ଟେକ୍

ଏବେ ଇନଷ୍ଟାଗ୍ରାମରେ ବ୍ୟବହାର କରିପାରିବେ Meta AI, ଜାଣନ୍ତୁ କିପରି

ନିକଟରେ ଖବର ଆସିଥିଲା ​​ଯେ ମେଟା ହ୍ୱାଟ୍ସଆପରେ Meta AI ଟେଷ୍ଟିଙ୍ଗ କରିବା ଆରମ୍ଭ କରିଛି । ବର୍ତ୍ତମାନ ଖବର ଆସିଛି ଯେ ମେଟା ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏହାର ଜେନେରେଟିଭ୍ AI ଚାଟବଟ୍ ଟେଷ୍ଟିଙ୍ଗ କରୁଛି, ଯେଉଁଥିରେ ୟୁଜର୍ସମାନେ ସର୍ଚ୍ଚ ବାର୍ ମାଧ୍ୟମରେ ଏହାକୁ ବ୍ୟବହାର କରିପାରିବେ । ଇନଷ୍ଟାଗ୍ରାମରେ Meta AI ଇମେଜ ସୃଷ୍ଟି, ପ୍ରଶ୍ନର ଉତ୍ତର ଏବଂ ଅନ୍ୟାନ୍ୟ ଜିନିଷରେ ପାରଙ୍ଗମ ହେବ ।

ଏନ୍‌ଗେଜେଟ୍‌କୁ ଦେଇଥିବା ବିବୃତ୍ତିରେ ମେଟା କହିଛନ୍ତି ଯେ ଆମର ଜେନେରେଟିଭ୍ ଏଇ ପାୱାର୍ ଏକ୍ସପେରିଏନ୍ସ ଡେଭଲପମେଣ୍ଟର ବିଭିନ୍ନ ପର୍ଯ୍ୟାୟରେ ଅଛି ଏବଂ ସୀମିତ କ୍ଷମତାରେ ଏହାର ସର୍ବସାଧାରଣରେ ପରୀକ୍ଷା କରାଯାଉଛି । ଟେକ୍ କ୍ରଞ୍ଚ ରିପୋର୍ଟ ଅନୁଯାୟୀ, ମେଟା ଏହାର ସର୍ଚ୍ଚ ବାରରେ ଏହାର AI ଚାଟବଟ୍ ପରୀକ୍ଷା କରୁଛି, କିନ୍ତୁ ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଇନଷ୍ଟାଗ୍ରାମ ଡିଏମ୍ ସର୍ଚ୍ଚ ବାରରେ ଚାଟବଟ୍ ଦେଖାଦେଇଛି ।

ରିପୋର୍ଟ ଅନୁଯାୟୀ ମେଟା AI ଆଇକନ୍ ଉପରେ କ୍ଲିକ୍ କରିବା ଦ୍ୱାରା ସେମାନଙ୍କୁ ସେମାନଙ୍କ DM ରୁ ସିଧାସଳଖ ଚାଟବଟ୍ ସହିତ କଥା ହେବାର ଅପ୍ସନ ଦେଇଥାଏ, ଯେପରି ଜଣେ ବନ୍ଧୁଙ୍କ ସହ ଚାଟିଂ କରାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ସେୟାର କରିଛନ୍ତି ଯେ Meta AI ଚାଟବଟ୍ ମଧ୍ୟ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ରିଲ୍ ନେଭିଗେଟ୍ କରିବାରେ ସାହାଯ୍ୟ କରିପାରିବ । ଏହାର ଅର୍ଥ ହେଉଛି ୟୁଜର୍ସଙ୍କୁ ଆଉ ଇନଷ୍ଟାଗ୍ରାମ ସର୍ଚ୍ଚ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

ମେଟା ହ୍ୱାଟ୍ସଆପର ବିଟା ୟୁଜର୍ସଙ୍କ ପାଇଁ AI ମଡେଲ୍ ଜାରି କରିଛି ଏବଂ ଭବିଷ୍ୟତରେ ଏହାକୁ ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ଜାରି କରିପାରେ ବୋଲି ସୂଚନା ରହିଛି । ତେବେ ଜାଣନ୍ତୁ ବିଟା ୟୁଜରମାନେ ଏହାକୁ କିପରି ବ୍ୟବହାର କରିପାରିବେ ।

-ସର୍ବପ୍ରଥମେ, ଆପଣ ଆପର ବଟମ ରାଇଟ କର୍ଣରରେ ମେଟା AI ର ଏକ ନୂଆ ଆଇକନ୍ ଦେଖିବେ ।

-ଏହା ପରେ ଆପଣଙ୍କୁ Meta AI ଚାଟବଟର ଟର୍ମସ ଏବଂ କଣ୍ଡିସନଗୁଡିକ ଆସେପ୍ଟ କରିବାକୁ ପଡିବ ।

-ବର୍ତ୍ତମାନ ମେଟା AI ସହିତ ଏକ ନୂଆ ଚାଟ୍ ଆପଣଙ୍କ ଇନବକ୍ସରେ ଦେଖାଯିବ ।

-ଏଠାରେ ଆପଣ ନିଜର ପ୍ରଶ୍ନ ଲେଖି ପାରିବ, ଯାହାର ଉତ୍ତର ହ୍ୱାଟ୍ସଆପରେ Meta AI ଦ୍ୱାରା ପଠାଯିବ ।

Srujanika Panda

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago