ଟେକ୍

One plus 8T ଲଞ୍ଚ ହେବା ପୂର୍ବରୁ ଶସ୍ତା ହେଲା OnePlus 8 ସିରିଜ, ୭୦୦୦ରୁ ଅଧିକ କମିଲା ଦାମ୍‌

ପ୍ରିମିୟମ ଟେକ କମ୍ପାନୀ OnePlus 8T ଖୁବଶୀଘ୍ର ଲଞ୍ଚ ହେବାକୁ ଯଉଛି। ଯାହାର ଅଫିସିଆଲ ଲଞ୍ଚିଂ ଡେଟ୍‌ କନଫର୍ମ ହୋଇସାରିଛି। ୧୪ ଅକ୍ଟୋବରରୁ ଏହି ଫୋନ ୬୫ଓ୍ଵାଟ ଫାଷ୍ଟ ଚାର୍ଜିଂ ଏବଂ ୧୨୦hz ରିଫ୍ରେଶ ରେଟ୍‌ ଡିସପ୍ଲେ ଭଳି ଫିଚର୍ସ ସହିତ ବଜାରରେ ପ୍ରବେଶ କରିବ। କିନ୍ତୁ ଏହି ଫୋନ ଲଞ୍ଚିଂ ପୂର୍ବରୁ OnePlus 8 ଏବଂ OnePlus 8 Proର ମୂଲ୍ୟ କମ୍‌ କରାଯାଇଛି।

କମ୍ପାନୀOnePlus 8 Pro ର ମୂଲ୍ୟ ୭୩,୬୦୦ ଟଙ୍କା ସହିତ ଲଞ୍ଚ ହୋଇଥିବା ବେଳେ ଏବେ ଏହାର ଦାମ ୭,୩୦୦ ଟଙ୍କା ଶସ୍ତା ହୋଇଯାଇଛି। ସେହିପରି ଏହାର ୧୨ ଜିବି ଏବଂ ୨୫୬ ଜିବି ଷ୍ଟୋରେଜ ଥିବା ଫୋନକୁ ମାତ୍ର ୬୬,୨୫୦ ଟଙ୍କାରେ କିଣିପାରିବେ। ଏହାଛଡା ୮ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ଫୋନର ମୂଲ୍ୟ ୫୮,୮୦୦ ଟଙ୍କା ହୋଇଯାଇଛି।

48 ମେଗାପିକ୍ସେଲ ପ୍ରାଥମିକ କ୍ୟାମେରା ସହିତ OnePlus 8T ସ୍ମାର୍ଟଫୋନ୍ ଠିକ୍ OnePlus 8 ପରି ରହିବ । ଯେଉଁଥିରେ କମ୍ପାନୀ 48 ମେଗାପିକ୍ସେଲ ପ୍ରାଥମିକ ସେନ୍ସର ମଧ୍ୟ ଦେଇଛି । ଯଦିଓ ଆଣ୍ଡ୍ରଏଡ୍ ସେଣ୍ଟ୍ରଲର କହିବା ଅନୁଯାୟୀ OnePlus 8T ଫୋନ୍ ଏକ ନୂଆ ଇମେଜିଙ୍ଗ୍ ସେନ୍ସର ସହିତ ଆସିବ । ତେଣୁ ଆପଣ ଏକ ନୂତନ ସ୍ମାର୍ଟଫୋନ୍ ସହିତ ଏକ ନୂତନ ଅଭିଜ୍ଞତା ମଧ୍ୟ ପାଇପାରନ୍ତି । OnePlus 8T ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 11 ଆଧାରିତ OxygenOS 11ରେ କାମ କରିବ ବୋଲି ଆଶା କରାଯାଉଛି । ଅନୁମାନ କରାଯାଉଛି ଯେ ଏହି ଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 865+ ପ୍ରୋସେସର ସହିତ ଆସିପାରେ ଯାହା ସହିତ 8GB ରାମ୍ ଏବଂ 128GB ଷ୍ଟୋରେଜ୍ ମଧ୍ୟ ଦିଆଯାଇପାରେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago