପଣଙ୍କୁ ମାଇଁ ଆଧାର ଟ୍ୟାବ୍‌ ଉପରେ କ୍ଲିକ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ଅପଡେଟ ଡେମୋଗ୍ରାଫିକ ଡାଟା ଓ ଚେକ୍ ଷ୍ଟାଟସ ଉପରେ କ୍ଲିକ କରିବାକୁ ହେବ ।
  • ଏବେ ଆପଣଙ୍କ ସାମ୍ନାରେ https://myaadhaar.uidai.gov.in ଏକ ନୂଆ ପେଜ ଖୋଲିଯିବ ।
  • ଏହାପରେ ଆପଣଙ୍କୁ ଆଧାର କାର୍ଡ ନମ୍ବର ଓ କାପ୍ଚା କୋଡ ଏଣ୍ଟର କରିବାକୁ ହେବ।
    ଏବେ ଆପଣ ସେଣ୍ଡ ଓଟିପି ଉପରେ କ୍ଲିକ କରନ୍ତୁ। ଯାହାପରେ ଏହି ଓଟିପି ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଆସିଯିବ।
  • ଏହି ଓଟିପିକୁ ଦେଇ ଦେଇ ଅପଡେଟ କରିବାକୁ ହେବ ।
  • ଇନଷ୍ଟ୍ରକସନ୍‌ ପଢ଼ିବା ପରେ ଆପଣଙ୍କୁ ପ୍ରୋସିଡ ଟୁ ଅପଡେଟ ଆଧାର ଉପରେ କ୍ଲିକ କରିବାକୁ ହେବ ।
    ଏବେ ଆପଣଙ୍କୁ ଯେଉଁ ଡାଟାକୁ ଅପଡେଟ କରିବାର ଅଛି, ତାର ପ୍ରମାଣପତ୍ରକୁ ଅପଡେଟ କରନ୍ତୁ।
  • ଉଦାହରଣ ସ୍ୱରୁପ ଯଦି ଆପଣଙ୍କ ଠିକଣା ଅପଡେଟ କରିବାକୁ ଅଛି, ତାହାଲେ ଆପଣଙ୍କ ପାଖରେ ଏହାର ପ୍ରମାଣପତ୍ର ଥିବା ଦରକାର । ଯେଉଁଥିରେ ଆପଣଙ୍କୁ ଅପଲୋଡ କରିବାକୁ ହେବ ।
  • ଏବେ ଆପଣ ପ୍ରୋସିଡ ଟୁ ଅପଡେଟ ଆଧାର ଉପରେ କ୍ଲିକ କରନ୍ତୁ।
  • ଶେଷରେ ସବମିଟ ବଟନ ଉପରେ କ୍ଲିକ କରିବା ପରେ ନୂଆ ପେଜ ଖୋଲିଯିବ ।
  • ଉଦ୍ଦିଷ୍ଟ ଫି’ ଭରିବା ପରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ କିଛ ଦିନ ପରେ ଅପଡେଟ ହୋଇଯିବ ।
Pritiparna

Recent Posts

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

8 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

20 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

58 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago