ଟେକ୍

ଗରମ ଦିନରେ CNG କାର ଚାଳକ ନିଶ୍ଚୟ ଧ୍ୟାନ ଦିଅନ୍ତୁ ଏହି କଥା, ନଚେତ ଭୋଗିପାରନ୍ତି ବଡ ସମସ୍ୟା

ଏବର୍ଷ ଭୀଷଣ ଗରମ। ଗତ ଅନେକ ବର୍ଷର ରେକର୍ଡ ଭାଙ୍ଗିଛି ଏହି ବର୍ଷ ହେଉଥିବା ଗରମ। ଅନୁମାନ ତ କରାଯାଉଛି ଆଗାମୀ ଦିନରେ ଏହି ଗରମ ଆହୁରି ବଢ଼ିବ। ଏମିତିରେ ଯଦି ଆପଣଙ୍କ ପାଖରେ କାର ଅଛି, ତାହେଲେ ଆପଣଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଯଦି ଆପଣ କିଛି କଥା ଉପରେ ଧ୍ୟାନ ରଖିବେନି, ତାହେଲେ ଅନେକ ସମସ୍ୟାକୁ ସାମ୍ନା କରପାରନ୍ତି ଆପଣ। ଗରମ ଦିନ ଖାସ୍‌ କରି ସିଏନଜି କାର ପାଇଁ ବହୁତ ରିସକୀ ହୋଇଥାଏ। ସିଏନଜି କାରରେ ସିଲିଣ୍ଡର ଲାଗିଥାଏ, ଯେଉଁଥିରେ କମ୍ପ୍ରେଡ୍‌ ନ୍ୟାଚୁରାଲ ଗ୍ୟାସ୍‌ ରହିଥାଏ। ଏମିତିରେ ଯଦି ଆପଣଙ୍କ ପାଖରେ ବି ସିଏନଜି କାର ରହିଛି, ତାହେଲେ ଆପଣଙ୍କୁ କିଛି ଖାସ କଥା ଉପରେ ଧ୍ୟାନ ରଖିବା ଉଚିତ। ତେଣୁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବତାଇବୁ, ଯାହାକୁ ଫଲୋ କରି ଆପଣ ନିଜ କାରର ଖାସ୍‌ କେୟାର ନେଇପାରିବେ। ଏମିତିରେ ଆପଣଙ୍କୁ କୌଣସି ପ୍ରକାର ସମସ୍ୟକୁ ସାମ୍ନା କରିବାକୁ ବି ପଡିବନି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ପ୍ରଥମ କଥା ହେଉଛି ଆପଣଙ୍କୁ ନିଜର ସିଏନଜି କାରକୁ ଖରାରେ ଛିଡା କରିବା ଉଚିତ ନୁହେଁ। ଖରାରେ ଛିଡା କଲେ କାରର କେବିନ୍‌ ବହୁତ ଗରମ ହୋଇଯାଏ। ଆଉ ଏହା ଅତ୍ୟନ୍ତ ଖତରନାକ ହୋଇଥାଏ। ତେଣୁ ଚେଷ୍ଟା କରନ୍ତୁ ଯେ ଆପଣ ନିଜର ସିଏନଜି କାରକୁ କୌଣସି ଛାଇ ସ୍ଥାନରେ ଛିଡା କରିବାକୁ।

ଗରମ ଦିନରେ ଏହା କଥା ଉପରେ ଧ୍ୟାନ ରଖନ୍ତୁ ଯେ ସିଏନଜି ଗ୍ୟାସ ସିଲିଣ୍ଡରକୁ ଯେପରି ସମ୍ପୂର୍ଣ୍ଣ ରୂପେ ଫିଲ୍‌ କରିବେନାହିଁ। ସିଲିଣ୍ଡରରେ ସିଏନଜି ଗ୍ୟାସକୁ ସମ୍ପୂର୍ଣ୍ଣ ରୂପେ ଭର୍ତ୍ତି କରାଇଲେ ଥର୍ମାଲ ଏକ୍ସପ୍ୟାଣ୍ଡ ହେବାକୁ ଲାଗିଥାଏ। ଏମିତିରେ ସିଏନଜି ପମ୍ପରେ ଗ୍ୟାସ ଫିଲ୍‌ କରିବା ସମୟରେ କାରରେ ଏକ କିମ୍ବା ଦୁଇ କିଲୋ ସିଏନଜି କମ୍‌ ଫିଲ୍‌ କରାନ୍ତୁ।

ଏହାବ୍ୟତୀତ ଆପଣଙ୍କୁ ରେଗୁଲାର ନିଜର ସିଏନଜି କାରକୁ ହାଇଡ୍ରୋ ଟେଷ୍ଟିଙ୍ଗ ନିଶ୍ଚୟ କରିବା ଉଚିତ। ଯଦି ଆପଣ ତିନି ବର୍ଷରେ ଏହି ଟେଷ୍ଟିଙ୍ଗ କରାଇନାହାଁନ୍ତି, ତାହେଲେ ଏହା ଆପଣଙ୍କ କାର ପାଇଁ ବହୁତ ଖତରନାକ ପ୍ରମାଣିତ ହୋଇପାରେ।

ଏହାବ୍ୟତୀତ ଅନେକ ଗାଡିରେ ସିଏନଜି କିଟ୍‌ ପରେ ଲଗାଯାଏ। ଏହିଭଳି ଗାଡିରେ ପ୍ରାୟତଃ ସିଏନିଜି ଟ୍ୟାଙ୍କ ଲିକ୍‌ ହେବାର ଅଭିଯୋଗ ଆସିଥାଏ। ଏମିତିରେ ଆପଣଙ୍କୁ ସବୁବେଳେ ନିଜ ଗାଡିର ସୁଏନଜି ଟ୍ୟାଙ୍କର ଲିକେଜକୁ ଚେକ୍‌ କରୁଥିବା ଆବଶ୍ୟକ।

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

4 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

14 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

25 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

53 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago