ଟେକ୍

୧୫,୦୦୦ରୁ ବି କମ ମୂଲ୍ୟରେ ଲଞ୍ଚ ହେବାକୁ ଯାଉଛି Realme Narzo 10, ଜାଣନ୍ତୁ କଣ ରହିଛି ଏହି ସ୍ମାର୍ଟଫୋନର ଖାସିୟତ

ରିୟଲମି ଭାରତରେ ବହୁତ ଜଲଦି ନୂଆ ମୋବାଇଲ ସିରିଜ ଲଞ୍ଚ କରିବାକୁ ଯାଉଛି। ସୂଚନା ମୁତାବକ ରିୟଲମି ଆସନ୍ତା ୨୬ ମାର୍ଚ୍ଚରେ ଭାରତରେ Realme Narzo ସିରିଜ୍‌ ଲଞ୍ଚ କରିବ, ଯାହାଦ୍ୱାରା Realme Narzo 10 ଏବଂ Narzo 10A ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରାଯିବ। ଏହି ଦୁଇଯି ଫୋନ ବିଷୟରେ କମ୍ପାନୀ ପୂର୍ବରୁ ସୂଚନା ଦେଇଛି। Realme Narzo 10 ସିରିଜ୍‌ ଫୋନରେ 5000mAh ବ୍ୟାଟେରୀ ରହିବ, ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ଲିକ୍‌ ହୋଇଥିବା ରିପୋର୍ଟ ଅନୁଯାୟୀ Realme Narzo 10 ସିରିଜ୍‌ ଫୋନରେ ମିଡିୟାଠେଟକ୍‌ ହିଲିୟୋ G80 ପ୍ରୋସେସର ପାଇପାରିବେ। ଏଥିସହ ଶୁଣିବାକୁ ମିଳିଛି Realme Narzo 10 ସିରିଜ୍‌ ର ମୂଳ୍ୟ ଭାରତରେ ୧୫,୦୦୦ ଟଙ୍କାରୁ କମ ହୋଇପାରେ।

Realme Narzo 10 ସିରିଜ୍‌ର ଖାସିୟତ

Realme Narzo 10କୁ ନେଇ ଖବର ଆସିଛି ଏହି ଫୋନରେ ୬.୫ଇଞ୍ଚର ଓ୍ଵାଟରଡ୍ରପ ନଞ୍ଚ ଡିସପ୍ଲେ ପାଇପାରିବେ। ଏହାବ୍ୟତୀତ ଫୋନରେ ଚାରଟି ରିୟର କ୍ୟାମେରା ରହିଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ୪୮ ମେଗାପିକ୍ସଲ ରହିବ। ଫୋନରେ 5000mAh ର ବ୍ୟାଟେରୀ ରହିଛି, ଯାହା ଫାଷ୍ଟ ଚାର୍ଜିର୍ଂକୁ ସପୋର୍ଟ କରିବ। ସେହିଭଳି Realme Narzo 10A ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ମିଳିବ। ଏଥିରେ ହିଲିୟୋ G80 ପ୍ରୋସେସର ମଧ୍ୟ ରହିଛି। ଫୋନରେ ଆଣ୍ଡ୍ରୋଏଡ ୧୦ ଆଧାରିତ ରିୟଲମି ୟୁଆଇ ପାଇପାରିବେ। ଏହି ଫୋନରେ ୪ଜିବି ର‍୍ୟାମ ସହ ୬୪ଜିବି ର ଷ୍ଟୋରେଜ୍‌ ଉପଲବ୍ଧ ରହିଛି।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

12 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

13 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

17 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

19 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

24 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

32 mins ago