ଟେକ୍

ଖୁବଶୀଘ୍ର ଲଞ୍ଚ ହେବ Maruti Suzuki Celerio, ଶସ୍ତା ଦାମ ସହ ରହିଛି ଜବରଦସ୍ତ ଫିଚର୍ସ

ଦେଶର ସବୁଠୁ ବଡ଼ କାର କମ୍ପାନୀ Maruti Suzuki ବହୁତ ଶୀଘ୍ର ସେକେଣ୍ଡ ଜୋନ Cellario ମଡେଲ ଲଞ୍ଚ କରିବାକୁ ଯାଉଛି । ଏହାକୁ ଅନେକବାର ଟେଷ୍ଟିଂ ମଧ୍ୟ କରାଯାଇଛି । ମାରୁତି ସୁଜୁକି ସିଲେରିଓ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଲଞ୍ଚ କରିଥିଲା । ଏହାପରଠୁ ସବୁ ଅଟୋମେଟିକ ଶସ୍ତା ଗିୟର ବକ୍ସ କାର ଲଞ୍ଚ ହୋଇଥିଲା । ମାରୁତି ଏଥିରେ AMT ଗିୟରବକ୍ସ ଟେକ୍ନୋଲୋଜି ଦେଇଥିଲା ।  ତେବେ ଚାଲନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ ।

 ସେକେଣ୍ଡ ଜେନେରେସନ ସିଲେରିଓ ମାରୁତି Heartect  ପ୍ଲାଟଫର୍ମରେ ତିଆରି କରାଯାଇଛି । ଏଥିରେ S-Presso ପ୍ଲାଟଫର୍ମ ମଧ୍ୟ ରହିଛି । ଏହାଦ୍ୱାରା କାର୍ ର ଓସାର ମଧ୍ୟ ବଡ ରହିଛି । ଏହାସହ ଯାତ୍ରୀ ମାନଙ୍କ ପାଇଁ କନଫର୍ଟ ଓସାରିଆ କେବିନ ସହ ଲମ୍ବା ହ୍ୱୀଲବେସ ଦିଆଯାଇଛିି ।  ଏହାର ଦାମ ୪.୫  ଲକ୍ଷରୁ ୬.୫ ଲକ୍ଷ ଟଙ୍କା ରଖାଯାଇଛି ।

ଅନଲାଇନରେ ଥିବା ଫଟୋରେ ଜଣାପଡୁଛି ଯେ ଏଥିରେ ନୂଆ ଡେସବୋର୍ଡ ଡିଜାଇନ , ଷ୍ଟିୟରିଂ ହ୍ୱିଲ ଏବଂ ସ୍ମାର୍ଟପ୍ଲେ ଷ୍ଟୁଡିଓ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି । ଅର୍ଥାତ ଏଥିରେ ଲାଟେଷ୍ଟ ଡିଜାଇନ ମଧ୍ୟ ରହିଛି ।

KNews Bureau

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

9 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

12 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

32 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago