P.C: abplive.com
ନୂଆଦିଲ୍ଲୀ : ଏବେ ବଜାରରେ ସ୍ମାର୍ଟ ଫୋନ୍ର କ୍ରେଜ୍ । ଏହି କାରଣରୁ ଅଧିକାଂଶ କମ୍ପାନି ଏବେ ସ୍ମାର୍ଟ ଓ୍ଵାଚ ବଜାରକୁ ଛାଡ଼ିବାକୁ ଯାଉଛନ୍ତି । ବଜାରକୁ ଏବେ ଆସିଛି ୫ ହଜାର ଟଙ୍କା ମଧ୍ୟରେ ସୁନ୍ଦର ସ୍ମାର୍ଟ ଓ୍ଵାଚ୍ । ଜାଣନ୍ତୁ ଏହାର ଫିଚର ସମ୍ପର୍କରେ ।
Fire-Boltt Ring
. ଏହି ସ୍ମାର୍ଟ ଫୋନ୍ କଲିଂ ଫିଚର ସହ ଆସିଥାଏ ।
. ଏଥିରେ SpO2 ସେନ୍ସର ଦିଆଯାଇଥାଏ ।
. ଏଥିରେ ଏମିତି ବ୍ୟାଟେରୀ ଦିଆଯାଇଛି ଯାହା ଥରେ ଚାର୍ଜ କଲେ ୮ ଦିନ ପର୍ଯ୍ୟନ୍ତ ଯାଇଥାଏ ।
. ଏଥରେ ୧.୭ ଇଞ୍ଚ୍ର ଏଚ୍ ଡି ଡିସପ୍ଲେ ଦିଆଯାଇଛି ।
. ଏହାର ଦାମ ରହିଛି ୪,୯୯୯ ଟଙ୍କା ।
Crossbeats Orbit Sports
. ଏଥିରେ ଭଏସ କଲିଂ ପାଇଁ ଇନ୍ବିଲ୍ଟ ସ୍ପିକର ଓ ମାଇକ୍ ଦିଆଯାଇଛି ।
. ସ୍ମାର୍ଟ ଓ୍ଵାଚ୍ାରେ ସ୍ପୋର୍ଟସ ମୋଡ ମଧ୍ୟ ଦିଆଯାଇଛି ।
. ଏଥିରେ ଏମିତି ବ୍ୟାଟେରୀ ଦିଆଯାଇଛି ଯାହା ଥରେ ଚାର୍ଜ କଲେ ୧୦ ଦିନ ପର୍ଯ୍ୟନ୍ତ ଯାଇଥାଏ ।
. ଏହାର ଦାମ ରହିଛି ୪,୯୯୯ ଟଙ୍କା ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…