ଚାଇନା ସ୍ମାର୍ଟଫୋନ୍ ନିମାଣକାରୀ କମ୍ପାନୀ ସାଓମି ନିଜର ଫାଷ୍ଟ ଓ୍ଵୟାରଲେସ୍ ଚାର୍ଜରକୁ ଲଞ୍ଚ କରିଛି। କମ୍ପାନୀ ଏହାର ଦାମ ରଖିଛି ୧,୦୦୮ ଟଙ୍କା। ଏହି ଚାର୍ଜର ଖାସିୟତ ହେଉଛଜି ୟୁଜର ଏହାକୁ ଲ୍ୟାଣ୍ଡସ୍କେପ ଏବଂ ଭର୍ଟିକାଲ ପଜିସନରେ ରଖି ଚାର୍ଜ କରାଇପାରିବେ। ସେହିପରି ଏହି ଚାର୍ଜର ୨୦ ଓ୍ଵାଟ ପାଓ୍ଵାର ଜେନେରେଟ୍ କରିଥାଏ। ଏଥିସହିତ ସାଓମିର ଏହି ଚାର୍ଜରର ସେଲ ୧୧ ନଭେମ୍ବର ମାନେ ଆଜି ଆରମ୍ଭ ହେବ।
ଏହାସହ ପଢନ୍ତୁ : ଥଣ୍ଡା ପାଇଁ ନାକରୁ ପାଣି ଗଡୁଛି କି? ତେବେ ଏହି ଉପାୟ ମିନିଟରେ କରିବ କାମ
ସାଓମି ଗତ ମାସ ସ୍ମାର୍ଟ ଲ୍ୟାମ୍ପକୁ ୨,୨୯୯ ଟଙ୍କାରେ ବଜାର ପ୍ରବେଶ କରାଇଥିଲା। ଏଥିରେ ୟୁଜର୍ସଙ୍କୁ ୧.୬ କଲର ରେଞ୍ଜ ମିଳିବ। ଏହାସହିତ ଏହି ଲ୍ୟାମ୍ପରେ ୧୨ ଓ୍ଵାଟ ପାଓ୍ଵାର ବ୍ୟାକଅପ ଦିଆଯାଇଛି। ସେହିପରି କମ୍ପାନୀ ଦାବି କରିଛି ଯେ ଏହି ଲ୍ୟାମ୍ପ ବିନା କୌଣସି ଖରାପରେ ୧୧ ବର୍ଷ ପଯ୍ୟର୍ନ୍ତ ଚାଲିବ। ଏହାଛଡା ଗ୍ରାହକଙ୍କୁ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆଲେକ୍ସାର ସପୋର୍ଟ ମଧ୍ୟ ଦିଆଯାଇଛି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…