ଟେକ୍

OnePlus 8T ଏବଂ OnePlus Nord ୟୁଜର୍ସଙ୍କ ପାଇଁ ଆସିଲା ବଡ ଅପଡେଟ, ଫୋନରେ ଦେଖିପାରିବେ ଏହି ପରିବର୍ତ୍ତନ

ସ୍ମାର୍ଟଫୋନ ବ୍ରାଣ୍ଡ ନିଜର ଦୁଇ ମୋବାଇଲ୍‌ ଫୋନ OnePlus 8T ଏବଂ OnePlus Nord ପାଇଁ ଏକ ନୂଆ ଅପଡେଟ ନେଇ ଆସିଛି। ଏହି ଅପଡେଟ୍‌ ଅପରେଟିଙ୍ଗ ସିଷ୍ଟମକୁ ନେଇ ହୋଇଛି। ଯେଉଁଠି OnePlus 8Tରେ OxygenOS 11.0.6.7 ଅପଡେଟ୍‌ ହେବ, ସେହିପରି OnePlus Nordରେ OxygenOS 10.5.10 ଅପଡେଟ ଆସିବ। ଏହି ଅପଡେଟ ଭାରତ ଏବଂ ଉତ୍ତର ଆମେରିକାରେ ରହୁଥିବା ୟୁଜର୍ସଙ୍କ ପାଇଁ ଆସିଛି। ଅପଡେଟର ଘୋଷଣା କମ୍ପାନୀ ନିଜର ଅଫିସିଆଲ ଫୋରମରେ କରିଛି। ସବୁଥର ପରି ଏହା ଓଟିଏ ଅପଡେଟ ଏବେ ମାତ୍ର କିଛି ୟୁଜର୍ସଙ୍କ ପାଖରେ ପହଁଚିଛି। ଧୀରେ ଧୀରେ ସମସ୍ତ ୟୁଜର୍ସଙ୍କ ପାଖକୁ ଏହା ପହଁଚାଯିବ।

OnePlus Nordରେ ଏହି ଅପଡେଟ୍‌ ପରେ ହେବ ଏହି ପରିବର୍ତ୍ତନ

  • ଆଣ୍ଡ୍ରଏଡ୍‌ ସିକ୍ୟୁରିଟୀ ପ୍ୟାଚର  2020.12ରେ ଅପଡେସନ ହେବ।
  • 2020.09କୁ GMS ପ୍ୟାକେଜରେ ଅପଡେଟ କରାଯିବ।
  • ସାମାନ୍ୟ ବଗ୍‌ ଫିକ୍ସ ହେବନାହିଁ।
  • ଓ୍ଵାନପ୍ଲସ ଆକାଉଣ୍ଟକୁ ମ୍ୟାନେଜ କରିବା ପୂର୍ବ ମୁକାବିଲାରେ ଆହୁରି ସହଜ ଏବଂ ସୁବିଧାଜନକ ହୋଇଯିବ। କୌଣସି ବି ସମସ୍ୟା
  • ହେବାଦ୍ୱାରା ସହଜରେ ସପୋର୍ଟ ମିଳିପାରିବ। ଏହାସହିତ ଏହି ଆକାଉଣ୍ଟରେ ଓ୍ଵାନପ୍ଲସର ଅନ୍ୟ ପ୍ରଡକ୍ଟସର ମଧ୍ୟ କ୍ରୟ କରିପାରିବେ।

OnePlus 8Tରେ ଏହି ଅପଡେଟ ପରେ ଦେଖାଯିବ ଏହି ପରିବର୍ତ୍ତନ

ଓ୍ଵାନପ୍ଲସ 8T ଡିଭାଇସରେ ସାମାନ୍ୟ ବଗ୍‌ ଫିକ୍ସ ହେବା ବ୍ୟତୀତ ଏହି ଅପଡେଟ୍‌ ସହିତ ଆହୁରି ଅନେକ ଫିଚର୍ସ ମିଳିବ। ଏହି ଅପଡେଟ ପରେ ୟୁଜର ଫିଙ୍ଗରପ୍ରିଣ୍ଟ ଜରିଆରେ ସହଜରେ ନିଜ ଫୋନକୁ ଅନଲକ୍‌ କରିପାରିବେ। OnePlus 8Tରେ ଅପଡେଟ ହେବା ପରେ କିବୋର୍ଡରେ ପରିବର୍ତ୍ତନ ଦେଖାଇବ ଯାହା ଜରିଆରେ ଆପଣ ଟାଇପିଙ୍ଗ ବହୁତ ସହଜରେ କରିପାରିବେ। ନାଇଟସ୍କେପରେ ଫଟୋ ଉଠାଇବା ସମୟରେ ଏହାର କ୍ୱାଲିଟୀ ଆହୁରି ବଢ଼ିଆ ରହିବ। ସମସ୍ତ ଫଟୋ ବିନା ଏରରରେ ଆରାମରେ ଗ୍ୟାଲେରୀରେ ଦେଖାଇବ। ଓ୍ଵାଇଫାଇ କନେକସନ୍‌ କୌଣସି ବି ସ୍ଥିତିରେ ଫେଲ୍‌ ନହେବା ପାଇଁ ଏଥିରେ ମଧ୍ୟ ନୂଆ ଅପଡେଟ ଦ୍ୱାରା ଫାଇଦା ମିଳିବ। ଓ୍ଵାନପ୍ଲସ ଆକାଉଣ୍ଟକୁ ମ୍ୟାନେଜ୍‌ କରିବା ପୂର୍ବ ଅପେକ୍ଷା ଆହୁରି ସହଜ ଏବଂ ସୁବିଧାଜନକ ହୋଇଯିବ। କୌଣସି ବି ପରିବର୍ତ୍ତନ ହେବା ଦ୍ୱାରା ସହଜରେ ସପୋର୍ଟ ମିଳିଯିବ। ଏହାସହିତ ଏହି ଆକାଉଣ୍ଟରେ ଓ୍ଵାନପ୍ଲସର ଅନ୍ୟ ପ୍ରଡକ୍ଟସକୁ ମଧ୍ୟ କ୍ରୟ କରିପାରିବେ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago