Categories: ଟେକ୍

JIO ଦେଇଛି ବଡ ଉପହାର, ଗ୍ରାହକଙ୍କୁ ମାଗଣାରେ ଏକ ବର୍ଷ ପାଇଁ ମିଳିବ ପ୍ରାଇମ ମେମ୍ବରସିପ୍

ରିଲାଏନ୍ସ ଜିଓ ସବୁମାସରେ ନିଜର ଗ୍ରାହକଙ୍କୁ କିଛି ନା କିଛି ସରପ୍ରାଇଜ ଦେଉଛି। ଯେମିତି କି ଜିଓ ନିଜର ସମସ୍ତ ଗ୍ରାହକଙ୍କ ପାଇଁ ଜିଓ ସେଲିବ୍ରେସନ ଅଫର ଦ୍ବାରା ନିଜର ଗ୍ରାହକଙ୍କୁ ଅନେକ ଥର ୮-୧୦ ଜିବି ଡାଟା ଫ୍ରିରେ ଦେଇଥାଏ। ସେହିଭଳି ଏଥର ରିଲାଏନ୍ସ ଜିଓ ପୁଣି ଥରେ ନିଜର ଗ୍ରାହକଙ୍କୁ ସରପ୍ରାଇଜ୍ ଗିଫ୍ଟ ଦେଇଛି। ଯାହାର ଲାଭ ଗ୍ରାହକଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ମିଳିବ। ଆସନ୍ତୁ ଜାଣିବା।

ଆପଣଙ୍କର ନିଶ୍ଚୟ ମନେଥିବ ଜିଓ ପ୍ରାରମ୍ଭରେ ପ୍ରାଇମ୍ ମେମ୍ବରସିପର ଘୋଷଣା କରିଥିଲେ। ପ୍ରାଇମ ମେମ୍ବରସିପ୍ ଦ୍ବାରା ଗ୍ରାହକଙ୍କୁ ଏକ ବର୍ଷ ପାଇଁ ଜିଓ ଆପ୍ସର ଫ୍ରୀ-ସବସ୍କ୍ରିପସନ ମିଳୁଥିଲା। ବର୍ତ୍ତମାନ କମ୍ପାନୀ ନିଜର ଗ୍ରାହକଙ୍କ ପାଇଁ ପ୍ରାଇମ ମେମ୍ବରସିପ ଫ୍ରୀରେ ଏକ ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି।

ଏମିତିରେ ଗ୍ରାହକଙ୍କୁ ୯୯ ଟଙ୍କାର ଲାଭ ମିଳିଛି ଏବଂ ଏକ ବର୍ଷ ପର୍ଯ୍ୟନ୍ତ ଜିଓ ଗ୍ରାହକଙ୍କୁ ଜିଓ ଆପ୍ସରେ ଫ୍ରୀ ଆକ୍ସେସ୍ ମିଳିବ। ଏବେ ପ୍ରଶ୍ନ ଉଠୁଛି ଯେ ଆପଣଙ୍କ ପ୍ରାଇମ୍ ମେମ୍ବରସିପ୍ ରିନ୍ୟୁ ହୋଇଛି ନା ନାହିଁ। କେମିତି ଜାଣିବେ ତେବେ ଆସନ୍ତୁ ଜାଣିବା।

ଯଦି ଆପଣଙ୍କ ପାଖରେ ମାଇଁ ଜିଓ ଆପ୍ ନଥାଏ ତେବେ ଆପଣ ମାଇଁ ଜିଓ ଆପକୁ ଡାଉନଲୋଡ କରିନିଅନ୍ତୁ। ଏହାପରେ ଆପକୁ ଓପନ କରନ୍ତୁ। ଆପ୍ ର ବାମ ପଟେ ତଳେ ଆପଣଙ୍କୁ ଆପଣଙ୍କ ପ୍ଲାନ ଦେଖାଯିବ। ପ୍ଲାନ ର ଦାମ ତଳେ ଭ୍ୟୁ ଡିଟେଲ ଉପରେ କ୍ଲିକ କରନ୍ତୁ।

ଏହାପରେ ଯେଉଁ ମେନ୍ୟୁ ଦେଖାଯିବ ସେଥିରେ ଆପଣଙ୍କୁ ଜିଓ ମେମ୍ବରସିପର ବିକଳ୍ପ ଦେଖାଯିବ। ଏହିଠାରେ ଆପଣଙ୍କୁ ଜଣାପଡିଯିବ ଯେ ଆପଣଙ୍କ ପ୍ରାଇମ୍ ମେମ୍ବରସିପ ରିନ୍ୟୁ ହୋଇଛି ନା ନାହିଁ। ଜଣାଇବାକୁ ଚାହିଁବୁ ଜିଓ ପ୍ରାଇମ ମେମ୍ବରସିପ୍ ରିନ୍ୟୁ ହେବ କେବଳ ପୁରୁଣା ଏବଂ ବର୍ତ୍ତମାନର ଗ୍ରାହକଙ୍କ ପାଇଁ। ନୂଆ ଗ୍ରାହକଙ୍କୁ ଏବେ ମଧ୍ୟ ପ୍ରାଇମ ମେମ୍ବରସିପ ପାଇଁ ୯୯ ଟଙ୍କା ପେମେଣ୍ଟ କରିବାକୁ ହେବ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

31 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

33 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

48 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago