ଟେକ୍

Jio କୁ ପୋର୍ଟ କରିବାକୁ ଚାହୁଁଛନ୍ତି କି ନିଜର ମୋବାଇଲ ନମ୍ବର, କେବଳ ୬ ଷ୍ଟେପ୍ସକୁ ଫଲୋ କରନ୍ତୁ

ମୋବାଇଲ ୟୁଜର୍ସଙ୍କୁ ସବୁବେଳେ ପ୍ରାୟ ସ୍ଲୋ ନେଟଓ୍ଵାର୍କକୁ ନେଇ ପ୍ରୋବଲେମ୍‌ ହୋଇଥାଏ। ସ୍ଲୋ ନେଟଓ୍ଵାର୍କ ଯୋଗୁଁ ଅନେକ ଜରୁରୀ କାମ ମଧ୍ୟ ଅଟକି ଯାଇଥାଏ। ଟେଲିକମ୍‌ କମ୍ପାନୀଙ୍କ ନେଟଓ୍ଵାର୍କରେ ଆସୁଥିବା ସମସ୍ୟା କାରଣରୁ କିମ୍ବା ଅନେକ ଥର ଅଧିକ ଚାର୍ଜ ହୋଇଯିବା କାରଣରୁ ୟୁଜର୍ସ ନିଜ ମୋବାଇଲ ନମ୍ବରକୁ କୌଣସି ଅନ୍ୟ ନେଟଓ୍ଵାର୍କକୁ ସିଫ୍ଟ କରିଦିଅନ୍ତି। ରିଲାଏନ୍ସ ଜିଓର କହିବା କଥା ଯେ ତା ନେଟଓ୍ଵାର୍କ ସେହି ସବୁ ଯାଗାରେ ବି ବଢ଼ିଆ ଭାବେ କାମ କରିଥାଏ, ଯେଉଁଠି ଅନ୍ୟ କୌଣସି ଟେଲିକମ୍‌ କମ୍ପାନୀ ନେଟଓ୍ଵାର୍କ ଚାଲିନଥାଏ। ଭଲ ନେଟଓ୍ଵାର୍କ, ବଢ଼ିଆ ଡାଟା ସ୍ପୀଡ ଏବଂ ଶସ୍ତା ପ୍ଲାନ କାରଣରୁ ଲୋକମାନେ ନିଜ ମୋବାଇଲ ନମ୍ବରକୁ Reliance Jioରେ ପୋର୍ଟ କରୁଛନ୍ତି। ଯଦି ଆପଣ ମଧ୍ୟ ନିଜ ମୋବାଇଲ ନମ୍ବରକୁ ଜିଓ ନମ୍ବରରେ ପୋର୍ଟ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ସହଜ ତରିକା ରହିଛି। ଆସନ୍ତୁ ଜାଣିବା କଣ ସେହି ତରିକା।

ଜିଓରେ କେମିତି କରିବେ ନିଜ ମୋବଇଲ ନମ୍ବର ପୋର୍ଟ

  • ଫୋନର ଏସଏମଏସ ବକ୍ସରେ PORT ଲେଖି ଏକ ସ୍ପେସ୍‌ ଦେବା ପରେ ନିଜ ମୋବାଇଲ ନମ୍ବର ଟାଇପ୍‌ କରନ୍ତୁ।
  • ମେସେଜକୁ ୧୯୦୦ ନମ୍ବରରେ ପଠାଇଦିଅନ୍ତୁ। ଏହାପରେ ୧୯୦୧ ନମ୍ବରରୁ ଆସିଥିବା ମେସେଜରେ ଏକ କୋଡ ଥିବ। ଏହାକୁ ପୋର୍ଟ କୋଡ୍‌ କୁହାଯାଏ।
  • ଏହା ୮ ଅଙ୍କ ବିଶିଷ୍ଟ ୟୁନିକ କୋଡର ଅଟେ। ଏହି କୋଡ କିଛି ଦିନ ପାଇଁ ହିଁ ଭ୍ୟାଲିଡିଟୀ ରହିଥାଏ।
  • ଏହି ୟୁନିକ କୋଡକୁ Reliance Jioର ଆଉଟଲେଟ କିମ୍ବା ଷ୍ଟୋରକୁ ନେଇ ଯାଆନ୍ତୁ।
  • Reliance Jioର ଆଉଟଲେଟରେ ଆପ୍ଲିକେସନ ଫର୍ମ ଭରିଦିଅନ୍ତୁ।
  • ଏହି ଫର୍ମ ସହିତ ଆପଣଙ୍କୁ ନିଜର ଏକ ପାସପୋର୍ଟ ସାଇଜ ଫଟୋ, ଆଧାର କାର୍ଡ କପି ଦେବାକୁ ହେବ।
  • ଏହାପରେ ସେଠାରେ ଆପଣଙ୍କୁ Jioର ଏକ ନୂଆ ସିମ୍‌ ଦେଇଦିଆଯିବ।

ଏହି କଥା ଉପରେ ରଖନ୍ତୁ ଧ୍ୟାନ

ନିଜ ନମ୍ବର Reliance Jioରେ ପୋର୍ଟ କରିବା ପାଇଁ ସର୍ବପ୍ରଥମେ ନିଜର ବର୍ତ୍ତମାନର ଅପରେଟ୍‌ ସହିତ ବକେୟା ପେମେଣ୍ଟ କରନ୍ତୁ। ଯଦି ଆପଣ ଗୋଟିଏ ଟେଲିକମ୍‌ ସର୍କଲରେ ନିଜର ମୋବାଇଲ ନମ୍ବର ପୋର୍ଟ କରୁଛନ୍ତି ତାହେଲେ ଭେରିଫିକେସନ ପରେ ୩ ଦିନ ଭିତରେ ଜିଓ ନମ୍ବର ଆକ୍ଟିଭେଟ ହୋଇଯିବ। ଅନ୍ୟ ଟେଲିକମ୍‌ ସର୍କଲରେ ପୋର୍ଟିଙ୍ଗ ପାଇଁ ୫ ଦିନ ସମୟ ଲାଗିଥାଏ। ଏହାରି ଭିତରେ ଆପଣଙ୍କ ନମ୍ବର ଚାଲୁ ହୋଇଯିବ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago