ଟେକ୍

ଫ୍ଲିପକାର୍ଟରେ ମିଳୁଛି ବଢ଼ିଆ ଅଫର, ୧୦ ହଜାର ଟଙ୍କାରେ ମିଳୁଛି POCOର ଏହି ସ୍ମାର୍ଟଫୋନ୍

ଫ୍ଲିପକାର୍ଟରେ POCO M6 Pro 5G ସ୍ମାର୍ଟଫୋନ୍ ଉପରେ ଏକ ବଡ଼ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟରେ ଆପଣ ଲାଭ ଉଠାଇପାରିବେ । ଫ୍ଲିପକାର୍ଟରେ ଏହି ଫୋନର ରିଏଲ୍‌ ପ୍ରାଇସ୍‌ ୧୭ ହଜାର ଟଙ୍କା କିନ୍ତୁ ଏଥିରେ ୪୧ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି, ଯାହା ପରେ ଆପଣଙ୍କୁ ଏହି ଫୋନ କେବଳ ୯,୯୯୯ ଟଙ୍କାରେ ମିଳିବ । ଯଦି ଆପଣ ମଧ୍ୟ ଏହି ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହି ଫୋନ ବିଷୟରେ ଡିଟେଲ୍ସରେ କହିବା ।

ସେଲଫି କ୍ୟାମେରା ପାଇଁ POCO M6 Pro 5G ର ଏକ ସେଣ୍ଟ୍ରାଲ୍‌ ପଞ୍ଚ୍ ହୋଲ୍ କ୍ୟାମେରା ଅଛି । ଏଥିରେ ଏକ ୬.୭୧ ଇଞ୍ଚର FHD ଡିସପ୍ଲେ ରହିଛି । ୯୦ Hz ରିଫ୍ରେସ୍‌ ରେଟ୍‌ ଦିଆଯାଇଛି । ଫୋନ୍ ୫୫୦ ନିଟ୍ ର ପିକ୍‌ ବ୍ରାଇଟନେସକୁ ସପୋର୍ଟ କରେ ।

ଫୋନର ରିୟର ସାଇଡରେ ୫୦ MP ପ୍ରାଇମେରୀ ସେନ୍ସର ଏବଂ ୨MPର ଡେପ୍ଥ ସେନ୍ସର ଅଛି । ଫ୍ରଣ୍ଟରେ ୮ MP ସେଲଫି କ୍ୟାମେରା ଅଛି । ପ୍ରାଇମେରୀ କ୍ୟାମେରା ଭଲ ଦିଆଯାଇଛି, ଯାହା କଲର୍ସ କ୍ୟାପଚର୍‌ କରିଥାଏ । କିନ୍ତୁ ରାତିରେ ଫଟୋଗୁଡ଼ିକ ଏତେ କ୍ଲିିୟର ଆସିନଥାଏ । ପୋଟ୍ରେଟ୍ ଲେନ୍ସ ମଧ୍ୟ ଭଲ ରହିଛି ।

ବ୍ୟାଟେରୀ
ପୋକୋ M6 Pro 5G ରେ ୫୦୦୦mAh ର ପାଓ୍ଵାରଫୁଲ୍‌ ବ୍ୟାଟେରୀ ଦିଆଯାଇଛି । ଏହି ଫୋନକୁ ନର୍ମାଲି ଆପଣ ଦିନସାରା ବ୍ୟବହାର କରିପାରିବେ । ଆପଣଙ୍କୁ ଫୋନ ବାରମ୍ବାର ଚାର୍ଜ କରିବାକୁ ପଡିବ ନାହିଁ । କିନ୍ତୁ ଚାର୍ଜିଂ ପାଇଁ କିଛି ସମୟ ଲାଗିଥାଏ । ଏଥିରେ ୨୨.୫ W ଚାର୍ଜର ଅଛି ଏବଂ ଫୋନ୍ ୧୮ W ଚାର୍ଜିଂ ସଲ୍ୟୁସନ୍ ସହିତ ଆସିଥାଏ । ଦୁଇ ଘଣ୍ଟା ମଧ୍ୟରେ ଫୋନ୍ ଫୁଲ୍‌ ଚାର୍ଜ ହୋଇପାରିବ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago