Categories: ଟେକ୍

jioର ଏହି ୫ ପ୍ଲାନ ବିଷୟରେ ଜାଣନ୍ତୁ ଯେଉଁଥିରେ ମିଳୁଛି ୭୫୦ଜିବି ଡାଟା ସହିତ ୧ ବର୍ଷର Validity

ଜିଓର ସବୁ ପ୍ଲାନ ବିଷୟରେ ଆପଣ ତ ଜାଣିଥିବେ,କିନ୍ତୁ ଆପଣ ନୋଟିସ କଲେ ଜାଣିପାରିବେ ଯେ ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଏବଂ ଭୋଡାଫୋନ ମଧ୍ୟ ନିଜର କିଛି ପ୍ଲାନକୁ ଲଞ୍ଚ କରିଛନ୍ତି। ଯାହାର ବୈଧତା ୧ ବର୍ଷ ପର୍ଯ୍ୟନ୍ତ ରହିଛି ଏବଂ ଏହି ପ୍ଲାନରେ ବହୁତ ସାରା ଡାଟା ମଧ୍ୟ ମିଳୁଛି। ତେବେ ଆସନ୍ତୁ ଜାଣିବା ଜିଓର ୫ ଲମ୍ବା ଅବଦ୍ଧି ବିଶିଷ୍ଟ ପ୍ଲାନ ବିଷୟରେ। ଜିଓର ଏମିତି ପ୍ଲାନ ଏମିତି ମଧ୍ୟ ରହିଛି ଯେ ଯେଉଁଥିରେ ଦୁଇ ବର୍ଷର ବୈଧତା ସହିତ ୭୫୦ ଜିବି ଡାଟା ମିଳୁଛି।

ଜିଓ ପାଖରେ ୯୯୯ ଟଙ୍କାର ଏକ ପ୍ଲାନ ଏମିତି ଅଛି ଯାହାର ବୈଧତା ୯୦ ଦିନର ଅଟେ। ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗ୍ ଏବଂ ଜିଓ ଆପ୍ସର ସବ ସହିତ ୬୦ ଜିବି ଡାଟା ମିଳୁଛି। ଏହି ପ୍ଲାନରେ ପ୍ରତିଦିନ ଡାଟା ବ୍ୟବହାର କରିବା ପାଇଁ କୌଣସି ବୈଧତା ରହିନାହିଁ।

ଏହା ସହ ପଢ଼ନ୍ତୁ : ଖୁବ ଶୀଘ୍ର ବଜାରକୁ ଆସୁଛି ୭.୮ ଇଞ୍ଚ ଡିସପ୍ଲେ ମୋବାଇଲ୍‌ ଫୋନ୍‌

ଜିଓ ପାଖରେ ୧,୬୯୯ ଟଙ୍କାର ପ୍ରି-ପେଡ ପ୍ଲାନ ଅଛି, ଯାହାର ବୈଧତା ୩୬୫ ଦିନର ଅଟେ ଏବଂ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ବା ୫୪୭.୫ ଜିବି ଡାଟା ମିଳିଥାଏ। ଏହା ସହିତ ସବୁ ନେଟୱାର୍କରେ ଅନଲିମିଟେଡ କଲିଙ୍ଗ ସହିତ ଜିଓ ଆପର ମିଳିଥାଏ।

ଜିଓର ୧,୯୯୯ ଟଙ୍କାର ପ୍ଲାନରେ ଆପଣଙ୍କୁ ୧୮୦ ଦିନର ବୈଧତା ସହିତ ୧୨୫ ଜିବି ଡାଟା ମିଳିଥାଏ ଏବଂ ଏହା ସହିତ ପ୍ରତିଦିନ ୧୦୦ ମେସେଜ, ଜିଓ ଆପର ଏବଂ ଅନଲିମିଟେଡ କଲିଙ୍ଗ୍ ମିଳିଥାଏ।

ରିଲାଏନ୍ସ ଜିଓରେ ୪,୯୯୯ ଟଙ୍କାର ପ୍ରି-ପେଡ ପ୍ଲାନରେ ୩୫୦ ଜିବି ଡାଟା ମିଳିଥାଏ ଏବଂ ଏହାର ବୈଧତା ୩୬୦ ଦିନର ଅଟେ। ଏଥିରେ କଲିଙ୍ଗ ସହିତ ଅନ୍ୟ ସବୁ ସେବା ବି ମିଳିବ।

ଜିଓର ୯,୯୯୯ ଟଙ୍କାର ପ୍ରି-ପେଡ ପ୍ଲାନରେ ୩୬୦ ଦିନର ବୈଧତା ସହିତ ୭୫୦ ଡାଟା ମିଳିଥାଏ। ଏଥିରେ ଆପଣଙ୍କୁ ପ୍ରତିଦିନ ୧୦୦ ମେସେଜ, ଜିଓ ଆପ୍ ର ଏବଂ ସବୁ ନେଟୱାର୍କରେ ଫ୍ରି କଲିଙ୍ଗ ମିଳିଥାଏ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago