Categories: ଟେକ୍

ଶସ୍ତା ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି? ତେବେ ଡିସକାଉଣ୍ଟରେ ଆଜି ହିଁ ଘରକୁ ଆଣନ୍ତୁ ଏହି ଦମଦାର ଫୋନ୍‌

ଫ୍ଲିପକାର୍ଟରେ ମୋବାଇଲ୍‌ ବୋନଂଜା (Mobile Bonanza) ସେଲର ଆଜି ହେଉଛି ଶେଷ ଦିନ। ପାଞ୍ଚ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସେଲରେ ଯଦି ଆପଣ କିଣାକିଣି ନ କରିଛନ୍ତି ତେବେ ଏବେ ବି ସୁଯୋଗ ଅଛି, ତେବେ ଡେରି ନ କରି ଆଜି ଶେଷ ଦିନରେ କିଣନ୍ତୁ ନିଜ ପ୍ରିୟ ସ୍ମାର୍ଟଫୋନ। କାରଣ ଏହି ସେଲରେ ରିୟଲମି(realme), ରେଡମି(redmi), ମୋଟରୋଲା(motorola),ସାମସଙ୍ଗ (samsung) ଏବଂ ଅନର (honor) ଭଳି ସ୍ମାର୍ଟଫୋନରେ ଦମଦାର ଅଫର ରହିଛି। ଏଇଠାରୁ ଆପଣ ଶସ୍ତା ଦାମରେ ନିଜ ପସନ୍ଦର ଫୋନ କିଣିପାରିବେ। ରିୟଲମି ଯଦି ଆପଣଙ୍କୁ ପସନ୍ଦ? ତେବେ ରିୟଲମି ତାର ନୂଆ ଫୋନ Realme 5କୁ ମଧ୍ୟ ବହୁତ ଶସ୍ତାରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଅଫରର ପୂରା ଡିଟେଲସ୍‌।

କମ୍ପାନୀର କ୍ୱାଡ କ୍ୟାମେରା ଅର୍ଥାତ ଚାରି କ୍ୟାମେରା ବିଶିଷ୍ଟ ଫୋନ Realme 5କୁ ଏହି ସେଲରେ ବହୁତ ଶସ୍ତା ଦାମରେ କିଣିପାରିବେ। ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ରିୟଲମିର ଏହି ଫୋନକୁ ୧୦,୯୯୯ ଟଙ୍କାରେ କିଣିବା ବଦଳରେ ୮,୯୯୯ ଟଙ୍କାରେ କିଣି ଘରକୁ ଆଣିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫୋନରେ ଏକସଚେଞ୍ଜ ଅଫରର ମଧ୍ୟ ସୁବିଧା ରହିଛି, ଯାହାଦ୍ୱାରା Realme 5 ଫୋନକୁ ୮,୯୦୦ ଟଙ୍କା ଡିସକାଉଣ୍ଟରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି Realme 5 ଫୋନରେ କଣ ରହିଛି ଖାସିୟତ।

ଏଥିରେ ୬.୫ ଇଞ୍ଚର ଏଚଡି+  (720×1600 पिक्सल) ଡିସପ୍ଲେ ଦିଆଯାଇଛି, ଯେଉଁଥିରେ କର୍ଣ୍ଣିଂ ଗରିଲା ଗ୍ଲାସ୍‌ ୩+ର ପ୍ରୋଟେକସନ୍‌ ରହିଛି। ରିୟଲମି ୫ ନୂଆ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସରରେ କାମ କରିଥାଏ। ଏହି ଫୋନ ଆଣ୍ଡ୍ରଏଡ୍‌ ୯ ପାଇ ବେସଡ୍‌ କଲର ଉପରେ ଓଏସ୍‌ ୬.୦ରେକାମ କରିଥାଏ।

Realme 5 କ୍ୟାମେରା

ଏଥିରେ ଚାରିଟି କ୍ୟାମେରା ଦିଆଯାଇଛି। ଫୋନରେ ୧୨ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଏହାଛଡା ଏକ ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍‌ କ୍ୟାମେରା ମଧ୍ୟ ରହିଛି। କ୍ୱାଡ୍‌ କ୍ୟାମେରା ସେଟଅପରେ ୨ ମେଗାପିକ୍ସେଲର ମ୍ୟାକ୍ରୋ ଲେନ୍ସ ଏବଂ ୨ ମେଗାପିକ୍ସେଲର ପୋଟ୍ରେଟ୍‌ ଲେନ୍ସ ମଧ୍ୟ ରହିଛି। ଏହାର ଫ୍ରଣ୍ଟରେ ୧୩ ମେଗାପିକ୍ସେଲର ପଞ୍ଚ ହୋଲ ସେଲଫି କ୍ୟାମେରା ଦିଆଯାଇଛି ଏବଂ ଫୋନରେ ଫିଙ୍ଗରପ୍ରିଣ୍ଟ ସେନସର ଭଳି ଫିଚର୍ସ ମଧ୍ୟ ମହଜୁଦ୍‌ ରହିଛି। ପାଓ୍ଵାର ପାଇଁ ଫୋନରେ ୫୦୦୦ ମାହା ବ୍ୟାଟେରୀ ଦିଆଯାଇଛି।

Pritiparna

Recent Posts

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

4 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

37 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

2 hours ago