ଟେକ୍

ଆସନ୍ତାକାଲିଠୁ ଆରମ୍ଭ ହେଉଛି Realme Narzo 20 ର ବିକ୍ରି, ଜାଣନ୍ତୁ ଦାମ୍‌ ଓ ଫିଚର

ନିକଟରେ Realme ଲଞ୍ଚ୍‌ କରିଛି Narzo 20। ଏହି ସିରିଜ୍‌ରେ କମ୍ପାନୀ ତରଫରୁ Narzo 20, 20 Pro ଓ 20A ସ୍ମାର୍ଟଫୋନ୍‌କୁ ଭାରତୀୟ ବଜାର ପ୍ରବେଶ କରାଇଛି। ଏଥିମଧ୍ୟରୁ Narzo 20 କୁ ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୧୮ରେ ଭାରତ ବଜାରରେ ଲଞ୍ଚ୍‌ କରିବାକୁ ଯାଉଛି ରିୟଲମି। ଏହି ସ୍ମାର୍ଟଫୋନ୍‌ ଦିନ ୧୨ଟା ବେଳେ ଇ-କମର୍ସ ୱେବ୍‌ସାଇଟ୍‌ ଫ୍ଲିପ୍‌କାର୍ଟ ସମେତ ରିୟଲମିର ଅନ୍‌ଲାଇନ୍‌ ଷ୍ଟୋରରେ ବି ଉପଲବ୍ଧ ହେବ।

Narzo 20 ର ଦାମ୍‌:

Realme Narzo 20 ର ୪ ଜିବି ରାମ୍‌ ଓ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ଯୁକ୍ତ ମୋବାଇଲର ଦାମ୍‌ ୧୦,୪୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ୪ ଜିବି ରାମ୍‌ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ଯୁକ୍ତ ଫୋନ୍‌ର ମୂଲ୍ୟ ରହିଛି ୧୧,୪୯୯ ଟଙ୍କା। ଏହା ଭିକ୍ଟ୍ରି ବ୍ଲୁ ଓ ଗ୍ଲୋରି ସିଲଭର ଦୁଇଟି କଲରରେ ଉପଲବ୍ଧ ହେବ।

Narzo 20 ର ଫିଚର:

ଡିସ୍‌ପ୍ଲେ- ୬.୫ ଇଞ୍ଚ୍‌ର ମିନି ଡ୍ରପ୍‌
ପ୍ରୋସେସର- ମିଡିଆଟେକ୍‌ ହିଲିୟୋ ଜି୮୫
ରାମ- ୪ ଜିବି
ଇଣ୍ଟରନାଲ ଷ୍ଟୋରେଜ୍‌- ୬୪ ଜିବି/୧୨୮ ଜିବି
ଅପରେଟିଂ ସିଷ୍ଟମ୍‌- ଆଣ୍ଡ୍ରଏଡ ୧୦ ବେସ୍‌ଡ ରିୟଲମି ୟୁଆଇ
କ୍ୱାର୍ଡ ରିୟର କ୍ୟାମେରା ସେଟ୍‌ଅପ୍‌- ୪୮MP AI ପ୍ରାଇମେରି କ୍ୟାମେରା
ଫ୍ରଣ୍ଟ କ୍ୟାମେରା: HD କ୍ୟାମେରା
ବ୍ୟାଟେରୀ- ୬୦୦୦mAh
କନେକ୍ଟିଭିଟି- ଓ୍ଵାଇଫାଇ, ଜିପିଏସ୍‌, ୪ଜି ଏଲ୍‌ଟିଇ, ଜିପିଏସ୍‌ ଓ ମାଇକ୍ରୋ ୟୁଏସ୍‌ବି ପୋର୍ଟ

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago