ଟେକ୍

ଆପଣଙ୍କ ଫୋନକୁ ହ୍ୟାକ୍‌ କରିପାରେ ପେଗାସସ୍‌ ସ୍ପାଏେଓ୍ଵୟର : ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ନୂଆଦିଲ୍ଳୀ : ଇଜ୍ରାଏଲ୍‌ର ଏକ ଫାର୍ମ ଦ୍ୱାରା ନିର୍ମିତ ପେଗାସସ୍‌ ସ୍ପାଏେଓ୍ଵୟର ପୁଣି ଥରେ ଚର୍ଚ୍ଚାରେ । ୨୦୧୯ ରେ ଭାରତରେ ପେଗାସସ୍‌ ସ୍ପାଏେଓ୍ଵୟର ସମ୍ପର୍କରେ ଶୁଣିବାକୁ ମିଳିଥିଲା । ସେତେବେଳେ କିଛି ହ୍ଵାଟ୍ସଆପ୍‌ ୟୁଜର୍ସଙ୍କୁ ମେସେଜ ମିଳିଥିଲା ଯେ ତାଙ୍କର ଫୋନକୁ ହ୍ୟାକ୍‌ କରାଯାଇଛି ବୋଲି । ଏମାନଙ୍କ ମଧ୍ୟରେ କିଛି ପତ୍ରକାର ଓ ସାମାଜିକ କର୍ମୀ ଥିଲେ ।

ପେଗାସସ୍‌ କ’ଣ ?

ପେଗାସସ୍‌ ସ୍ପାଏେଓ୍ଵୟର ‘ମୋଷ୍ଟ ସୋଫୋଷ୍ଟିକେଟେଡ’ ଫୋନ୍‌ ହ୍ୟାକିଂ ଟୁଲ । ଏହାକୁ ଇଜ୍ରାଏଲର ଏକ କମ୍ପାନି ଏନଏସଓ (NSO) ଗ୍ରୁପ୍‌ ଦ୍ୱାରା ବିକଶିତ କରାଯାଇଛି । ଏହା ପ୍ରଥମ ଥର ପାଇଁ ୨୦୧୬ରେ ଲୋକ ଲୋଚନକୁ ଆସିଥିଲା । ଶୁଣାଯାଏ ପେଗାସସ୍‌ ଆଇଫୋନ୍‌ ୟୁଜର୍ସଙ୍କୁ ଟାର୍ଗେଟ କରିଥାଏ । ଏହାପରେ ଏପ୍ପଲ ଫୋନ୍‌ ଅପ୍‌ଡେଟେଡ ଭର୍ଜନ ରିଲିଜ କରିଥିଲା । ଏହା ଏଣ୍ଡ୍ରଏଡ ଫୋନ୍‌କୁ ବି ପ୍ରଭାବିତ କରିପାରେ ।

ଆଶ୍ଚର୍ଯ୍ୟ କଥା, ଏହି ସ୍ପାଏେଓ୍ଵୟର ଫୋନ ହ୍ୟାକ୍‌ କରିବା ପରେ ମଧ୍ୟ ୟୁଜର୍ସଙ୍କୁ ଜଣାପଡ଼ିନଥାଏ ଯେ ତାଙ୍କର ଫୋନ ହ୍ୟାକ୍‌ ହୋଇଛି ବୋଲି । ଏ ଆପଣଙ୍କ ଡିଭାଇସକୁ ହ୍ୟାକ୍‌ କରି ହ୍ଵଟ୍ସଆପ ସମେତ ସବୁ ଆପରୁ ସୂଚନା ହାସଲ କରିପାରେ । ଏହା ଆପଣଙ୍କ ମେସେଜ ଦେଖିପାରେ । ଆପଣଙ୍କ କଲ୍‌ ଟ୍ରାକିଂ କରିପାରେ ।

କେମିତି ଏଥିରୁ ରକ୍ଷାପାଇବେ

ଏମିତିରେ ଏହିସ୍ପାଏେଓ୍ଵୟର ବହୁତ ସୋଫେଷ୍ଟିକେଟେଡ । ତଥାପି ଏହାକୁ ରୋକିବା ପାଇଁ ଫୋନ୍‌ କମ୍ପାନିମାନେ ସିକ୍ୟୁରିଟି ସିଷ୍ଟମକୁ ବହୁତ ମଜବୁତ କରୁଛନ୍ତି । ଯଦି ଆପଣ ଫୋନ୍‌ର ଲାଟେଷ୍ଟ ଭର୍ଜନ ବ୍ୟବହାର କରିବେ । ତେବେ ଆପଣଙ୍କ ଫୋନ୍‌ ହ୍ୟାକ୍‌ ହେବାର କମ୍‌ ଆଶଙ୍କା ରହିବ । ମଝିରେ ମଝିରେ ଆପଣ ସୋସିଆଲ ମିଡିଆ ଆକାଉଣ୍ଟ ସ୍ୟୁକୁରିଟିକୁ ଚେକ କରନ୍ତୁ । ଯଦି କୌଣସି ସନ୍ଦେହଜନକ ମେସେଜ କିମ୍ବା ଲିଙ୍କ ଆସୁଛି ଏହାକୁ କ୍ଲିକ କରନ୍ତୁ ନାହିଁ ।

Niharanjan

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

19 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

21 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

24 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

31 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

46 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago