ଭଏସ କଲିଂ ସହ ବିଭିନ୍ନ ସୁବିଧା ଥିବା ସ୍ମାର୍ଟ ଓ୍ଵାଚ୍‌, ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ : ଏବେ ବଜାରରେ ସ୍ମାର୍ଟ ଫୋନ୍‌ର କ୍ରେଜ୍‌ । ଏହି କାରଣରୁ ଅଧିକାଂଶ କମ୍ପାନି ଏବେ ସ୍ମାର୍ଟ ଓ୍ଵାଚ ବଜାରକୁ ଛାଡ଼ିବାକୁ ଯାଉଛନ୍ତି । ବଜାରକୁ ଏବେ ଆସିଛି ୫ ହଜାର ଟଙ୍କା ମଧ୍ୟରେ ସୁନ୍ଦର ସ୍ମାର୍ଟ ଓ୍ଵାଚ୍‌ । ଜାଣନ୍ତୁ ଏହାର ଫିଚର ସମ୍ପର୍କରେ ।

Fire-Boltt Ring

. ଏହି ସ୍ମାର୍ଟ ଫୋନ୍‌ କଲିଂ ଫିଚର ସହ ଆସିଥାଏ ।

. ଏଥିରେ SpO2 ସେନ୍ସର ଦିଆଯାଇଥାଏ ।

. ଏଥିରେ ଏମିତି ବ୍ୟାଟେରୀ ଦିଆଯାଇଛି ଯାହା ଥରେ ଚାର୍ଜ କଲେ ୮ ଦିନ ପର୍ଯ୍ୟନ୍ତ ଯାଇଥାଏ ।

. ଏଥରେ ୧.୭ ଇଞ୍ଚ୍‌ର ଏଚ୍‌ ଡି ଡିସପ୍ଲେ ଦିଆଯାଇଛି ।

. ଏହାର ଦାମ ରହିଛି ୪,୯୯୯ ଟଙ୍କା ।

Crossbeats Orbit Sports

. ଏଥିରେ ଭଏସ କଲିଂ ପାଇଁ ଇନ୍‌ବିଲ୍ଟ ସ୍ପିକର ଓ ମାଇକ୍‌ ଦିଆଯାଇଛି ।

. ସ୍ମାର୍ଟ ଓ୍ଵାଚ୍‌ାରେ ସ୍ପୋର୍ଟସ ମୋଡ ମଧ୍ୟ ଦିଆଯାଇଛି ।

. ଏଥିରେ ଏମିତି ବ୍ୟାଟେରୀ ଦିଆଯାଇଛି ଯାହା ଥରେ ଚାର୍ଜ କଲେ ୧୦ ଦିନ ପର୍ଯ୍ୟନ୍ତ ଯାଇଥାଏ ।

. ଏହାର ଦାମ ରହିଛି ୪,୯୯୯ ଟଙ୍କା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.