ରାଜଧାନୀରୁ ବିପୁଳ ପରିମାଣର ଗାଡି ବ୍ୟାଟେରୀ ଜବତ, ୬ ବଙ୍ଗାଳିଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀରୁ ବିପୁଳ ପରିମାଣର ଗାଡି ବ୍ୟାଟେରୀ ଜବତ । ମଞ୍ଚେଶ୍ୱର ଅଞ୍ଚଳରୁ ୧୫ ଶହ ବ୍ୟାଟେରୀ ସହ ୬ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍‌ । ଏହା ସହ ୩ଟି ଗାଡି ଜବତ ହୋଇଛି । ବ୍ୟାଟେରୀ ନେବା ଆଣିବାରେ ଏହି ଗାଡି ବ୍ୟବହୃତ ହେଉଥିଲା । ଗିରଫ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଜବତ ବ୍ୟାଟେରୀ ଓଡ଼ିଶାରୁ ପଶ୍ଚିମବଙ୍ଗରୁ ଚୋରା ଚାଲାଣ ହେଉଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.