ଟେକ୍

ହ୍ଵାଟ୍ସଆପକୁ ଆସିଲା ବଢ଼ିଆ ଫିଚର, ଡିଲିଟ୍ ପରେ ବି ଦେଖିପାରିବେ ମେସେଜ୍

ହ୍ଵାଟ୍ସଆପର ବ୍ୟବହାର ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ଭାବରେ ସବୁଠାରୁ ଅଧିକ କରାଯାଇଥାଏ। କମ୍ପାନୀ ୟୁଜର୍ସଙ୍କ ଏକ୍ସପେରିୟନ୍ସକୁ ବଢ଼ାଇବା ପାଇଁ ନୂଆ ନୂଆ ଫିଚର୍ସକୁ ଜାରି ବି କରିଥାଏ। ଆଉ ବର୍ତ୍ତମାନ ମଧ୍ୟ ଉପଭୋକ୍ତାମାନଙ୍କ ଅଭିଜ୍ଞତାକୁ ବଢାଇବା ପାଇଁ ଏକ ନୂତନ ଫିଚର ଜାରି କରିଛି । ବର୍ତ୍ତମାନ ହ୍ଵାଟ୍ସଆପ କେପ୍ଟ ମେସେଜ୍ ଫିଚର ଉପରେ କାମ କରୁଛି । ଯାହାକି ଉପଭୋକ୍ତାଙ୍କୁ ଅନେକ ସୁବିଧା ଯୋଗାଇବ ।

ହ୍ଵାଟ୍ସଆପର ନୂଆ ନୂଆ ଫିଚର୍ସକୁ ଦେଖି ସୋସିଆଲ ମିଡ଼ିଆର ଏହାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଯାହାଫଳରେ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହାକୁ ବହୁ ମାତ୍ରାରେ ବ୍ୟବହାର କରୁଛନ୍ତି । ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପର ଏହି କେପ୍ଟ ମେସେଜ୍ ଫିଚର ବ୍ୟବହାରକାରୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଏହି ଫିଚର ସାହାଯ୍ୟରେ, ଉପଭୋକ୍ତାମାନେ ଚାଟରେ କେପ୍ଟ ମେସେଜ୍ ବୁକମାର୍କ କରିବାକୁ ସମର୍ଥ ହେବେ । ଏହାକୁ ନେଇ WABetaInfo ରିପୋର୍ଟ କରିଛି । ଏଥିପାଇଁ ୟୁଜରଙ୍କୁ ଏକ ଆଇକନର ଅପ୍ସନ ମିଳିବ।

ଏହି ଆଇକନ୍ ୟୁଜରଙ୍କର ଡିସଆପିୟରିଙ୍ଗ ମେସେଜ ପାଇଁ ଭିଜୁଆଲ ଇଣ୍ଡିକେଟରର କାମ କରିବ। ଏଥିସହିତ, ୟୁଜର୍ସଙ୍କୁ ସୂଚନା ମିଳିବ ଯେ ମେସେଜକୁ ସେଭ୍‌ କିମ୍ବା କେପ୍ଟ କରିନିଆଯାଇଛି ଏବଂ ଏହା ଚାଟରୁ ଡିସଆପିୟରିଙ୍ଗ୍‌ ହେବନାହିଁ। ଏହି ଫିଚର ବହୁତ ଜଲଦି ହ୍ଵାଟ୍ସଆପ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇପାରେ।

ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପରେ ଏହି ଅପଡେଟ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉଭୟ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ଏହା ବ୍ୟତୀତ ଏହା ଡେସ୍କଟପ୍ ଭର୍ସନ ପାଇଁ ମଧ୍ୟ ଉପଲବ୍ଧ ହେବ । WABetaInfo ହ୍ଵାଟ୍ସଆପର କେପ୍ଟ ମେସେଜ୍ ଫିଚର ଏକ ପ୍ରିଭ୍ୟୁ ମଧ୍ୟ ଦେଖାଇଛି ।

ରିପୋର୍ଟରେ ଦାବି କରାଯାଇଛି ଯେ କେପ୍ଟ ମେସେଜଗୁଡିକ ଡିଲେଟ ମେସେଜଗୁଡ଼ିକୁ ଷ୍ଟାଣ୍ଡାର୍ଡ ହ୍ଵାଟ୍ସଆପ ମେସେଜରେ ପରିଣତ କରିବ । ଏହା ସହିତ, ଚାଟ୍ ସମାପ୍ତ ହେବା ପରେ ମଧ୍ୟ ଉପଭୋକ୍ତାମାନେ ଏହାକୁ ପ୍ରବେଶ କରିପାରିବେ । ହ୍ଵାଟ୍ସଆପ ଏଥିପାଇଁ କେପ୍ଟ ମେସେଜର ଏକ ଅଲଗା ସେକ୍ସନ ଆଡ୍‌ କରିପାରେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡିସଆପିୟରିଙ୍ଗ୍‌ ମେସେଜ୍‌ ଏକ ଅପ୍ସନ ଫିଚର। ଏହା ୟୁଜର୍ସଙ୍କୁ ଅଧିକ ପ୍ରାଇଭେସୀ ଦେଇଥାଏ। ଯେତେବେଳେ କୌଣସି ୟୁଜର ଡିସଆପିୟରିଙ୍ଗ ମେସେଜକୁ ଅନ୍‌ କରିଥାଏ। ସେତେବେଳେ ସେଟ୍‌ କରାଯାଇଥିବା ସମୟ ପରେ ମେସେଜ ଚାଟବକ୍ସରେ ଡିଲିଟ୍‌ ହୋଇଯାଇଥାଏ। କିନ୍ତୁ ଏହି ଫଚରରେ ସେହି ମେସେଜକୁ ଆପଣ ଆକସେସ୍‌ କରିପାରିବେ।

Pritiparna

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

7 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

16 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

19 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

53 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

54 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago